ଯୁବକଙ୍କୁ ଘୋଷାଡି ନେଇ ମାରିଦେଲା ହାତୀ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଖଜୁରିଆକଟା ସେକ୍ସନ ବାଲିମୀ ଗାଁର ନରୋତ୍ତମ ବେହେରା ବୋଲି ଜଣାପଡିଛି । ଆଜି ଭୋର୍ ସମୟରେ ଦୁଇ ଜଣ ଶୌଚ ହୋଇ ଫେରୁଥିବାବେଳେ ନୂଆ ବନ୍ଧ ନିକଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଜଣେ ପ୍ରାଣ ବିକଳରେ ଖସି ପଳାଇଆସିଥିବାବେଳେ ନରୋତ୍ତମଙ୍କୁ ଘୋଷାଡି ନେଇ ମାରି ଦେଇଥିଲା ।
Powered by Froala Editor