ସୁନା ଦାମ୍ କେତେ କମିଲା ଜାଣନ୍ତୁ

ଭୁବନେଶ୍ୱର : କମିଲା ସୁନା ଦାମ୍ । ସେପ୍ଟେମ୍ବର ୧୩ ଅର୍ଥାତ୍ ଶନିବାର କମିଛି ସୁନା ଦାମ୍ । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୧,୧୧,୧୭୦ ରହିଛି । ଗତକାଲି ୧,୧୧,୨୮୦ ଟଙ୍କା ଥିଲା । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୯୦୦ ଟଙ୍କା । ଗତକାଲି ୧,୦୨,୦୦୦ ଟଙ୍କା ଥିଲା । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୩,୩୭୦ ଟଙ୍କା ରହିଛି । ଗତକାଲି ୮୩,୪୬୦ ଟଙ୍କା ଥିଲା ।
ରୁପା ଦାମ୍ ବଢିଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୪,୩୦୦ ଟଙ୍କା ରହିଛି । ଗତକାଲି ୧୪,୨୦୦ ଟଙ୍କା ଥିଲା ।
Powered by Froala Editor