ଏବେ ବି କ୍ରିଟିକାଲ ଭେଣ୍ଟିଲେଟରରେ ଅଭିଜିତ ମଜୁମଦାର

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆସୁନି ସୁଧାର । ସ୍ୱାସ୍ଥ୍ୟ ଏବେ ବି ସ୍ଥିର ଥିବା ସୂଚନା ମିଳିଛି । ଏବେ ବି କ୍ରିଟିକାଲ ଭେଣ୍ଟିଲେଟରରେ ରହିଥିବା ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସୂଚନଯୋଗ୍ୟ ପ୍ରାୟ ୧୦ଦିନ ତଳେ କଟକର ଏକ ଘରୋଇ ହସ୍ପିଟାଲରୁ ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଅଭିଜିତ ମଜୁମଦାର । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।
Powered by Froala Editor