ରାଜ୍ୟରେ ଆଉ ୨୧୮୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୧୮୨ କରୋନା ଆକ୍ରାନ୍ତ ଚିହ୍ନଟ⁰0 ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୨୫୮ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୯୨୪ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୯, ବାଲେଶ୍ୱରରେ ୧୬୧, ବରଗଡ଼ରେ ୧୫, ଭଦ୍ରକରେ ୭୬, ବଲାଙ୍ଗୀରରେ ୪, ବୌଦ୍ଧରେ ୬, କଟକରେ ୩୦୮, ଦେବଗଡ଼ରେ ୧, ଢେଙ୍କାନାଳରେ ୭୦, ଗଞ୍ଜାମରେ ୩, ଗଜପତିରେ ୪, ଜଗତସିଂହପୁରରେ ୮୭, ଯାଜପୁରରେ ୧୭୫, ଝାରସୁଗୁଡ଼ାରେ ୯, କଳାହାଣ୍ଡିରେ ୧୩, କନ୍ଧମାଳରେ ୧୪, କେନ୍ଦ୍ରାପଡ଼ାରେ ୫୫, କେନ୍ଦୁଝରରେ ୪୪, ଖୋର୍ଦ୍ଧାରେ ୫୧୦, କୋରାପୁଟରେ ୨୮, ମାଲକାନାଗିରିରେ ୨୫, ମୟୂରଭଞ୍ଜରେ ୯୨, ନବରଙ୍ଗପୁରରେ ୧୬, ନୟାଗଡ଼ରେ ୭୫, ନୂଆପଡ଼ାରେ ୨, ପୁରୀରେ ୯୪, ରାୟଗଡ଼ାରେ ୨୨, ସମ୍ବଲପୁରରେ ୨୪, ସୋନପୁରରେ ୧୩, ସୁନ୍ଦରଗଡ଼ରେ ୫୪, ଓ ରାଜ୍ୟରେ ୯୩ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor