Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ...

  • ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ

  • ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ...

  • ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

  • ମୋତେ ବହିଷ୍କାର ପରେ ଝିଅକୁ କୌଣସି ...

  • ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ...

  • ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ...

  • ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

  • ଅସ୍କାର-୨୦୨୬: "ୱାନ୍ ବ୍ୟାଟଲ ଆଫ୍‌ଟର ...

  • ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

Home ›› ››ଗଜରା ପାଇଁ ଅଭିନେତ୍ରୀଙ୍କ ଉପରେ ଲାଗିଲା ୧.୨୫ ଲକ୍ଷ ଫାଇନ୍‌

ଗଜରା ପାଇଁ ଅଭିନେତ୍ରୀଙ୍କ ଉପରେ ଲାଗିଲା ୧.୨୫ ଲକ୍ଷ ଫାଇନ୍‌

2025-09-08 18:14:42
14917
Share:
Facebook
Twitter
E-Mail
WhatsApp
Telegram
ଗଜରା ପାଇଁ ଅଭିନେତ୍ରୀଙ୍କ ଉପରେ ଲାଗିଲା ୧.୨୫ ଲକ୍ଷ ଫାଇନ୍‌

ମୁଣ୍ଡରେ ଫୁଲର ଗଜରା ଲଗାଇବା ଭାରତରେ ସାଧାରଣ କଥା। କିନ୍ତୁ ଫୁଲର ଗଜରା ବିଶ୍ୱର ବିଭିନ୍ନ ସ୍ଥାନରେ ଗ୍ରହଣୀୟ ନୁହେଁ। ବିଶେଷ କରି ଅଷ୍ଟ୍ରେଲିଆରେ ଯସ୍ମୀନ ଫୁଲର ଗଜରା ଲଗାଇବା କିମ୍ବା ନିଜ ପାଖରେ ରଖିବା ଅପରାଧ। ଯସ୍ମୀନ ଫୁଲର ଗଜରା ପାଖରେ ରଖିବା ପାଇଁ ଜଣେ ଅଭିନେତ୍ରୀଙ୍କ ଉପରେ ଲାଗିଛି ମୋଟା ଅଙ୍କର ଜୋରିମାନା।

ନିକଟରେ, ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ନଭ୍ୟା ନାୟାର ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ସେ ମାଲାୟାଲୀ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଓନମ ଉତ୍ସବରେ ଅଂଶଗ୍ରହଣ କରିବାକୁ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାଇଥିଲେ, କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କ ସହିତ ଏପରି ଏକ ଘଟଣା ଘଟିଗଲା, ଯାହା ସେ କେବେ କଳ୍ପନା କରିନଥିଲେ।

ନଭ୍ୟା ବ୍ୟାଗରେ ଯସ୍ମୀନ ଫୁଲର ଗଜରା ରଖିଥିବାରୁ ତାଙ୍କୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଏୟାରପୋର୍ଟ କର୍ତ୍ତୃପକ୍ଷ ୧.୨୫ ଲକ୍ଷର ଜୋରିମାନା ମଧ୍ୟ ଲଗାଇଛନ୍ତି।

ମେଲବୋର୍ଣ୍ଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ନଭ୍ୟାଙ୍କ ହ୍ୟାଣ୍ଡବ୍ୟାଗରେ ଗଜରା ଥିବାରୁ ଅଷ୍ଟ୍ରେଲିଆ ସୀମା ସୁରକ୍ଷା ବଳ ତାଙ୍କୁ ଅଟକାଇଲା। ୧୫ ସେମି ଲମ୍ବର ଏକ ଛୋଟ ଗଜରା ପାଇଁ ତାଙ୍କୁ ପ୍ରାୟ ୧.୨୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିଲା। ସେ ଓନମ୍ ଉତ୍ସବର ମଞ୍ଚରୁ ଏହି ଘଟଣା ସେୟାର କରିଥିଲେ। ନଭ୍ୟା କହିଥିଲେ ଯେ ତାଙ୍କ ବାପା କୋଚି ବିମାନବନ୍ଦରରୁ ତାଙ୍କ ପାଇଁ ଏହି ଗଜରା କିଣିଥିଲେ। ନଭ୍ୟା ଜାଣି ନଥିଲେ ଯେ ଅଷ୍ଟ୍ରେଲିଆକୁ ଏହିପରି ଫୁଲ ନେବା ଆଇନ ବିରୁଦ୍ଧ। ମଞ୍ଚ ଉପରେ ଭାଷଣ ଦେଇ ନଭ୍ୟା କହିଲେ, 'ମୁଁ ଜାଣିଛି ମୁଁ ଏକ ଭୁଲ କରିଛି, କିନ୍ତୁ ଏହା ଜାଣିଶୁଣି କରାଯାଇ ନଥିଲା।

Powered by Froala Editor

Tags navya

Related articles Odisha News Lens 4.1

  • ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ
    ଦେଶ-ଦେଶାନ୍ତର

    ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

    13402
    Mar 18, 2026
  • ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!
    ମନୋରଞ୍ଜନ

    ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

    15202
    Mar 17, 2026
  • ମୋତେ ବହିଷ୍କାର ପରେ ଝିଅକୁ କୌଣସି କାର୍ଯ୍ୟକ୍ରମରେ ଡାକୁନଥିଲେ
    ରାଜନୀତି

    ମୋତେ ବହିଷ୍କାର ପରେ ଝିଅକୁ କୌଣସି କାର୍ଯ୍ୟକ୍ରମରେ ଡାକୁନଥିଲେ

    13377
    Mar 17, 2026
  • ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ
    ଦେଶ-ଦେଶାନ୍ତର

    ଲେମ୍ବୁ ପାଣି ପାଇଁ କାଫେ ନେଲା ଗ୍ୟାସ୍ ଚାର୍ଜ

    14980
    Mar 17, 2026
  •  ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ
    ବିଶେଷ

    ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15008
    Mar 18, 2026
  • ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ
    ଦେଶ-ଦେଶାନ୍ତର

    ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ

    13997
    Mar 18, 2026
  • ଅସ୍କାର-୨୦୨୬:
    ଦେଶ-ଦେଶାନ୍ତର

    ଅସ୍କାର-୨୦୨୬: "ୱାନ୍ ବ୍ୟାଟଲ ଆଫ୍‌ଟର ଆନାଦର' ଶ୍ରେଷ୍ଠ ଫିଲ୍ମ

    14948
    Mar 17, 2026
  • ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ
    ଦେଶ-ଦେଶାନ୍ତର

    ଏଣିକି ଅଣ୍ଡାରେ ରହିବ ଏକ୍ସପାଏରୀ ତାରିଖ

    14760
    Mar 17, 2026
  • ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍
    ଦେଶ-ଦେଶାନ୍ତର

    ପୋଷ୍ୟ ସନ୍ତାନ ଗ୍ରହଣ କଲେବି ମା’ଙ୍କୁ ମିଳିବ ମ୍ୟାଟରନିଟି ଲିଭ୍

    15224
    Mar 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

    13402
    Mar 18, 2026
  • ଦେଶ-ଦେଶାନ୍ତର

    ଅବସର ଏକ ଭାବପ୍ରବଣ ମୁହୂର୍ତ୍ତ: ମୋଦୀ

    14278
    Mar 18, 2026
  • ମନୋରଞ୍ଜନ

    ଏପ୍ରିଲ୍‌ରେ ରିଲିଜ୍ ହୋଇପାରେ ମାତୃଭୂମି!

    15202
    Mar 17, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17377
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17440
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17789
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16257
    Apr 03, 2021

ବିଶେଷ

  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15008
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14070
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13986
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14257
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    14009
    Mar 12, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15687
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15148
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14997
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14508
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଚାର୍ଜ ପଏଣ୍ଟରେ ବିସ୍ଫୋରଣ: ୬ ମୃତ

    13402
    Mar 18, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15008
    Mar 18, 2026
  • ମୋତେ ବହିଷ୍କାର ପରେ ଝିଅକୁ କୌଣସି କାର୍ଯ୍ୟକ୍ରମରେ ଡାକୁନଥିଲେ

    13377
    Mar 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In