ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଏନକାଉଣ୍ଟରରେ ଟଳିଲେ ନକ୍ସଲ
ରାଉରକେଲା : ଏନକାଉଣ୍ଟରରେ ଟଳିଲେ ନକ୍ସଲ। ଝାଡଖଣ୍ଡ ଚାଇବାସାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଫଳରେ ଜଣେ ହାର୍ଡକୋର୍ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ ଜିଲ୍ଲା ବୁର୍ଜୁଆ ପାହାଡ ଇଲାକାରେ ନକ୍ସଲ ମାନେ ଲୁଚି ରହିଥିବାର ଖବର ପାଇ ପୁଲିସ୍ ଏବଂ ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ତେବେ ଅମିତ୍ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।
Powered by Froala Editor