ଏଥର ଦୁର୍ଗା ପୂଜା ଭସାଣରେ ବାଜିବନି ଡିଜେ

ଭୁବନେଶ୍ଵର : ଶାରଦୀୟ ଦୁର୍ଗାପୂଜା ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ପୁଲିସ୍ ସେବା ଭବନଠାରେ କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥର ଦୁର୍ଗା ପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ଏବଂ ବାଣ ଫୁଟାଇବା ବାରଣ କରାଯାଇଛି। ପାରମ୍ପରିକ ବାଜାରେ ମାଙ୍କ ଭସାଣ କରାଯିବ ବୋଲି ସୂଚନା ମିଳିଛି।
Powered by Froala Editor