Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, November 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୯୮ ବର୍ଷ ବୟସରେ ଅଭିନେତ୍ରୀ କାମିନୀ ...

  • କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ

  • ଫଟୋଗ୍ରାଫରଙ୍କୁ ରାଗିଗଲେ ସନ୍ନି ଦେଓଲ

  • ପୁଲୱାମାରେ ଆତଙ୍କୀ ଉମର ଘରକୁ ଉଡ଼ାଇଲେ ...

  • ବିହାର ନିର୍ବାଚନରେ ଏନଡିଏର ବାଜିମାତ

  • ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ

  • ପ୍ରାରମ୍ଭରୁ ଏନଡିଏକୁ ସଫଳତା

  • ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ...

  • ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ...

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଚନ୍ଦ୍ରବାବୁ ସବୁଠୁ ଧନୀ ଓ ମମତା ଗରିବ ମୁଖ୍ୟମନ୍ତ୍ରୀ

ଚନ୍ଦ୍ରବାବୁ ସବୁଠୁ ଧନୀ ଓ ମମତା ଗରିବ ମୁଖ୍ୟମନ୍ତ୍ରୀ

2025-08-23 20:10:49
14415
Share:
Facebook
Twitter
E-Mail
WhatsApp
Telegram
ଚନ୍ଦ୍ରବାବୁ ସବୁଠୁ ଧନୀ ଓ ମମତା ଗରିବ ମୁଖ୍ୟମନ୍ତ୍ରୀ

ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପତ୍ତି ମିଶି ଯେତିକି ହେବ, ତା’ଠାରୁ ବି ଅଧିକ ହେବ ଏହି ଜ‌ଣେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ୯୩୧ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ଅଧିକାରୀ ହେଉଛନ୍ତି ଚନ୍ଦ୍ରବାବୁ।

ରିପୋର୍ଟ ଅନୁଯାୟୀ, ୧୫ ଲକ୍ଷ ଟଙ୍କାରୁ କିଛି ଅଧିକ ସମ୍ପତ୍ତି ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ୩୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଗରିବ। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

ସମ୍ପତି ତାଲିକାରେ ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ଶତକଡା ୧୦୦ ଭାଗରୁ ୫୭ ଭାଗ କେବଳ ଚନ୍ଦ୍ରବାବୁ ନାଇଡୁଙ୍କ ପାଖରେ ରହିଛି। ୩୦ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ହେଉଛି ୧୬୩୨ କୋଟି। ତାହା ମଧ୍ୟରୁ ୫୭ ପ୍ରତିଶତ ହେଉଛି ଚନ୍ଦ୍ରବାବୁଙ୍କର। ୯୩୧ କୋଟିର ସମ୍ପତ୍ତି ମଧ୍ୟରୁ ୮୧୦ କୋଟି ସ୍ଥାବର ଏବଂ ୧୨୧ କୋଟିର ଅସ୍ଥାବର ସମ୍ପତ୍ତିର ଅଧିକାରୀ ଚନ୍ଦ୍ରବାବୁ ନାଇଡୁ।

ମମତାଙ୍କ ପାଖରେ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଯାହା ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ସବୁଠୁ କମ୍‌। ଏଡିଆର ଏବଂ ଜାତୀୟ ନିର୍ବାଚନ ବେଞ୍ଚର ଏକ ରିପୋର୍ଟରୁ ଏହି ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ସମ୍ପତ୍ତି ପରିମାଣ ୩୨୨ କୋଟି ହୋଇଥିବାବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ସମ୍ପତ୍ତି ୫୧ କୋଟି ବୋଲି ଜଣାପଡ଼ିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ୧ କୋଟି ୯୭ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ସେପ୍ଟେମ୍ବର ୩୦, ୨୦୨୧ରେ ଭବାନୀପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ  ସତ୍ୟପାଠ ଦାଖଲ କରିଥିଲେ। ୨୦୨୦-୨୧ରେ ସେ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧୫.୪ ଲକ୍ଷ ଟଙ୍କା ଥିଲା। ୨୦୧୬ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୩୦.୪ ଲକ୍ଷ ଟଙ୍କା ଥିଲା। ସତ୍ୟପାଠରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ପାଖରେ ନଗଦ ଟଙ୍କା ୬୯,୨୫୫ ଟଙ୍କା ଥିବା ବେଳେ ୧୩.୫ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ରହିଛି, ଯେଉଁଥିରେ ତାଙ୍କ ନିର୍ବାଚନ ଖର୍ଚ୍ଚ ଖାତାରେ ଦେଢ଼ ଲକ୍ଷ ଟଙ୍କା ରହିଛି।

Powered by Froala Editor

Tags chandrababu

Related articles Odisha News Lens 4.1

  • ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ
    ଦେଶ-ଦେଶାନ୍ତର

    ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ

    14649
    Nov 14, 2025
  • କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ
    ମନୋରଞ୍ଜନ

    କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ

    13739
    Nov 14, 2025
  • ଫଟୋଗ୍ରାଫରଙ୍କୁ ରାଗିଗଲେ ସନ୍ନି ଦେଓଲ
    ମନୋରଞ୍ଜନ

    ଫଟୋଗ୍ରାଫରଙ୍କୁ ରାଗିଗଲେ ସନ୍ନି ଦେଓଲ

    13986
    Nov 14, 2025
  • ୯୮ ବର୍ଷ ବୟସରେ ଅଭିନେତ୍ରୀ କାମିନୀ କୌଶଲଙ୍କ ପରଲୋକ
    ମନୋରଞ୍ଜନ

    ୯୮ ବର୍ଷ ବୟସରେ ଅଭିନେତ୍ରୀ କାମିନୀ କୌଶଲଙ୍କ ପରଲୋକ

    15078
    Nov 14, 2025
  • ବିହାର ନିର୍ବାଚନରେ ଏନଡିଏର ବାଜିମାତ
    ଦେଶ-ଦେଶାନ୍ତର

    ବିହାର ନିର୍ବାଚନରେ ଏନଡିଏର ବାଜିମାତ

    14024
    Nov 14, 2025
  • ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା
    ଦେଶ-ଦେଶାନ୍ତର

    ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା

    15788
    Nov 13, 2025
  • ପୁଲୱାମାରେ ଆତଙ୍କୀ ଉମର ଘରକୁ ଉଡ଼ାଇଲେ ସୁରକ୍ଷାକର୍ମୀ
    ଦେଶ-ଦେଶାନ୍ତର

    ପୁଲୱାମାରେ ଆତଙ୍କୀ ଉମର ଘରକୁ ଉଡ଼ାଇଲେ ସୁରକ୍ଷାକର୍ମୀ

    13448
    Nov 14, 2025
  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ
    ବିଶେଷ

    ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14174
    Nov 13, 2025
  • ପ୍ରାରମ୍ଭରୁ ଏନଡିଏକୁ ସଫଳତା
    ଦେଶ-ଦେଶାନ୍ତର

    ପ୍ରାରମ୍ଭରୁ ଏନଡିଏକୁ ସଫଳତା

    13672
    Nov 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14174
    Nov 13, 2025
  • ଦେଶ-ଦେଶାନ୍ତର

    ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ

    14649
    Nov 14, 2025
  • ମନୋରଞ୍ଜନ

    କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ

    13739
    Nov 14, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16851
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16947
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17292
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15763
    Apr 03, 2021

ବିଶେଷ

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14174
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15046
    Nov 13, 2025
  • ଭୃସଙ୍ଗ ପତ୍ରର ଚମତ୍କାରିତା

    14087
    Nov 11, 2025
  • ସକାଳ ଜଳଖିଆରେ ଖାଆନ୍ତୁ ଏହିସବୁ ଖାଦ୍ୟ

    14733
    Nov 11, 2025
  • ବ୍ଲାକ୍‌ ହେଡ୍ସ ଦୂର କରିବ ଲେମ୍ବୁ ଓ ଲୁଣ

    15913
    Nov 10, 2025

ବାଣିଜ୍ୟ

ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

-    ବ୍ୟାଙ୍କିଂ ଏବଂ ଆର୍ଥିକ ସେବା କ୍ଷେତ୍ରରେ ନିବେଶ କରୁଥିବା ଏକ ଖୋଲା-ସମ୍ପନ୍ନ ଇକ୍ୱିଟି ଯୋଜନା

-    ଏହି ପାଣ୍ଠି ବ୍ୟାଙ୍କିଂ, ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପ ...

  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14292
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13953
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15021
    Oct 13, 2025
  • ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

    15888
    Sep 26, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୯୮ ବର୍ଷ ବୟସରେ ଅଭିନେତ୍ରୀ କାମିନୀ କୌଶଲଙ୍କ ପରଲୋକ

    15078
    Nov 14, 2025
  • ପ୍ରାରମ୍ଭରୁ ଏନଡିଏକୁ ସଫଳତା

    13672
    Nov 14, 2025
  • ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଜାଣନ୍ତୁ କଣ ?

    14706
    Nov 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In