ଅତଡା ଖସି ବାଳକର ମୃତ୍ୟୁ
କଲ୍ୟାଣ ସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର ପୋଙ୍ଗଲୀ ଗ୍ରାମର ନାଗାବଳୀ ନଦୀର ଅତଡା ଖସି ବାଳକର ମୃତ୍ୟୁ ହୋଇଥିବା ଜଣାଡିଛି। ଶୁକ୍ରବାର କିଛି ପିଲାମାନେ ମେଳ ହୋଇ ନଦୀକୁ ଯାଇଥିଲେ। ସେଠାରେ ମାଟି ଅତଡା ଖସି ଯିବାରୁ ଶାଙ୍କାରାଓ ହିକକାଙ୍କ ୬ ବର୍ଷର ପୁଅ ଧର୍ମା ହିକକା ଙ୍କ ମୃତ୍ୟୁ ହୋଇଛି । ପୁଲିସ ଏହାର ତଦନ୍ତ କରିଛି।
Powered by Froala Editor