ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ବରଗଡ ପୀଡିତା
ଭୁବନେଶ୍ବର: ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ବରଗଡ ପୀଡିତା । ସକାଳେ ଫିରିଙ୍ଗିମାଳ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକା ମିଳିଥିଲେ । ବରଗଡ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସପି ନାବାଳିକାଙ୍କ ଅବସ୍ଥା ଖୁବ୍ ସଙ୍କଟାପନ୍ନ ବୋଲି ଢାକ୍ତର କହିଥିବା ସୂଚନା ଦେଇଛନ୍ତି । ଡାକ୍ତର ତାଙ୍କୁ ଏବେ ମୃତ ଘୋଷଣା କରିଥବା ସୂଚନା ଦେଇଛନ୍ତି ଏସପି ।
ସୂଚନାଯୋଗ୍ୟ ଯେ, ନାବାଳିକା ଜଣକ ୧୩ବର୍ଷର ଓ ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ତେବେ ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଲେ ତାହା ସ୍ପଷ୍ଟ ଜଣାପଡିନାହିଁ ।
Powered by Froala Editor