ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଭଡାଘରୁ ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଛାତ୍ରୀ ଜଣଙ୍କ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ଘର ରାୟଗଡାରେ ହୋଇଥିବା ସୂଚନା ମିଳିଛି । ପରିବାର ଲୋକେ ପହଞ୍ଚି ଝିଅର ମୃତ୍ୟୁ ପଛରେ ଜଣେ ଯୁବକଙ୍କୁ ଦାୟୀ କରି ଅଭିଯୋଗ କରିଛନ୍ତି । ତେବେ ପୁଲିସ ଘଟଣାରେ ତଦନ୍ତ ଜାରି ରଖିଛି ।
Powered by Froala Editor