୧୫ ରେ ପିଏମ୍ ଆବାସ ପଞ୍ଜୀକରଣର ଶେଷ ତାରିଖ

ଭୁବନେଶ୍ଵର: ଆସନ୍ତା ୧୫ ପିଏମ୍ ଆବାସ ପଞ୍ଜୀକରଣର ଶେଷ ତାରିଖ । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩୪ରୁ ୩୫ ଲକ୍ଷ ଲକ ପିଏମ୍ ଆବାସ ପଞ୍ଜୀକରଣ କଲେଣି। ୧୫ ତାରିଖ ପରେ ଘର ଘର ବୁଲି କିଏ ଯୋଗ୍ୟ , ତାହା ସର୍ଭେ କରାଯିବ।
Powered by Froala Editor