ପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ
ସୋର: ଖନ୍ତାପଡ଼ା ଥାନା ତୁଣ୍ଡରା ଚନକ ଗାଁ ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ତୁଣ୍ଡରା ଚନକ ଗାଁ ପୋଖରୀକୁ ବୃଦ୍ଧା ଶୌଚ ହେବାକୁ ଯାଇଥିଳେ। ଶୌଚ ହେବାବେଳେ ଗୋଡ଼ ଖସି ଯିବାରେ ପୋଖରୀରେ ବୁଡ଼ି ଯାଇଥିଲେ। ପୋଖରୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor