ମହାନଦୀ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲା ବିଜେପି
ଭୁବନେଶ୍ୱର: ଗୁରୁବାର ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠିଛି । ଆଉ ଏନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛିି ଶାସକ ବିଜେପି ଦଳ । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଛତିଶଗଡ଼ ଡ୍ୟାମ ନିର୍ମାଣ ପ୍ରସଙ୍ଗରେ ଶ୍ରୀ ମହାଲିଙ୍ଗ ନିଜ ଉତ୍ତରରେ କହିଛନ୍ତି ଯେ ୨୪ ବର୍ଷରେ ଆପଣ କେତେ ଡ୍ୟାମ କରିଛନ୍ତି, ସେ ତଥ୍ୟ ଆପଣଙ୍କ ପାଖରେ ଥିବ । ୮ ମାସ ଭିତରେ ରାଜ୍ୟର ବିଜେପି ସରକାର ବହୁ ପ୍ରକଳ୍ପ ହାତକୁ ନେଇଛନ୍ତି ।
Powered by Froala Editor