Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ...

  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ...

  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ...

  • ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ...

  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ...

  • ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ...

  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ...

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ...

  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ...

  • ସାମରିକ ଘାଟିରେ ବିସ୍ଫୋରଣ; ଚାଲିଗଲା ୧୦ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

2026-09-06 13:57:16
14575
Share:
Facebook
Twitter
E-Mail
WhatsApp
Telegram
ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ “ନେକ୍ସଟ୍‌ଜେନ ସିଏସ୍‌- କାଟାଲିଷ୍ଟ ଅଫ୍‌ ଗ୍ରୋଥ୍‌ ଆଣ୍ଡ ଗାର୍ଡିଅନ୍‌ ଅଫ୍‌ ଗଭର୍ଣ୍ଣାନ୍ସ” ବିଷୟକୁ ନେଇ ତାହାର ୫୪ତମ ଜାତୀୟ ସମ୍ମିଳନୀ ୫ ସେପ୍ଟେମ୍ବର ୨୦୨୬ରେ ଉଦ୍‌ଘାଟିତ ହୋଇଯାଇଛି ।

କମ୍ପାନୀ ସେକ୍ରେଟାରୀମାନଙ୍କର ୩- ଦିବସୀୟ ଏହି ବାର୍ଷିକ ସମାବେଶ ନିୟାମକ, ଶିଳ୍ପ ନେତୃବୃନ୍ଦ, ବୃତ୍ତିଧାରୀ ଏବଂ ଅନ୍ୟ ସହଭାଗୀମାନଙ୍କ ମଧ୍ୟରେ ଆଲୋଚନା ନିମନ୍ତେ ଏକ ମଞ୍ଚ ହେଉଥିବାବେଳେ ଏହା ଚିନ୍ତାଶୀଳ ବିଚାର ବିମର୍ଷ ଏବଂ ନିୟୋଜନକାରୀ ଆଲୋଚନା ନିମନ୍ତେ ଏକ ସୁଯୋଗ ଯୋଗାଇ ଦେଉଛି ।

ଏହି ସ୍ମରଣୀୟ ମୁହୂର୍ତ୍ତ ଅବସରରେ ଆଇସିଏସ୍‌ଆଇ ତାହାର ବିଭିନ୍ନ ପ୍ରକାଶନଗୁଡିକ ଉନ୍ମୋଚନ କରିବା ସହିତ ବହୁବିଧ ପ୍ରୟାସ ସମ୍ପର୍କରେ ଘୋଷଣା କରିଥିଲା: ସେଗୁଡିକ ମଧ୍ୟରେ-

-    ସ୍ମରଣିକା

-    ଆଇସିଏସ୍‌ଆଇ ଦ୍ୱି-ବାର୍ଷିକ ପ୍ରଗତି ରିପୋର୍ଟ ୨୦୨୬

-    ଆଇସିଏସ୍‌ଆଇ ଷ୍ଟୁଡେଣ୍ଟସ୍‌ ବେନେଭୋଲେଣ୍ଟ ଫଣ୍ଡ୍‌ (ଏସ୍‌ବିଏଫ୍‌) ଗଠନ 

-    ପ୍ରଥମ ୟୁଥ୍‌ ବୋର୍ଡ ମିଟିଂ (ୱାଇବିଏମ୍‌)

-    ଇଣ୍ଟରନ୍ୟାସନାଲ ଭାଲୁଏସନ୍‌ ଷ୍ଟାଣ୍ଡାର୍ଡସ୍‌ (ଆଇଭିଏସ୍‌)ରେ ବିଶେଷ ଜ୍ଞାନ ଉପରେ ପ୍ରକାଶନ

-    ପିଏମ୍‌ଏଲଏ ଏବଂ ଏଏମ୍‌ଏଲ, ଏନ୍‌ବିଏଫ୍‌ସି ଏବଂ ସିଏସ୍‌ ରୁ ସିଇଓ, ଡିପିଡିପି ଆଇନ ଓ ସାଇବର ଆଇନସମୂହ ଉପରେ ପାଠ୍ୟକ୍ରମ

-    ଆଇଏଫଏସ୍‌ସି ସମାଧାନ କୌଶଳ ସମୂହ- ଜିଆଇଏଫ୍‌ଟି ଆଇଏଫ୍‌ଏସ୍‌ସି ନିମନ୍ତେ ସୁପାରିଶଗୁଡିକ ସହିତ ଏକ ଅଧ୍ୟୟନ

-    ପରିବେଶ ଆଇନସମୂହ ଉପରେ ପୁସ୍ତିକା

-    ଶ୍ରମ ବିଧିସମୂହ ଉପରେ ପୁସ୍ତିକା

-    ପ୍ରୋହିବିସନ୍‌ ଅଫ୍‌ ଇନ୍‌ସାଇଡର ଟ୍ରେଡିଂ (ପିଆଇଟି) ଉପରେ ମାର୍ଗଦର୍ଶନକାରୀ ନୋଟ୍‌ର ସଂଶୋଧିତ ସଂସ୍କରଣ

-    ସଂସ୍ଥାନସମୂହ ପାଇଁ ଇଏସ୍‌ଜି ବିଧିବ୍ୟବସ୍ଥା

-    କାର୍ବନ ମାର୍କେଟସ୍‌: ଦି ନେଟ୍‌ ଜିରୋ ନାଭିଗେଟର

-    ପ୍ରସ୍ତାବିତ ସିଲାବସ୍‌ ୨୦୨୭ର ଏକ୍ସପୋଜର ଚିଠା

-    ଆଇସିଏସ୍‌ଆଇ ଅଡିଟ୍‌ ଷ୍ଟାଣ୍ଡାର୍ଡସ୍‌ (ସିଏସ୍‌ଏଏସ୍‌ ୧ ରୁ ସିଏସ୍‌ଏଏସ୍‌ ୪)ର ସଂଶୋଧିତ ସଂସ୍କରଣ

-    ଖଣି ଆଇନସମୂହ ଉପରେ ପୁସ୍ତିକା

ଆଇସିଏସ୍‌ଆଇ ମଧ୍ୟ ଫିକି (ଏଫ୍‌ଆଇସିସିଆଇ) ଏବଂ ପେପର୍‌ଲାଇଟ୍‌ ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିବା ସହିତ ନାଭିଗେଟିଂ ଗଭର୍ଣ୍ଣାନ୍ସ: ଏମଏସ୍‌ଏମଇ ଟ୍ରାନ୍ସଫର୍ମେସନ୍‌ ୱିକ, ଷ୍ଟାର୍ଟ-ଅପ୍‌ ଲଜ୍‌ ଏବଂ ଗଭର୍ଣ୍ଣାନ୍ସ ୱିକ୍‌ ଏବଂ ଏଆଇ-ପାୱର୍ଡ କମ୍ପାନୀ ସେକ୍ରେଟାରୀ: ଟ୍ରାନ୍ସଫର୍ମିଂ ସେକ୍ରେଟାରିଆଲ୍‌ ପ୍ରାକ୍ଟିସ୍‌, ଗଭର୍ଣ୍ଣାନ୍ସ ଆଣ୍ଡ୍‌ କମ୍ପ୍ଲାଏନ୍ସ ଉପରେ ଏକ ୱେବିନାର୍‌ ସିରିଜ୍‌ ସମ୍ପର୍କରେ ଘୋଷଣା କରିଥିଲା ।

ଚିନ୍ତାଶୀଳ ଭାବରେ ପ୍ରସ୍ତୁତ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ଅନ୍ତର୍ଦୃଷ୍ଟି ପ୍ରକାଶ କରି ଶ୍ରୀ ଇନ୍ଦରଦୀପ ସିଂ ଧାରିୱାଲ୍‌, ଆଡିସନାଲ ଡେପୁଟି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ଅବସରପ୍ରାପ୍ତ) କହିଥିଲେ, “କମ୍ପାନୀ ସେକ୍ରେଟାରୀମାନଙ୍କର ୫୪ତମ ଜାତୀୟ ସମ୍ମିଳନୀ ଏକ ଅନନ୍ୟ ସମାବେଶ ଅଟେ, ଯେଉଁଠାରେ ଅତୀତ ଭବିଷ୍ୟତକୁ ଭେଟିଥାଏ । ଏହାର ଅନ୍ତର୍ଦୃଷ୍ଟିସମ୍ପନ୍ନ ନିଖୁଣ ଭାବରେ ପ୍ରସ୍ତୁତ ଅଧିବେଶନଗୁଡିକ ସହିତ ଏହା ଏକ ସୁଦୃଢ ଭିତ୍ତିଭୂମି ବିଶ୍ୱାସ ପ୍ରଣାଳୀକୁ ପ୍ରୋତ୍ସାହିତ କରେ ଯାହା ପରବର୍ତ୍ତୀ ପିଢିର ନେତୃତ୍ୱକୁ ପ୍ରସ୍ତୁତ କରିବ ।”

ଆଇସିଏସ୍‌ଆଇର ମୂଳ ଦର୍ଶନ ଉପରେ ଜୋର୍‌ଦେଇ ସିଏସ୍‌  ପୱନ୍‌ ଜି.ଚଣ୍ଡକ, ପ୍ରେସିଡେଣ୍ଟ, ଆଇସିଏସ୍‌ଆଇ କହିଥିଲେ, “କମ୍ପାନୀ ସେକ୍ରେଟାରୀମାନଙ୍କ ମଧ୍ୟରେ ଅନ୍ତର୍ନିହିତ ମୂଲ୍ୟବୋଧ ବ୍ୟବସ୍ଥା ସଚ୍ଚୋଟତା, ବିଶ୍ୱାସ ଏବଂ ଦାୟବଦ୍ଧତା ଉପରେ ଆଧାରିତ । ନୈତିକ ମାର୍ଗଦର୍ଶନ ପ୍ରଦାନ କରି ଏବଂ ମଜଭୁତ ପରିଚାଳନା ସୁନିଶ୍ଚିତ କରି ଆଇସିଏସ୍‌ଆଇ ବୋର୍ଡଗୁଡିକୁ ସମର୍ଥନ କରିବା ସହିତ ନିୟାମକମାନଙ୍କୁ ସଶକ୍ତ କରୁଛି ଏବଂ ରାଷ୍ଟ୍ରନିର୍ମାଣରେ ଅବଦାନ ରଖୁଛି ।”

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ କମ୍ପାନୀ ସେକ୍ରେଟାରୀ, ବୃତ୍ତିଧାରୀ, ଡାଇରେକ୍ଟରବୃନ୍ଦ, ବରିଷ୍ଠ ସରକାରୀ ଅଧିକାରୀଗଣ ଏବଂ ଅନ୍ୟ ସହଭାଗୀମାନେ ଯୋଗଦେଇଛନ୍ତି । ଭର୍ଚୁଆଲ୍‌ ଉପରେ ପ୍ରାୟ ୩୦୦୦ ପ୍ରତିନିଧି ଏଥିରେ ଯୋଗଦେଉଛନ୍ତି ।

ସିଏସ୍‌ ଦ୍ୱାରକାନାଥ ଚେନ୍ନୁର, ଭାଇସ୍‌ ପ୍ରେସିଡେଣ୍ଟ, ଆଇସିଏସ୍‌ଆଇ; ସିଏସ୍‌ ଭେଙ୍କଟ ରମନା ଆର୍‌, କାଉନସିଲ୍‌ ମେମ୍ବର ଓ ଚେୟାରମ୍ୟାନ, ପ୍ରଫେସନାଲ ଡେଭେଲପମେଣ୍ଟ କମିଟି, ଆଇସିଏସ୍‌ଆଇ; ସିଏସ୍‌ ସନ୍ଦୀପ କୁମାର କେଜ୍‌ରିୱାଲ, କାଉନସିଲ୍‌ ମେମ୍ବର ଓ ପ୍ରୋଗ୍ରାମ ଡାଇରେକ୍ଟର, ଆଇସିଏସ୍‌ଆଇ; ସିଏସ୍‌ ବିଶାଲ ହରଲାଲକା ଚେୟାରମ୍ୟାନ, ଇଆଇଆର୍‌ସି, ଆଇସିଏସ୍‌ଆଇ ମଧ୍ୟ ଏହି ଅବସରରେ ସମାବେଶକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀମନ୍ତ ବାବୁ, ଚେୟାରମ୍ୟାନ, ଭୁବନେଶ୍ୱର ଚାପ୍ଟର, ଆଇସିଏସ୍‌ଆଇ ଉପସ୍ଥିତ ଥିଲେ ।

ସିଏସ୍‌ ଆଶିଷ ମୋହନ, ସେକ୍ରେଟାରୀ, ଆଇସିଏସ୍‌ଆଇ ଧନ୍ୟବାଦ ପ୍ରଦାନ କରିଥିଲେ ।

Powered by Froala Editor

Tags ICSI

Related articles Odisha News Lens 4.1

  • ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ମିଳିଲା ବିଦେଶ ଚାକିରି ଅଫର୍
    ଦେଶ-ଦେଶାନ୍ତର

    ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ମିଳିଲା ବିଦେଶ ଚାକିରି ଅଫର୍

    14906
    Sep 06, 2026
  • ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବ ଭାରତ
    ଦେଶ-ଦେଶାନ୍ତର

    ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବ ଭାରତ

    13804
    Sep 06, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର
    ବିଶେଷ

    ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14037
    Sep 06, 2026
  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ
    ଦେଶ-ଦେଶାନ୍ତର

    ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ

    14610
    Sep 06, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...
    ବାଣିଜ୍ୟ

    ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...

    14575
    Sep 06, 2026
  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା
    ଦେଶ-ଦେଶାନ୍ତର

    ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା

    13751
    Sep 06, 2026
  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ
    ଦେଶ-ଦେଶାନ୍ତର

    ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ

    14640
    Sep 06, 2026
  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ
    ଦେଶ-ଦେଶାନ୍ତର

    ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15330
    Sep 05, 2026
  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ
    ଦେଶ-ଦେଶାନ୍ତର

    ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ

    14232
    Sep 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ମିଳିଲା ବିଦେଶ ଚାକିରି ଅଫର୍

    14906
    Sep 06, 2026
  • ଦେଶ-ଦେଶାନ୍ତର

    ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା

    13751
    Sep 06, 2026
  • ଦେଶ-ଦେଶାନ୍ତର

    ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ

    14232
    Sep 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17078
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17737
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17744
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18149
    Sep 06, 2023

ବିଶେଷ

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14037
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13749
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14553
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14858
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14810
    Aug 27, 2026

ବାଣିଜ୍ୟ

ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ “ନେକ୍ସଟ୍‌ଜେନ ସିଏସ୍‌- କାଟାଲିଷ୍ଟ ଅଫ୍‌ ଗ୍ ...

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14976
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    14068
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14593
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15459
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା

    13751
    Sep 06, 2026
  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15330
    Sep 05, 2026
  • ସାମରିକ ଘାଟିରେ ବିସ୍ଫୋରଣ; ଚାଲିଗଲା ୧୦ ଜୀବନ

    13745
    Sep 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In