Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ...

ବିଶେଷ
Home ›› ବିଶେଷ ››ସ୍ତନ କର୍କଟ ଆଶଙ୍କା ଏଡାଇବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ସ୍ତନ କର୍କଟ ଆଶଙ୍କା ଏଡାଇବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

2021-07-06 03:56:28
15355
Share:
Facebook
Twitter
E-Mail
WhatsApp
Telegram
ସ୍ତନ କର୍କଟ ଆଶଙ୍କା ଏଡାଇବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ଏବେ ବିଭିନ୍ନ ପ୍ରକାରର କର୍କଟ ରୋଗ ଆତଙ୍କ ଖେଳାଇଛି। ଏଥିମଧ୍ୟରୁ ଗୋଟିଏ ହେଲା ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନସର ।ଏବେ ବିଶ୍ୱରେ ୩୫ ରୁ ଉର୍ଦ୍ଧ୍ୱ ବର୍ଷର ମହିଳା ମାନଙ୍କୁ ସହଜରେ ବ୍ରେଷ୍ଟ୍ କ୍ୟାନସର ହେବାର ସମ୍ଭାବନା ଥାଏ । କ୍ୟାନସର ପୀଡ଼ିତା ରୋଗୀମାନଙ୍କ ମଧ୍ୟରେ ସ୍ତନ କର୍କଟ ରୋଗରେ ଅଧିକାଂଶ ମହିଳାଙ୍କ ମୃତ୍ୟୁ ହେଉଥିବା ଜଣାଯାଇଛି। ବିଶେଷଜ୍ଞଙ୍କ ମତରେ ତିନିଟି କାରଣରୁ ବ୍ରେଷ୍ଟ୍ କ୍ୟାନସର ବୃଦ୍ଧି ପାଇଥାଏ । ଏହା ହେଲା ବୟସ ବୃଦ୍ଧି, ଫ୍ୟାମିଲି ହିଷ୍ଟ୍ରି ଏବଂ ଶରୀରରେ ଆବଶ୍ୟକତା ଠାରୁ ଅଧିକ ସେଲ୍ ରହିବା। ବ୍ରେଷ୍ଟ୍ କ୍ୟାନସର ଆଶଙ୍କାକୁ ଆପଣ ନିମ୍ନ ଉପାୟରେ କମ୍ କରିପାରିବେ । ସନ୍ତୁଳିତ ଆହାର : ଯେଉଁ ମହିଳାମାନେ ଲୋ-ଫ୍ୟାଟ୍ ଡ଼ାଏଟ୍ ନିଅନ୍ତି। ସେମାନଙ୍କ ରକ୍ତର ଫିମେଲ୍ ହରମୋନ୍ ଏଷ୍ଟ୍ରୋଜେନ୍ ସ୍ତର କମ୍ ହୋଇଥାଏ। ଏହା ଫଳରେ ସେମାନଙ୍କ ରକ୍ତରେ ଫିମେଲ୍ ହରମୋନ୍ ଏଷ୍ଟ୍ରୋଜେନ୍ ସ୍ତର କମ୍ ହୋଇଥାଏ।ଏହା ଫଳରେ ସେମାନଙ୍କ ଠାରେ ବ୍ରେଷ୍ଟ୍ କ୍ୟାନସର ହେବାର ସମ୍ଭାବନା ହ୍ରାସ ପାଇଥାଏ । ଭିଟାମିନ୍ ଡ଼ି : ଯେଉଁ ଦେଶରେ ସୂର୍ୟ୍ୟ କିରଣର ମାତ୍ରା କମ୍, ସେହି ଦେଶରେ ବ୍ରେଷ୍ଟ୍ କ୍ୟାନସରର ଆଶଙ୍କା ଅଧିକ। କାନାଡ଼ାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଯେଉଁ ମହିଳାମାନଙ୍କ ଶରୀରରେ ଲଗାତାର ଛଅ ବର୍ଷ ଯାଏଁ ଭିଟାମିନ୍ ଡ଼ି କମ୍ ଥାଏ, ସେମାନଙ୍କୁ ବ୍ରେଷ୍ଟ୍ କ୍ୟାନସର ବେଶୀ ହୋଇଥାଏ। ଭିଟାମିନ୍ ଡ଼ି ଯେମିତି ଆାପଣଙ୍କ ଶରୀରରେ ନକମେ ,ସେଥିପ୍ରତି ସତର୍କ ରୁହନ୍ତୁ। ପ୍ରତିଦିନ ବ୍ୟାୟାମ କରନ୍ତୁ : ୟୁନିଭର୍ସିଟି ଅଫ୍ ନର୍ଥକେରୋଲୀନା ରେ କରାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି ଯେଉଁ ମହିଳା ପ୍ରତି ସପ୍ତାହରେ ଅନ୍ୟୁନ ଦୁଇ ଘଣ୍ଟା ବ୍ୟାୟାମ କରନ୍ତି, ତାଙ୍କୁ ବ୍ରେଷ୍ଟ୍ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ କମ୍ ଥାଏ। ନିୟମିତ ବ୍ୟାୟାମ କରିଲେ ଓଜନ ଉପରେ ନିୟନ୍ତ୍ରଣ ରହିଥାଏ। ସଠିକ୍ ନିଦ୍ରା : ଯଦି ଆପଣ ୨୪ ଘଣ୍ଟାରୁ ମାତ୍ର ଛଅ ଘଣ୍ଟା ଭଲ ନିଦରେ ଶୁଅନ୍ତି, ତେବେ ଆପଣଙ୍କୁ ବ୍ରେଷ୍ଟ କ୍ୟାନ୍ସର ହେବାର ଆଶଙ୍କା ବି କମିଯାଏ।

Powered by Froala Editor

Tags Breast cancer

Related articles Odisha News Lens 4.1

  • ପୁରୁଷ ବନ୍ଧୁଙ୍କ ପାଇଁ ଆତ୍ମହତ୍ୟା କରିଦେଲେ ସାମ୍ବାଦିକା
    ଦେଶ-ଦେଶାନ୍ତର

    ପୁରୁଷ ବନ୍ଧୁଙ୍କ ପାଇଁ ଆତ୍ମହତ୍ୟା କରିଦେଲେ ସାମ୍ବାଦିକା

    13900
    Jun 29, 2025
  • ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଘଟଣାରେ ନେତା ସହ ୫ ଗିରଫ
    ଦେଶ-ଦେଶାନ୍ତର

    ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଘଟଣାରେ ନେତା ସହ ୫ ଗିରଫ

    15481
    Jun 30, 2025
  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....
    ବିଶେଷ

    ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    14808
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ
    ବିଶେଷ

    ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15189
    Jun 30, 2025
  • ପୂରା ପରିବାରକୁ ଭସାଇ ନେଲା ବନ୍ୟା
    ଦେଶ-ଦେଶାନ୍ତର

    ପୂରା ପରିବାରକୁ ଭସାଇ ନେଲା ବନ୍ୟା

    15294
    Jun 29, 2025
  • ଭାଇରାଲ ହେଉଛି ‘ଜନତା ଖାନା’
    ଦେଶ-ଦେଶାନ୍ତର

    ଭାଇରାଲ ହେଉଛି ‘ଜନତା ଖାନା’

    15557
    Jun 29, 2025
  • ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ବାତିଲ
    ଦେଶ-ଦେଶାନ୍ତର

    ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ବାତିଲ

    13503
    Jun 29, 2025
  • ରାସାୟନିକ କାରଖାନାରେ ବଡ ବିସ୍ଫୋରଣ, ୧୦ ମୃତ
    ଦେଶ-ଦେଶାନ୍ତର

    ରାସାୟନିକ କାରଖାନାରେ ବଡ ବିସ୍ଫୋରଣ, ୧୦ ମୃତ

    13349
    Jun 30, 2025
  • ଖେଳିବାକୁ ଜିଦ୍‌ କଲା ବୋଲି ବାପା ନେଇଗଲା ପୁଅ ଜୀବନ
    ଦେଶ-ଦେଶାନ୍ତର

    ଖେଳିବାକୁ ଜିଦ୍‌ କଲା ବୋଲି ବାପା ନେଇଗଲା ପୁଅ ଜୀବନ

    13469
    Jun 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହନିମୁନରୁ ଫେରି ଝଗଡ଼ା କରିବା ଆରମ୍ଭ କରିଛନ୍ତି ମହୁଆ

    15395
    Jun 29, 2025
  • ଦେଶ-ଦେଶାନ୍ତର

    ରାସାୟନିକ କାରଖାନାରେ ବଡ ବିସ୍ଫୋରଣ, ୧୦ ମୃତ

    13349
    Jun 30, 2025
  • ବିଶେଷ

    ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    14808
    Jun 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16598
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16715
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17028
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15517
    Apr 03, 2021

ବିଶେଷ

  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    14808
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15189
    Jun 30, 2025
  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15422
    Jun 29, 2025
  • ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା

    15324
    Jun 29, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15946
    Jun 28, 2025

ବାଣିଜ୍ୟ

ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

ହଜାର ହଜାର ସଂଖ୍ୟାରେ ସନ୍‌ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି

ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟ ...

  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15560
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15538
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15008
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14829
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ବାତିଲ

    13503
    Jun 29, 2025
  • ହନିମୁନରୁ ଫେରି ଝଗଡ଼ା କରିବା ଆରମ୍ଭ କରିଛନ୍ତି ମହୁଆ

    15395
    Jun 29, 2025
  • ପୁରୁଷ ବନ୍ଧୁଙ୍କ ପାଇଁ ଆତ୍ମହତ୍ୟା କରିଦେଲେ ସାମ୍ବାଦିକା

    13900
    Jun 29, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In