Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ...

  • ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ...

  • ଏହିମାନଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ...

  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ...

  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ...

  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ...

  • ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ...

  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ ...

  • ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ...

ରାଜ୍ୟ
Home ›› ରାଜ୍ୟ ››ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

2025-02-04 07:26:18
14355
Share:
Facebook
Twitter
E-Mail
WhatsApp
Telegram
ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜଲାରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ପୋଲିସ ସୂଚନଦାତା ଦର୍ଶାଇ ଦୁଇ ଜଣ ଗ୍ରାମବାସୀଙ୍କୁ ମାଓବାଦୀ  ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୋମବାର  ବିଳମ୍ବିତ ରାତିରେ ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମରେ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ।

ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭)ଙ୍କୁ ଘରୁ ଅପହରଣ କରି ଜଙ୍ଗଲକୁ ନେଇଥିଲେ। ଜଙ୍ଗଲରେ ପୋଲିସକୁ ଲଗାତାର ସୂଚନା ଦେଉଥିବାରୁ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ଏମାନଙ୍କ ସୂଚନା ଦ୍ୱାରା ମାଓବାଦୀ ସଂଗଠନର ବହୁ କ୍ଷତି ହୋଇଥିବା ସେମାନେ  କହିଥିଲେ। ତେଣୁ ଦୁଇ ଗ୍ରାମବାସୀଙ୍କୁ ମତ୍ୟୁ ଦଣ୍ଡ ଦିଆଯାଇଥିଲା। ଦୁହିଁଙ୍କୁ ହତ୍ୟା କରି ଜଙ୍ଗଲରେ ଆଣି ଫିଙ୍ଗି ଦେଇଥିଲେ। ସକାଳେ ପରିବାର ଲୋକେ ପୋଲିିସକୁ ଖବର ଦେବା ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Powered by Froala Editor

Tags Maoist

Related articles Odisha News Lens 4.1

  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ

    13361
    Sep 16, 2026
  • ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜର ଧକ୍କା
    ଦେଶ-ଦେଶାନ୍ତର

    ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜର ଧକ୍କା

    15456
    Sep 16, 2026
  •  ମୋଦୀଙ୍କ ପାଇଁ  ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ

    14080
    Sep 15, 2026
  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ
    ଦେଶ-ଦେଶାନ୍ତର

    ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ

    14901
    Sep 16, 2026
  • ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍
    ଦେଶ-ଦେଶାନ୍ତର

    ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍

    13941
    Sep 16, 2026
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର  ଡ଼. ସଞ୍ଜୁକ୍ତା ପରାଶର
    ଦେଶ-ଦେଶାନ୍ତର

    ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    13842
    Sep 16, 2026
  • ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ
    ଦେଶ-ଦେଶାନ୍ତର

    ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

    14928
    Sep 16, 2026
  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ
    ଦେଶ-ଦେଶାନ୍ତର

    ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ

    14188
    Sep 15, 2026
  • ଏହିମାନଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ସୁବିଧା ପ୍ରଦାନ
    ଦେଶ-ଦେଶାନ୍ତର

    ଏହିମାନଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ସୁବିଧା ପ୍ରଦାନ

    14005
    Sep 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍

    13941
    Sep 16, 2026
  • ଦେଶ-ଦେଶାନ୍ତର

    ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    13842
    Sep 16, 2026
  • ଦେଶ-ଦେଶାନ୍ତର

    ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ

    14188
    Sep 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17097
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17778
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17765
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18169
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14541
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16162
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14693
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14003
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14810
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14315
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14080
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14708
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15043
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ

    14080
    Sep 15, 2026
  • ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ନୌସେନା ଜାହାଜର ଧକ୍କା

    15456
    Sep 16, 2026
  • ଆଉ ମାଗଣା ରହିବ ନାହିଁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍

    13941
    Sep 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In