Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆମେରିକୀୟ ପାଣିପାଗ ସମାଜ ଦ୍ବାରା ପୁରସ୍କୃତ ହେଲେ ଡଃ ମୃତ୍ୟୁଞ୍ଜୟ ମହାପାତ୍ର

ଆମେରିକୀୟ ପାଣିପାଗ ସମାଜ ଦ୍ବାରା ପୁରସ୍କୃତ ହେଲେ ଡଃ ମୃତ୍ୟୁଞ୍ଜୟ ମହାପାତ୍ର

2025-01-25 10:43:52
15998
Share:
Facebook
Twitter
E-Mail
WhatsApp
Telegram
ଆମେରିକୀୟ ପାଣିପାଗ ସମାଜ ଦ୍ବାରା ପୁରସ୍କୃତ ହେଲେ ଡଃ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗର ମାହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଆମେରିକୀୟ ପାଣିପାଗ ସମାଜ ତରଫରୁ  ‘ବିଜ୍ଞାନଭିତ୍ତିକ ଓ ବୈଷୟିକ କାର୍ୟ୍ୟକଳାପ ସେବା ପୁରସ୍କାର ୨୦୨୫’ ପ୍ରଦାନ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ମାହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ଆମେରିକୀୟ ପାଣିପାଗ ସମାଜ ଦ୍ବାରା ପୁରସ୍କୃତ ହୋଇଛନ୍ତି। ଭାରତ ମହାସାଗରରେ କ୍ରାନ୍ତୀୟ ବାତ୍ୟା ସମ୍ପର୍କିତ ବୈଜ୍ଞାନିକ ପଦ୍ଧତିରେ ପୂର୍ବାନୁମାନ ତଥା ପର୍ୟ୍ୟବେକ୍ଷଣ କ୍ଷେତ୍ରରେ ଅତୁଳନୀୟ ନେତୃତ୍ବ ଏବଂ ସେବା ପ୍ରଦାନ ନିମନ୍ତେ ମହାପାତ୍ରଙ୍କୁ ଆମେରିକୀୟ ପାଣିପାଗ ସମାଜ ତରଫରୁ ଡଃ ମହାପାତ୍ରଙ୍କୁ ‘ବିଜ୍ଞାନଭିତ୍ତିକ ଓ ବୈଷୟିକ କାର୍ୟ୍ୟକଳାପ ସେବା ପୁରସ୍କାର ୨୦୨୫’ ପ୍ରଦାନ କରାଯାଇଛି। ଡଃ ମହାପାତ୍ର ବର୍ତ୍ତମାନ ଆଇଏମଡିର ମହାନିର୍ଦ୍ଦେଶକ ସହିତ ବିଶ୍ବ ପାଣିପର ସଂସ୍ଥା (ଡବ୍ଲୁଏମ୍ଓ) ର ଉପାଧ୍ୟକ୍ଷ ରହିଛନ୍ତି । ଭାରତରେ ସେ ‘ସାଇକ୍ଲୋନ୍ ମ୍ୟାନ’ ଭାବେ ପରିଚୟ ପାଇଥିବାବେଳେ ନିଜର ସଠିକ ଆକଳନର ଦକ୍ଷତା ପାଇଁ ବିଶ୍ବରେ ମଧ୍ୟ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Powered by Froala Editor

Tags Mrutyunjaya mohapatra

Related articles Odisha News Lens 4.1

  • କୋଚି ବଜାରରେ ଲାଗିଗଲା ନିଆଁ , ୫ ମୃତ
    ଦେଶ-ଦେଶାନ୍ତର

    କୋଚି ବଜାରରେ ଲାଗିଗଲା ନିଆଁ , ୫ ମୃତ

    15590
    Jul 08, 2025
  • ଟ୍ରମ୍ପଙ୍କ ଟାରିଫ୍‍ ଚିଠି: ଏହି ୧୪ଟି ଦେଶ ଉପରେ ଲାଗୁ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଟାରିଫ୍‍ ଚିଠି: ଏହି ୧୪ଟି ଦେଶ ଉପରେ ଲାଗୁ

    13983
    Jul 08, 2025
  • ଆଣ୍ଟାର୍କଟିକାରେ ସତର୍କ ସଙ୍କେତ : ତରଳୁଛି ବରଫ, ଲୁଣିଆ ହେଉଛି ପାଣି
    ଦେଶ-ଦେଶାନ୍ତର

    ଆଣ୍ଟାର୍କଟିକାରେ ସତର୍କ ସଙ୍କେତ : ତରଳୁଛି ବରଫ, ଲୁଣିଆ ହେଉଛି ପାଣି

    13989
    Jul 08, 2025
  • ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ
    ରାଜନୀତି

    ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ

    14321
    Jul 09, 2025
  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ...
    ବାଣିଜ୍ୟ

    ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ...

    14362
    Jul 09, 2025
  • ‘କର୍ମ’ ପରେ ଆସୁଛି ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ମନ୍ତ୍ରମୁଗ୍ଧ’
    ମନୋରଞ୍ଜନ

    ‘କର୍ମ’ ପରେ ଆସୁଛି ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ମନ୍ତ୍ରମୁଗ୍ଧ’

    14191
    Jul 08, 2025
  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ
    ବିଶେଷ

    ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    15911
    Jul 08, 2025
  • ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?

    13718
    Jul 08, 2025
  • ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ
    ରାଜନୀତି

    ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ

    15155
    Jul 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘କର୍ମ’ ପରେ ଆସୁଛି ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ମନ୍ତ୍ରମୁଗ୍ଧ’

    14191
    Jul 08, 2025
  • ବାଣିଜ୍ୟ

    ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

    14362
    Jul 09, 2025
  • ଦେଶ-ଦେଶାନ୍ତର

    ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?

    13718
    Jul 08, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16612
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16729
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17042
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15530
    Apr 03, 2021

ବିଶେଷ

  • ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....

    13792
    Jul 08, 2025
  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    15911
    Jul 08, 2025
  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    14653
    Jul 07, 2025
  • ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....

    15387
    Jul 07, 2025
  • ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ୩ ଭିଟାମିନ୍‍

    15569
    Jul 06, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15862
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16405
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14052
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15573
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟ୍ରମ୍ପଙ୍କ ଟାରିଫ୍‍ ଚିଠି: ଏହି ୧୪ଟି ଦେଶ ଉପରେ ଲାଗୁ

    13983
    Jul 08, 2025
  • ‘କର୍ମ’ ପରେ ଆସୁଛି ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ମନ୍ତ୍ରମୁଗ୍ଧ’

    14191
    Jul 08, 2025
  • ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....

    13792
    Jul 08, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In