Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

  • ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ...

  • କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

  • ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ...

  • ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ...

  • ସେ ଦିନେ ଥିଲେ କୋଟିପତି, ଆଜି ରାସ୍ତାରେ...

  • ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ

  • ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍

  • ୧୦୦% ଇଥାନଲ ଯାନ ଚଳାଚଳ ଲାଗି ମଞ୍ଜୁରି

  • ‘କାଲା ହିରନ୍’ ପ୍ରଯୋଜକଙ୍କୁ ନୋଟିସ୍ ଜାରି

Home ›› ››କନ୍ଧମାଳରେ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ସହିତ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

କନ୍ଧମାଳରେ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ସହିତ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

2025-01-24 14:45:36
14455
Share:
Facebook
Twitter
E-Mail
WhatsApp
Telegram
କନ୍ଧମାଳରେ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ ସହିତ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ

କନ୍ଧମାଳ: ଜାତୀୟ କନ୍ୟା ଶିଶୁ ଦିବସ ୨୪ ଜାନୁଆରୀ, ୨୦୨୫ ଅବସରରେ ଏକ ଜିଲ୍ଲାସ୍ତରୀୟ ସହଭାଗୀ ପରାମର୍ଶ ବୈଠକ କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (ଡିସିପିୟୁ) ଏବଂ ହମାରା ବଚପନ ଟ୍ରଷ୍ଟ ଦ୍ୱାରା ଗାନ୍ଧୀ ସ୍ମୃତି ଭବନ, ଫୁଲବାଣୀଠାରେ ଆୟୋଜିତ ହୋଇଯାଇଛି ।


ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ଶିଶୁ ସୁରକ୍ଷା ବିଶାରଦ, ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ, ଗୋଷ୍ଠୀ ସଦସ୍ୟ ଏବଂ ବିଭିନ୍ନ ସଂଗଠନର ପ୍ରତିନିଧିଙ୍କ ସମେତ ପ୍ରାୟ ୨୦୦ ଜଣ ଅଂଶଗ୍ରହଣ କରିଥିଲେ । ଫୁଲବାଣୀର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ (ସିଡିଏମ୍ଓ) ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍ଡବ୍ଲୁ୍ୟଓ), ସୁରକ୍ଷା ଅଧିକାରୀ (ପିଓ), ଶିଶୁ ମଙ୍ଗଳ କମିଟି (ସିଡବ୍ଲୁ୍ୟସି)ର ଚେୟାରପର୍ସନ ଏବଂ ସଦସ୍ୟବୃନ୍ଦ, ବାଳ ଅପରାଧ ନ୍ୟାୟ ବୋର୍ଡ (ଜେଜେବି)ର ସଦସ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ପ୍ରମୁଖ ଉପସ୍ଥିତ ଥିଲେ । ପରାମର୍ଶମୂଳକ ବୈଠକରେ କନ୍ଧମାଳକୁ ଏକ ବାଲ୍ୟ ବିବାହ-ମୁକ୍ତ ଜିଲ୍ଲାରେ ପରିଣତ କରିବାକୁ ସମସ୍ତ ସହଭାଗୀଙ୍କ ମଧ୍ୟରେ ସମନ୍ୱିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଜୋର୍ ଦିଆଯାଇଥିଲା ।
ଏକ ଅଣ ଲାଭଜନକ ସଂଗଠନ ହମାରା ବଚପନ ଟ୍ରଷ୍ଟ (ଏଚବିଟି) କୈଳାସ ସତ୍ୟାର୍ଥୀ ଚିଲ୍ଡ୍ରେନ୍ସ ଫାଉଣ୍ଡେସନ (କେଏସ୍ସିଏଫ) ସହିତ ସହଭାଗୀତାରେ ‘ଆକ୍ସେସ ଟୁ ଜଷ୍ଟିସ’ (ନ୍ୟାୟର ସୁଯୋଗ ନେବା) କାର୍ଯ୍ୟକାରୀ କରୁଛି । ଏହି ପ୍ରୟାସ ବାଲ୍ୟ ବିବାହ ନିରାକରଣ ଏବଂ ପିଲାମାନଙ୍କୁ ଚାଲାଣ ଓ ଶିଶୁ ଶ୍ରମିକ ପ୍ରଥାରୁ ସୁରକ୍ଷା ପ୍ରଦାନ କରିବା ଉପରେ ଦୃଷ୍ଟିନିବଦ୍ଧ କରିଥିଲା । ୨୦୨୪ରୁ କାର୍ଯ୍ୟକାରୀ ହୋଇଆସୁଥିବା ଏହି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ରାଇକିଆ, ଟିକାବାଲି, ଫିରିଙ୍ଗିଆ ଏବଂ ଫୁଲବାଣୀ ଆଦି ବ୍ଲକ୍ର ପାଞ୍ଚଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୦ଟି ଗ୍ରାମରେ କାର୍ଯ୍ୟକାରୀ ହେଉଛି ।


ଗୋଷ୍ଠୀକୁ ଅଧିକ ନିୟୋଜିତ କରିବା ନିମନ୍ତେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ନିମନ୍ତେ ମେହନ୍ଦି ଡିଜାଇନ, ଫ୍ୟାନ୍ସି ଡ୍ରେସ, କୁଇଜ ଏବଂ ପାସିଂ ଦି ବଲ୍ ସମେତ ବିବିଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।


‘ବେଟି ବଚାଓ ବେଟି ପଢାଓ’ ପ୍ରୟାସର ୧୦ବର୍ଷ ପୂର୍ତ୍ତି ପାଳନ ଅବସରରେ ବାଲ୍ୟାବସ୍ଥାରେ ବାଳିକାମାନଙ୍କର ବିବାହକୁ ରୋକିବା ଏବଂ ସେମାନଙ୍କୁ ଶିକ୍ଷିତ କରିବାର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବାକୁ ଏକ ଦସ୍ତଖତ ଅଭିଯାନ ହାତକୁ ନିଆଯାଇଥିଲା । କାର୍ଯ୍ୟକ୍ରମ ସ୍ଥଳରେ ଏକ ମିଲେଟ ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା, ଯେଉଁଠାରେ ଅଂଶଗ୍ରହଣକାରୀ, ବିଶେଷକରି କିଶୋରୀ ବାଳିକା ସ୍ୱାସ୍ଥ୍ୟକର ମିଲେଟ୍ ଭିତ୍ତିକ ଜଳଖିଆ ଉପଭୋଗ କରିଥିଲେ ।


ଏଥିସହିତ ପାଞ୍ଚଜଣ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ପାଞ୍ଚଜଣ ଶିଶୁ କନ୍ୟାଙ୍କୁ କ୍ରୀଡ, ଶିକ୍ଷା, ପରଫରମିଂ ଆର୍ଟସ୍ ଏବଂ ଗୋଷ୍ଠୀସ୍ତରୀୟ ପ୍ରୟାସ ଏବଂ ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ସୃଷ୍ଟି କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ ଏବଂ ଶିଶୁମାନଙ୍କର ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସମ୍ମିଳିତ ଭାବରେ କାର୍ଯ୍ୟ କରିବାକୁ ସମସ୍ତ ସହଭାଗୀ ଏକମତ ହେବା ସହିତ ପରାମର୍ଶମୂଳକ ବୈଠକ ସମାପ୍ତ ହୋଇଥିଲା ।

Powered by Froala Editor

Tags national girl child day

Related articles Odisha News Lens 4.1

  • ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ଅନ୍ତ, ଖୋଲିବ ହୋର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ଅନ୍ତ, ଖୋଲିବ ହୋର୍ମୁଜ ପ୍ରଣାଳୀ

    14415
    Jun 15, 2026
  • ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍
    ମନୋରଞ୍ଜନ

    ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍

    14782
    Jun 15, 2026
  • ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ
    ଦେଶ-ଦେଶାନ୍ତର

    ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ

    14043
    Jun 15, 2026
  • କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ
    ଦେଶ-ଦେଶାନ୍ତର

    କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

    14406
    Jun 15, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    13991
    Jun 15, 2026
  • ୧୦୦% ଇଥାନଲ ଯାନ ଚଳାଚଳ ଲାଗି ମଞ୍ଜୁରି
    ଦେଶ-ଦେଶାନ୍ତର

    ୧୦୦% ଇଥାନଲ ଯାନ ଚଳାଚଳ ଲାଗି ମଞ୍ଜୁରି

    13545
    Jun 15, 2026
  • ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ନିର୍ଯାତନା
    ଅପରାଧ

    ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ନିର୍ଯାତନା

    13405
    Jun 15, 2026
  • ‘କାଲା ହିରନ୍’ ପ୍ରଯୋଜକଙ୍କୁ ନୋଟିସ୍ ଜାରି
    ମନୋରଞ୍ଜନ

    ‘କାଲା ହିରନ୍’ ପ୍ରଯୋଜକଙ୍କୁ ନୋଟିସ୍ ଜାରି

    15292
    Jun 15, 2026
  • ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ
    ମନୋରଞ୍ଜନ

    ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ

    14399
    Jun 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍

    14782
    Jun 15, 2026
  • ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    13991
    Jun 15, 2026
  • ଦେଶ-ଦେଶାନ୍ତର

    ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ

    14043
    Jun 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16929
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17545
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17594
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17986
    Sep 06, 2023

ବିଶେଷ

  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14123
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15013
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13614
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15489
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14281
    Jun 07, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15469
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15216
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15698
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14041
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍

    14782
    Jun 15, 2026
  • ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ

    14399
    Jun 15, 2026
  • ସେ ଦିନେ ଥିଲେ କୋଟିପତି, ଆଜି ରାସ୍ତାରେ...

    14936
    Jun 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In