ପୁଲିସ ଗୁଳିରେ ୩ ମାଓବାଦୀ ନିହତ
ନୂଆଦିଲ୍ଲୀ: ପୁଣି ଗୁଳିବିନିମୟ । ଆଉ ନିହତ ହେଲେ ୩ ମାଓବାଦୀ । ଛତିଶଗଡ଼ରେ ପୁଲିିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯେଉଁଥିରେ ପୁଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ସୁକମା -ବିଜାପୁର ସୀମାରେ ଏହି ଗୁଳିବିନିମୟ ଘଟିଛି । ଖବରଲେଖା ସୁଦ୍ଧା ଏବେ ବି ଗୁଳି ବିନିମୟ ଜାରି ରହିଛି ।
Powered by Froala Editor