Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ...

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ...

  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ...

  • ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ...

  • ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ...

  • ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ...

  • ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ...

  • ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ...

  • ଚିନି ଦର ବୃଦ୍ଧି ପରେ ମନ୍ତ୍ରୀଙ୍କ ମଧୁମେହ ...

  • ମ୍ୟାକଡୋନାଲ୍ଡ୍ସ ସହ ୭ଟି ରେଷ୍ଟୁରାଣ୍ଟର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବୁଧବାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପାଇଁ ଦିନ ଧାର୍ଯ୍ୟ

ବୁଧବାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପାଇଁ ଦିନ ଧାର୍ଯ୍ୟ

2024-12-03 09:50:49
14307
Share:
Facebook
Twitter
E-Mail
WhatsApp
Telegram
ବୁଧବାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପାଇଁ ଦିନ ଧାର୍ଯ୍ୟ

ମୁମ୍ବଇ : ମହାରାଷ୍ଟ୍ରର ନୂଆ ସରକାରରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଅନିଶ୍ଚିତତା ଜାରି ରହିଛି। ସୋମବାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରାଯିବାକୁ ଦିନ ଧାର୍ୟ୍ୟ ହୋଇଥିବାବେଳେ ଏହା ସମ୍ଭବ ହୋଇପାରି ନାହିଁ। ମୁଖ୍ୟମନ୍ତ୍ରୀ ନାମ ଘୋଷଣା ସହିତ ସରକାର ଗଠନ ପ୍ରକିୟା ସମ୍ପର୍କରେ ଆଲୋଚନା ପାଇଁ ମହାୟୁତି ବା ଏନଡିଏ ବୈଠକ ହେବାକୁ ଥିବାବେଳେ ଶେଷ ମୁହୂର୍ତ୍ତରେ ଏହା ବାତିଲ ହୋଇଥିଲା। କାରଣ ଶିବସେନା ମୁଖ୍ୟ ତଥା କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅସୁସ୍ଥତା ପାଇଁ ବୈଠକରେ ଯୋଗଦେଇ ପାରି ନଥିଲେ। ବୈଠକ ବାତିଲ ଯୋଗୁଁ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହୋଇପାରି ନାହିଁ। ମଙ୍ଗଳବାର ମହାୟୁତି ନେତାଙ୍କ ବୈଠକ ହେବାକୁ ପୁନଃ ଦିନ ଧାର୍ୟ୍ୟ ହୋଇଛି। ମାତ୍ର ଏହି ବୈଠକର କାର୍ୟ୍ୟସୂଚୀକୁ ଶିବସେନା ଖଣ୍ଡନ କରିଛି। ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପାଇଁ ଡିସେମ୍ବର ୪ ତାରିଖକୁ ପୁନଃ ଦିନ ଧାର୍ୟ୍ୟ ହୋଇଛି। ଏହିଦିନ ପୂର୍ବାହ୍ଣରେ ବିଜେପି ବିଧାୟକ ଦଳ ବୈଠକ ବସି ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରାଯିବ ବୋଲି କୁହାଯାଇଛି। ଡିସେମ୍ବର ୫ରେ ନୂଆ ସରକାର ଶପଥ ଗ୍ରହଣ କରିବାକୁ ଦିନ ଧାର୍ୟ୍ୟ ହୋଇଥିବାବେଳେ ଏଥିପାଇଁ ପ୍ରସ୍ତୁତି କାର୍ୟ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନାମ ଘୋଷଣା ସରକାର ଗଠନ ସମ୍ପର୍କିତ ଆଲୋଚନା ଲାଗି ବୈଠକରୁ ଏକନାଥ ବାରମ୍ବାର ଦୂରେଇ ରହୁଥିବାବେଳେ ମେଣ୍ଟ ସରକାର ତାଙ୍କର ସମ୍ପୃକ୍ତି ନେଇ ସନ୍ଦେହ ପ୍ରକାଶ ପାଇଛି। ଏପରିସ୍ଥିତିରେ ମେଣ୍ଟର ଅନ୍ୟତମ ସହଯୋଗୀ ଏନସିପି ମୁଖ୍ୟ ଅଜିତ୍‌ ପୱାର ସୋମବାର ରାତିରେ ଦିଲ୍ଲୀଗସ୍ତ କରିଛନ୍ତି। ଏପରିସ୍ଥିତିରେ ଶିବସେନାକୁ ବାଦ୍‌ ଦେଇ ବିଜେପି କେବଳ ଏନ୍‌ସିପିର ସମର୍ଥନରେ ସରକାର ଗଠନ କରିପାରେ। କାରଣ ଏହା ପୂର୍ବରୁ ନଭେମ୍ବର ୨୯ରେ ମହାୟୁତି ମେଣ୍ଟ ନେତାଙ୍କ ବୈଠକ ପାଇଁ ଦିନ ଧାର୍ୟ୍ୟ ହୋଇଥିବାବେଳେ ଏକନାଥ ସିନ୍ଦେ ଅଚାନକ ନିଜ ପୈତୃକ ଗ୍ରାମକୁ ପଳାଇଯାଇଥିଲେ। ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ। ରବିବାର ସେ ମୁମ୍ବଇ ଫେରିଥିଲେ ମାତ୍ର ସରକାରୀ ବାସଭବନକୁ ଆସି ନଥିଲେ। ଏବେ ପୁନର୍ବାର ଅସୁସ୍ଥତା କାରଣ ଦର୍ଶାଇ ସିନ୍ଦେ ମହାୟୁତି ବୈଠକକୁ ଆସିନାହାନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ନେଇଥିବା ନିଷ୍ପତ୍ତିକୁ ନିଃସର୍ତ୍ତ ସମର୍ଥନ ଦେଇଥିବା ସିନ୍ଦେ କହୁଥିବାବେଳେ ବୈଠକକୁ ବାରମ୍ବାର ଏଡାଇବା ପରିସ୍ଥିତିକୁ ଜଟିଳ କରୁଛି। ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କୁ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଡିସେମ୍ବର ୪ରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଧାୟକମାନେ ସେମାନଙ୍କ ନେତା ନିର୍ବାଚନ କରିବେ। ବିଜେପି ବିଧାୟକ ଦଳ ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବାକୁ ସ୍ଥିର ହୋଇଛି। ସେଥିପାଇଁ ଶିବସେନାରୁ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଚାଲିଛି। ମାତ୍ର ଏପରି ଚର୍ଚ୍ଚାକୁ ଶ୍ରୀକାନ୍ତ ଖଣ୍ଡନ କରିଛନ୍ତି। ସୋମବାର ଶ୍ରୀକାନ୍ତ କହିଛନ୍ତି ଯେ ସେ ମହାରାଷ୍ଟ୍ର ସରକାରରେ କୌଣସି ମନ୍ତ୍ରୀ‌ ହେବାର ନାହିଁ। ତାଙ୍କୁ ନେଇ ଯେଉଁ ସବୁ ଆଲୋଚନା ହେଉଛି ତାହା କେବଳ ଗଣମାଧ୍ୟମର ଆନୁମାନିକ ବିଷୟ। ଶ୍ରୀକାନ୍ତ କହିଛନ୍ତି ‌ଯେ ଲୋକସଭା ନିର୍ବାଚନରେ ଏନଡିଏର ବିଜୟ ପରେ ତାଙ୍କୁ କେନ୍ଦ୍ର ସରକାରର କ୍ୟାବିନେଟ୍ ମନ୍ତ୍ରୀ ହେବାକୁ ସୁଯୋଗ ଦିଆଯାଇଥିଲା। ମାତ୍ର ସେ ଏହାକୁ ଅଗ୍ରାହ୍ୟ କରିଥିଲେ। ମୋର ପଦ ଓ କ୍ଷମତା ପାଇଁ କୌଣସି ମୋହ ନାହିଁ। ମୁଁ ମୋର ନିର୍ବାଚନମଣ୍ଡଳୀ ଓ ଦଳ ପାଇଁ କାମ କରିବାକୁ ଚାହେଁ। ନଭେମ୍ବର ୨୩ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ଘୋଷଣା ହୋଇଥିଲା। ଫଳ ଘୋଷଣାକୁ ଇତି ମଧ୍ୟରେ ୧୦ଦିନ ବିତିଯାଇଛି। ନିର୍ବାଚନ ଫଳ ଅନୁଯାୟୀ ବିଧାନସଭାର ୨୮୮ଟି ଆସନରୁ ବିଜେପି ଏକାକୀ ୧୩୨ଟି ଆସନରେ ବିଜୟୀ ହୋଇଛି। ବିଜେପିର ସହଯୋଗୀ ଶିବସେନା ୫୭ ଓ ଏନସିପି ୪୧ଟି ଆସନରେ ବିଜୟୀ ହୋଇଛନ୍ତି।

Powered by Froala Editor

Tags Moharastra politics

Related articles Odisha News Lens 4.1

  • ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା
    ଦେଶ-ଦେଶାନ୍ତର

    ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା

    13494
    Aug 22, 2026
  • ଚିନି ଦର ବୃଦ୍ଧି ପରେ ମନ୍ତ୍ରୀଙ୍କ ମଧୁମେହ ଯୁକ୍ତି
    ଦେଶ-ଦେଶାନ୍ତର

    ଚିନି ଦର ବୃଦ୍ଧି ପରେ ମନ୍ତ୍ରୀଙ୍କ ମଧୁମେହ ଯୁକ୍ତି

    15338
    Aug 22, 2026
  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ:  ୨ ମୃତ, ୯ ଆହତ
    ଦେଶ-ଦେଶାନ୍ତର

    ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15023
    Aug 22, 2026
  •  ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍
    ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15402
    Aug 22, 2026
  • ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ
    ମନୋରଞ୍ଜନ

    ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

    13491
    Aug 22, 2026
  • ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା
    ଦେଶ-ଦେଶାନ୍ତର

    ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା

    15347
    Aug 22, 2026
  • ମ୍ୟାକଡୋନାଲ୍ଡ୍ସ ସହ ୭ଟି ରେଷ୍ଟୁରାଣ୍ଟର ଲାଇସେନ୍ସ ରଦ୍ଦ
    ଦେଶ-ଦେଶାନ୍ତର

    ମ୍ୟାକଡୋନାଲ୍ଡ୍ସ ସହ ୭ଟି ରେଷ୍ଟୁରାଣ୍ଟର ଲାଇସେନ୍ସ ରଦ୍ଦ

    14563
    Aug 22, 2026
  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...
    ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...

    15466
    Aug 22, 2026
  • ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ଯେତେ ଭ୍ୟୁ ସେତେ ଆୟ
    ଦେଶ-ଦେଶାନ୍ତର

    ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ଯେତେ ଭ୍ୟୁ ସେତେ ଆୟ

    15244
    Aug 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15402
    Aug 22, 2026
  • ଦେଶ-ଦେଶାନ୍ତର

    ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା

    13494
    Aug 22, 2026
  • ଦେଶ-ଦେଶାନ୍ତର

    ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ୯ ଆହତ

    15023
    Aug 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17046
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17671
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17716
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18112
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15304
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16008
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13927
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14956
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14727
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15963
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14001
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14264
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14391
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରିଲ୍ସ କରିବାକୁ ବିହାର ସରକାର ଦେବେ ଟଙ୍କା, ଯେତେ ଭ୍ୟୁ ସେତେ ଆୟ

    15244
    Aug 22, 2026
  • ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ଫେରାର

    14031
    Aug 22, 2026
  • ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା

    15347
    Aug 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In