ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା , ୪ ନିଲମ୍ବିତ

ବାତ୍ୟା ସମୟରେ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ବାତ୍ୟା ସମୟରେ ଲୋକଙ୍କୁ ଦୁର୍ବ୍ୟବହାର କରିଥିବାରୁ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି ।
୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର । ଏମାନଙ୍କ ନାଁରେ ବାତ୍ୟା ସମୟରେ କଟୁକଥା କହୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
Powered by Froala Editor