Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ...

ରାଜ୍ୟ
Home ›› ରାଜ୍ୟ ››ଏଣିକି ପ୍ରଦର୍ଶନୀ ପଡ଼ିଆରେ ପାଳନ ହେବନି ସ୍ବାଧୀନତା ଦିବସ

ଏଣିକି ପ୍ରଦର୍ଶନୀ ପଡ଼ିଆରେ ପାଳନ ହେବନି ସ୍ବାଧୀନତା ଦିବସ

2024-08-04 07:20:40
15301
Share:
Facebook
Twitter
E-Mail
WhatsApp
Telegram
ଏଣିକି ପ୍ରଦର୍ଶନୀ ପଡ଼ିଆରେ ପାଳନ ହେବନି ସ୍ବାଧୀନତା ଦିବସ

ଭୁବନେଶ୍ବର: ଦୀର୍ଘ ୫ ବର୍ଷ ପରେ ପୁଣି ମହାତ୍ମା ଗାନ୍ଧୀ ମାର୍ଗକୁ ଫେରିଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ। ଏଣିକି ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆଉ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବନି। ପୂର୍ବପରି ମହାତ୍ମା ଗାନ୍ଧୀ ମାର୍ଗରେ ଯେପରି ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସ ପାଳନ ହେଉଥିଲା ସେହିପରି ପାଳନ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଚଳିତବର୍ଷ ସ୍ବାଧୀନତା ଦିବସ ଉପଲକ୍ଷେ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟ ଥିମ୍ ରୂପେ ଗ୍ରହଣ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ ହେବାକୁ ଥିବା ୭୮ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ହୋଇଛି ସାଧାରଣତନ୍ତ୍ର ଦିବସ-୨୦୨୪ରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ବିଭିନ୍ନ ପ୍ୟାରେଡ୍ ଦଳ ଓ ପ୍ରଜ୍ଞାପନ ମେଢ଼କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପୁରସ୍କୃତ କରିବେ। ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର କୁମାର ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂହ, ଉପନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଯେ ସ୍ବାଧୀନତା ଦିବସ ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିଆରେ ହେବ। ଏଥିରେ ପ୍ୟାରେଡ୍ ହେବନି। କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍ ପ୍ରଦାନ କରାଯିବ।

Powered by Froala Editor

Tags Indepedence day

Related articles Odisha News Lens 4.1

  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…
    ବିଶେଷ

    ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    13651
    Jun 10, 2025
  • ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଲେ ପୁଟିନ
    ଦେଶ-ଦେଶାନ୍ତର

    ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଲେ ପୁଟିନ

    14341
    Jun 10, 2025
  • ୪ ଘଣ୍ଟା  ChatGPT ଡାଉନ୍
    ଦେଶ-ଦେଶାନ୍ତର

    ୪ ଘଣ୍ଟା ChatGPT ଡାଉନ୍

    13531
    Jun 10, 2025
  • ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି
    ଦେଶ-ଦେଶାନ୍ତର

    ଜାହାଜ ନିଆଁ ଲିଭାଇବା ପାଇଁ ଆଜି ବି ଉଦ୍ୟମ ଜାରି

    14500
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି
    ବିଶେଷ

    ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15072
    Jun 10, 2025
  • ଚତୁର୍ଥ ଶ୍ରେଣୀର ରାଗ ସୁଝାଇଲା ସାଙ୍ଗ, ପଥରରେ ପିଟି ଦାନ୍ତ ଭାଙ୍ଗିଦେଲା
    ଦେଶ-ଦେଶାନ୍ତର

    ଚତୁର୍ଥ ଶ୍ରେଣୀର ରାଗ ସୁଝାଇଲା ସାଙ୍ଗ, ପଥରରେ ପିଟି ଦାନ୍ତ ଭାଙ୍ଗିଦେଲା

    13644
    Jun 10, 2025
  • ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ
    ଦେଶ-ଦେଶାନ୍ତର

    ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ

    14586
    Jun 10, 2025
  • ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ
    ଦେଶ-ଦେଶାନ୍ତର

    ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

    14329
    Jun 10, 2025
  • ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ,  ଜାଣନ୍ତୁ ...
    ଦେଶ-ଦେଶାନ୍ତର

    ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ ...

    14370
    Jun 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୪ ଘଣ୍ଟା ChatGPT ଡାଉନ୍

    13531
    Jun 10, 2025
  • ଦେଶ-ଦେଶାନ୍ତର

    ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

    14329
    Jun 10, 2025
  • ଦେଶ-ଦେଶାନ୍ତର

    ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ

    14586
    Jun 10, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16654
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16954
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15483
    Apr 03, 2021

ବିଶେଷ

  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    13651
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15072
    Jun 10, 2025
  • ଆଖି ପାଇଁ ସପୁରୀ ରସ

    16054
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    15057
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    15140
    Jun 07, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15699
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16321
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14028
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14822
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଦ୍ ପାଳନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସନା

    15403
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15072
    Jun 10, 2025
  • ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

    14329
    Jun 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In