ପୁଲିସ ହାତରେ କୁଖ୍ୟାତ ଶଳା ଭିଣୋଇ ଗ୍ୟାଙ୍ଗ, ୩ ଗିରଫ

ଭୁବନେଶ୍ୱର : କମିଶନରେଟ୍ ପୁଲିସ ହାତରେ ଧରାପଡିଛନ୍ତି କୁଖ୍ୟାତ ଶଳା ଭିଣୋଇ ଗ୍ୟାଙ୍ଗ । ଗ୍ୟାଙ୍ଗର ୩ ହାର୍ଡକୋର୍ ଅପରାଧୀଙ୍କୁ ପୁଲିସ ଗିରଫ କରିଛି । ଏନେଇ ସୋମବାର ସାମ୍ବାଦିକ ସମ୍ମିଳନୀ ଜରିଆରେ କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି । ୩ ଜଣଙ୍କ ଠାରୁ ୪ଟି ସୁନା ଚେନ୍, ମୋବାଇଲ, ବାଇକ ଜବତ କରାଯାଇଛି । ଅଭିଯୁକ୍ତଙ୍କ ନାଁରେ ପ୍ରାୟ ୪୦ଟି ମାମଲା ରହିଛି । ଏମାନେ ଜାମିନ୍ ରେ ମୁକୁଳିଥିଲେ ବୋଲି ସୂଚନା ମିଳିଛି।
Powered by Froala Editor