ଘର ଉପରକୁ ମାଡିଗଲା ଡମ୍ଫର, ଦମ୍ପତି ମୃତ

ଜଳେଶ୍ୱର : ଚଢିଗଲା ଡମ୍ଫର। ଚାଲିଗଲା ଦମ୍ପତିଙ୍କ ଜୀବନ। ଘରେ ଶୋଇଥିବା ବେଳେ ଘର ଉପରକୁ ଡମ୍ଫର ମାଡି ଯିବାରୁ ଦମ୍ପତିଙ୍କ ମୃତ୍ୟୁ ଘଟିବା ସହ ଏହି ଦୁର୍ଘଟଣା ଘଟିଛି ବୋଲି ବୁଧବାର ଖବର ମିଳିଛି। ଜଳେଶ୍ୱର ଥାନା ଆମ୍ବଳିଅଠା ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ପରିବାରର ଆଉ ୨ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
Powered by Froala Editor