Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

୧୦ ବର୍ଷ ପରେ ଗୁଗଲ୍‌ ବଦଳାଇଲା ‘G’ ଲୋଗୋ

ଅପରାଧ
Home ›› ଅପରାଧ ››ଡିମାଣ୍ଡ କରୁଥିଲେ ମଦ, ସିଗାରେଟ୍‌, ବିରିୟାନୀ, ନମିଳିଲେ ସ୍ୱାମୀଙ୍କୁ ଦେଉଥିଲେ ଚେଙ୍କ

ଡିମାଣ୍ଡ କରୁଥିଲେ ମଦ, ସିଗାରେଟ୍‌, ବିରିୟାନୀ, ନମିଳିଲେ ସ୍ୱାମୀଙ୍କୁ ଦେଉଥିଲେ ଚେଙ୍କ

2024-05-07 19:30:13
18337
Share:
Facebook
Twitter
E-Mail
WhatsApp
Telegram
ଡିମାଣ୍ଡ କରୁଥିଲେ ମଦ, ସିଗାରେଟ୍‌, ବିରିୟାନୀ, ନମିଳିଲେ ସ୍ୱାମୀଙ୍କୁ ଦେଉଥିଲେ ଚେଙ୍କ

ସ୍ତ୍ରୀ ନିର୍ଯାତନା କେସ୍ ତ ବହୁତ ଶୁଣିଥିବେ । ହେଲେ ଏଠି ଜଣେ ସ୍ୱାମୀ ସ୍ତ୍ରୀଙ୍କ ନିର୍ଯାତନା ସହିନପାରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସ୍ତ୍ରୀ ସିଗାରେଟ, ଗୁଟଖା ଓ ବିରିୟାନୀ ପାଇଁ ଏମିତି ପାଗଳ ହୋଇଯାଇଥିଲେ ଯେ, ସ୍ୱାମୀଙ୍କୁ ଖଟରେ ବାନ୍ଧି ସିଗାରେଟ୍ ଚେଙ୍କ ଦେବାକୁ ପଛାଇନଥିଲେ ।

ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରିଛି। ଏ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବିଜନୌରରେ ଘଟିଛି। ଏହି ଘଟଣାର ପୀଡ଼ିତ ବ୍ୟକ୍ତିଜଣକ ମନନ ଜୈଦି ବୋଲି ଜଣାଯାଇଥିବା ବେଳେ ପୁଲିସ୍‌ ପତ୍ନୀ ମେହର ଜହାଁଙ୍କୁ ଗିରଫ କରିଛି।

ବିବାହ ବେଳେ ମେହର ନିଶାସକ୍ତ ବୋଲି ବି ଜାଣି ପାରି ନ ଥିଲେ ମନନ । ମାତ୍ର ସମୟ ଗଡ଼ିବା ସହ ପତ୍ନୀ ବିଅର ବିରିୟାନୀ, ସିଗାରେଟ ଓ ଗୁଟଖା ପାଇଁ ସ୍ୱାମୀଙ୍କ ନିକଟରେ ଜିଦ୍‌ କଲେ। ଆଉ ଏହି ସବୁ ଜିନିଷ ନ ମିଳିଲେ ସେ ହିଂସ୍ର ପାଲଟି ଯାଉଥିଲେ ।

ସେ ମନନଙ୍କ ଖାଦ୍ୟରେ ନିଶା ପଦାର୍ଥ ମିଶାଇ ଦେଉଥିଲେ। ମନନ ଅଚେତ ହେବା ପରେ ସେ ତାଙ୍କ ହାତଗୋଡ଼ ବାନ୍ଧି ଶରୀରର ବିଭିନ୍ନ ସ୍ଥାନରେ ସିଗାରେଟର ଚେଙ୍କ ଦେଉଥିଲେ। ଏପରିକି ଛାଡ଼ି ଦେବାକୁ କାକୁତିମିନତି ହେଲେ ବି ତରଳୁ ନ ଥିଲେ । ଏପରିକି ସ୍ୱାମୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ ବି କରୁଥିଲେ। ଏକଥା ବାହାରେ ପ୍ରଘଟ କଲେ ମିଥ୍ୟା ନିର୍ଯାତନା କେସ୍‌ରେ ଫସାଇ ଜେଲ୍‌ ପଠାଇ ଦେବାକୁ ଧମକ ଦେଉଥିଲେ।

ମନନ ନିଜ ଘରେ ସିସିଟିଭି ଲଗାଇଥିବା ବେଳେ ମେହର ଏହା ଜାଣି ପାରି ନଥିଲେ। ନିର୍ଯାତନା ଅତିଷ୍ଠ ହେବାରୁ ସେ ଥାନାର ଦ୍ୱାରସ୍ଥ ହେଲେ।


Powered by Froala Editor

Tags meher

Related articles Odisha News Lens 4.1

  • ବିଜୟ ଶାହାଙ୍କ ବିବାଦୀୟ ବୟାନ, ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ବିଜୟ ଶାହାଙ୍କ ବିବାଦୀୟ ବୟାନ, ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    14563
    May 14, 2025
  • ଚୀନ ଓ ତୁର୍କୀ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍‍
    ଦେଶ-ଦେଶାନ୍ତର

    ଚୀନ ଓ ତୁର୍କୀ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍‍

    14941
    May 14, 2025
  • ଋଷରୁ ଭାରତକୁ ଆସିବ ଅଧିକ ଏସ୍‌-୪୦୦
    ଦେଶ-ଦେଶାନ୍ତର

    ଋଷରୁ ଭାରତକୁ ଆସିବ ଅଧିକ ଏସ୍‌-୪୦୦

    15263
    May 14, 2025
  • ଡ. ଏସ୍. ଜୟଶଙ୍କରଙ୍କୁ ଜେଡ୍ ସୁରକ୍ଷା
    ଦେଶ-ଦେଶାନ୍ତର

    ଡ. ଏସ୍. ଜୟଶଙ୍କରଙ୍କୁ ଜେଡ୍ ସୁରକ୍ଷା

    15154
    May 14, 2025
  • ୧୦ ବର୍ଷ ପରେ ଗୁଗଲ୍‌ ବଦଳାଇଲା ‘G’ ଲୋଗୋ
    ଦେଶ-ଦେଶାନ୍ତର

    ୧୦ ବର୍ଷ ପରେ ଗୁଗଲ୍‌ ବଦଳାଇଲା ‘G’ ଲୋଗୋ

    14834
    May 14, 2025
  • ତୁର୍କୀକୁ ଭାରତର ବୟକଟ: ତୁର୍କୀରୁ ଭାରତକୁ ଆସୁଥିବା ସାମଗ୍ରୀ ଉପରେ ଲାଗିବ ...
    ଦେଶ-ଦେଶାନ୍ତର

    ତୁର୍କୀକୁ ଭାରତର ବୟକଟ: ତୁର୍କୀରୁ ଭାରତକୁ ଆସୁଥିବା ସାମଗ୍ରୀ ଉପରେ ଲାଗିବ ...

    13692
    May 14, 2025
  • ଅବସର ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ-ଅନୁଷ୍କା
    ମନୋରଞ୍ଜନ

    ଅବସର ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ-ଅନୁଷ୍କା

    13382
    May 14, 2025
  •  ପାକିସ୍ତାନରେ ଅଟକ ଥିବା  ବିଏସଏଫ କନଷ୍ଟେବଳ ଫେରିଲେ ଭାରତ
    ଦେଶ-ଦେଶାନ୍ତର

    ପାକିସ୍ତାନରେ ଅଟକ ଥିବା ବିଏସଏଫ କନଷ୍ଟେବଳ ଫେରିଲେ ଭାରତ

    14292
    May 14, 2025
  • ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ସେନାର ମୁଖ୍ୟ
    ଦେଶ-ଦେଶାନ୍ତର

    ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ସେନାର ମୁଖ୍ୟ

    15125
    May 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଋଷରୁ ଭାରତକୁ ଆସିବ ଅଧିକ ଏସ୍‌-୪୦୦

    15263
    May 14, 2025
  • ଦେଶ-ଦେଶାନ୍ତର

    ବିଜୟ ଶାହାଙ୍କ ବିବାଦୀୟ ବୟାନ, ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    14563
    May 14, 2025
  • ମନୋରଞ୍ଜନ

    ଅବସର ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ-ଅନୁଷ୍କା

    13382
    May 14, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16601
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16888
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15437
    Apr 03, 2021

ବିଶେଷ

  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

    15093
    May 14, 2025
  • ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଥିଲେ...

    15291
    May 14, 2025
  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13938
    May 13, 2025
  • କଲରା ସହ ଏସବୁ ଖାଇବା ମନା

    14933
    May 12, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    16025
    May 12, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16263
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13977
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14771
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15298
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତୁର୍କୀକୁ ଭାରତର ବୟକଟ: ତୁର୍କୀରୁ ଭାରତକୁ ଆସୁଥିବା ସାମଗ୍ରୀ ଉପରେ ଲାଗିବ ପ୍ରତିବନ୍ଧକ

    13692
    May 14, 2025
  • ଋଷରୁ ଭାରତକୁ ଆସିବ ଅଧିକ ଏସ୍‌-୪୦୦

    15263
    May 14, 2025
  • ପାକିସ୍ତାନରେ ଅଟକ ଥିବା ବିଏସଏଫ କନଷ୍ଟେବଳ ଫେରିଲେ ଭାରତ

    14292
    May 14, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In