Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ...

  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ...

  • ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ...

  • ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ...

  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ...

  • ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ...

  • ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୭୮ ବର୍ଷରେ ଚାଲିଗଲେ ପଲ୍ : ୬ ବର୍ଷରୁ ଲୁହା ବାକ୍ସରେ ବନ୍ଦ ଥିଲା ଶରୀର

୭୮ ବର୍ଷରେ ଚାଲିଗଲେ ପଲ୍ : ୬ ବର୍ଷରୁ ଲୁହା ବାକ୍ସରେ ବନ୍ଦ ଥିଲା ଶରୀର

2024-03-14 19:53:39
14521
Share:
Facebook
Twitter
E-Mail
WhatsApp
Telegram
୭୮ ବର୍ଷରେ ଚାଲିଗଲେ ପଲ୍ : ୬ ବର୍ଷରୁ ଲୁହା ବାକ୍ସରେ ବନ୍ଦ ଥିଲା ଶରୀର

ଆଲେକ୍ସଜାଣ୍ଡର ପୋଲିଓ ପଲ୍ ନାମରେ ପରିଚିତ ବ୍ୟକ୍ତିଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ତାଙ୍କ ଜୀବନ ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ତେଣୁ ମୃତ୍ୟୁ ପରେ ତାଙ୍କ ଭାଇ ଫିଲିପ ଲୋକଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି । ସେ କହିଛନ୍ତି ଯେ ମୁଁ ସେହି ସମସ୍ତ ଲୋକଙ୍କ ପାଇଁ କୃତଜ୍ଞ ଯିଏ ମୋ ଭାଇର ଚିକିତ୍ସା ପାଇଁ ଅର୍ଥ ଦାନ କରିଛନ୍ତି ।  

ପଲ୍‍ ଆଲେକ୍ସଜାଣ୍ଡର୍‍ ୧୯୪୬ରେ ଆମେରିକାରେ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ପଲ୍‍ ଜନ୍ମ ହୋଇଥିଲେ ସେତେବେଳେ ପୋଲିଓ ଆମେରିକାରେ ମହାମାରୀ ରୂପ ଧାରଣ କରିଥିଲା । ପଲ ମଧ୍ୟ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ମାତ୍ର ୬ବର୍ଷ ବୟସରେ ପୋଲିଓରେ ପୀଡିତ ହୋଇଥିଲେ । ୧୯୫୨ ମସିହାରେ ତାଙ୍କ ବେକର ତଳ ଅଂଶ କାମ କରିବା ବନ୍ଦ କରିଦେଇଥିଲା । ଯାହା ଦ୍ୱାରା ସେ ନିଃଶ୍ୱାସ ନେବାରେ ମଧ୍ୟ ଅସମର୍ଥ ହୋଇଥିଲେ । ରୋଗ ଚିହ୍ନଟ ହେବା ପରେ ତାଙ୍କ ପିତାମାତା ତାଙ୍କୁ ଟେକ୍ସାସର ଏକ ଡାକ୍ତରଖାନାକୁ ନେଇଥିଲେ ।

ପଲ୍‍ଙ୍କ ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କ ପାଇଁ ଲୁହା ଯନ୍ତ୍ରରୁ ନିର୍ମିତ ଫୁସଫୁସ ଉଦ୍ଭାବନ କରିଥିଲେ । ଏହି ମେସିନ ଯୋଗୁ ସେ ଅଧିକ ଦିନ ବଞ୍ଚିପାରିଥିଲେ । ମୃତ୍ୟୁ ପୂର୍ବରୁ ପଲଙ୍କ ଶରୀରର ସମସ୍ତ ଅଂଶ ମେସିନରେ ଥିବାବେଳେ ବାହାରେ କେବଳ ତାଙ୍କ ମୁହଁ ଦୃଶ୍ୟମାନ ହେଉଥିଲା । ପ୍ରାୟ ୭୦ରୁ ଅଧିକ ବର୍ଷ ହେଲା ସେ ଲୁହା ବାକ୍ସ ଭିତରେ ବନ୍ଦ ରହିଥିଲେ । ତେଣୁ ତାଙ୍କୁ ‘ଆଇରନ ଲଙ୍ଗ ମ୍ୟାନ’ ମଧ୍ୟ କୁହାଯାଉଥିଲା ।

Powered by Froala Editor

Tags paul

Related articles Odisha News Lens 4.1

  • ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି
    ଦେଶ-ଦେଶାନ୍ତର

    ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି

    14940
    Jul 14, 2026
  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’
    ଦେଶ-ଦେଶାନ୍ତର

    ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’

    14609
    Jul 14, 2026
  • ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ
    ଦେଶ-ଦେଶାନ୍ତର

    ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

    15205
    Jul 14, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...

    15561
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ...
    ବାଣିଜ୍ୟ

    ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ...

    13498
    Jul 14, 2026
  •  ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ
    ଦେଶ-ଦେଶାନ୍ତର

    ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ

    14853
    Jul 14, 2026
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି
    ଦେଶ-ଦେଶାନ୍ତର

    ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    13952
    Jul 14, 2026
  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ
    ଦେଶ-ଦେଶାନ୍ତର

    କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ

    14605
    Jul 14, 2026
  • ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ଜଣେ ସହିଦ
    ଦେଶ-ଦେଶାନ୍ତର

    ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ଜଣେ ସହିଦ

    13894
    Jul 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ

    14853
    Jul 14, 2026
  • ଦେଶ-ଦେଶାନ୍ତର

    କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ

    14605
    Jul 14, 2026
  • ବାଣିଜ୍ୟ

    ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13498
    Jul 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16976
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17586
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17640
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18041
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14573
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14857
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15607
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15714
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15526
    Jul 05, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

ନୂଆଦିଲ୍ଲୀ: ଗ୍ରାହକମାନେ ଅଧିକରୁ ଅଧିକ ସୂର୍ଯ୍ୟ କିରଣ ଊଦ୍ଧ୍ୱର୍କୁ ଯାଇ ପାରମ୍ପରିକ ସୁରକ୍ଷା ଯୋଗାଇଦେଉଥିବା ତ୍ୱଚା ଯନôକାରୀ ଉତ୍ପାଦ ଆବଶ୍ୟକ କରୁଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13498
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14656
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15845
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15713
    Jun 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ

    14853
    Jul 14, 2026
  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ

    14605
    Jul 14, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15561
    Jul 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In