ମାଟ୍ରିକ୍ ପରୀକ୍ଷା ତ୍ରୁଟି: ବଦଳିଲେ ସେଣ୍ଟର ସୁପରିଣ୍ଡେଣ୍ଡେଣ୍ଟ
କେନ୍ଦୁଝର: ମାଟ୍ରିକ୍ ପରୀକ୍ଷା ତ୍ରୁଟି ଯୋଗୁଁ ବଦଳିଲେ ସେଣ୍ଟର ସୁପରିଣ୍ଡେଣ୍ଡେଣ୍ଟ। କେନ୍ଦୁଝର ସାହରପଡା ସେଣ୍ଟର ସୁପରିଣ୍ଡେଣ୍ଡେଣ୍ଟଙ୍କୁ ବଦଳି କରାଯାଇଛି। ଘଟଣାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ନିଜ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ବୋର୍ଡର ନିର୍ଦ୍ଦେଶରେ ବଦଳାଯାଇଛି। ହାଟଡିହି ସେଣ୍ଟର ସୁପରିଣ୍ଡେଣ୍ଡେଣ୍ଟଙ୍କୁ ବଦଳାଇବାକୁ ସୁପାରିଶ୍ ହୋଇଛି। କେନ୍ଦୁଝରରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ତଦନ୍ତ ଚାଲିଛି।
Powered by Froala Editor