ବଜେଟ: ଏହି ବିଭାଗକୁ ମିଳିଲା ଏତିକି
ଭୁବନେଶ୍ୱର: ଗୃହରେ ଉପସ୍ଥାପିତ ହେଲା ରାଜ୍ୟ କାମଚଳା ବଜେଟ । ବଜେଟ ଆଗତ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ । ୨୦୨୪-୨୫ ବର୍ଷ ପାଇଁ କାମ ତଳା ବଜେଟ ଉପସ୍ଥାପିତ ହୋଇଛି । ରାଜ୍ୟ ଅଭିବୃଦ୍ଧି ହାର ୭୮.୨୫ ପ୍ରତିଶତ ରହିଛି । ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ତେବେ ଏହି ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି । ତେବେ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟବରାଦ ହୋଇଛି ଜାଣନ୍ତୁ।
ମିଶନ ଶକ୍ତି ପାଇଁ ୨୭୬୦.୮୧ କୋଟି
ପର୍ୟ୍ୟଟନ ପାଇଁ ୮୧୭.୯୫ କୋଟି
ମହିଳା ଓ ଶିଶୁ ବିକାଶ ପାଇଁ ୫୦୧୫.୧୫ କୋଟି
ଉଚ୍ଚଶିକ୍ଷା ପାଇଁ ୩୪୬୯.୮୩ କୋଟି
ରାଜସ୍ୱ ବିପର୍ୟ୍ୟ ପରିଚାଳନା ୩୯୭୦.୨୯ କୋଟି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୪ ହଜାର ୭୬୪ କୋଟି
ପଞ୍ଚାୟତିରାଜ ବିଭାଗ ୨୨ ହଜାର ୫୪୩ କୋଟି
ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୯ ହଜାର ୭୨୯ କୋଟି
ଜଳ ସମ୍ପଦ ବିଭାଗ ପାଇଁ ୧୩ ହଜାର ୨୬୭ କୋଟି
ଯୋଜନା ଓ ସଂଯୋଜନା ପାଇଁ ୧୨ ହଜାର ୪୩ କୋଟି
ନିର୍ମାଣ ବିଭାଗ ପାଇଁ ୧୦ ହଜାର ୯୫୦ କୋଟି
ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୯ ହଜାର ୩୩୦ କୋଟି
ଗୃହ ବିଭାଗ ପାଇଁ ୮ ହଜାର ୬୪୧ କୋଟି
ଆଇନ ବିଭାଗ: ୯୧୫.୪୨କୋଟି
ଅର୍ଥ ବିଭାଗ: ୬୬୩୨୧.୮୯ କୋଟି
ବାଣିଜ୍ୟ: ୧୯୫.୮୯ କୋଟି
ନିର୍ମାଣ: ୧୦୯୫୦ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା – ୭୨ କୋଟି
ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ – ୧୫ କୋଟି
ଏନଆରଏଲଏମ – ୧୧୬୨ କୋଟି
ମମତା – ୫୨୧ କୋଟି
Powered by Froala Editor