Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନେପାଳର କୋଶୀରେ ଭୂମିକମ୍ପ ଝଟକା

  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

  • ବ୍ରିଜା କାର୍ ଯୌତୁକ ମାଗି ଚାକିରିରୁ ...

  • ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ

  • ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ...

  • ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ...

  • ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ...

  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ...

  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

  • କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ...

ବାଣିଜ୍ୟ
Home ›› ବାଣିଜ୍ୟ ››ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

2026-07-20 12:45:44
14017
Share:
Facebook
Twitter
E-Mail
WhatsApp
Telegram
ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

ଏକ ୨- ମିନିଟର ସନ୍‌ଫିଷ୍ଟ ମାରୀ ଲାଇଟ ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ ଜରିଆରେ


ଭୁବନେଶ୍ୱର / ପୁରୀ : ପ୍ରଚୁର ସୂର୍ଯ୍ୟକିରଣ ପ୍ରାପ୍ତି ସତ୍ତ୍ୱେ ନିୟୁତ ନିୟୁତ ଭାରତୀୟଙ୍କୁ ଭିଟାମିନ ଡି’ର ଅଭାବ ପ୍ରଭାବିତ କରିଚାଲିଛି, ଅନେକ ସମୟରେ ସୀମିତ ସଚେତନତା କାରଣରୁ ଏହା ଜଣାପଡୁନାହିଁ । ଓଡ଼ିଶାର ସଂସ୍କୃତି ସହିତ ଏହାର ଅର୍ଥପୂର୍ଣ୍ଣ ସଂପୃକ୍ତିକୁ ଜାରି ରଖି ସନ୍‌ଫିଷ୍ଟ ମାରୀ ଲାଇଟ ଏକ ଭିଟାମିନ ଡି’ ସଚେତନତା ପ୍ରୟାସ ସନ୍‌ଫିଷ୍ଟସୂର୍ଯ୍ୟ ବରଦାନ ଆରମ୍ଭ କରିଛି । ଏହି ପ୍ରୟାସ ସୂର୍ଯ୍ୟଙ୍କ ସହିତ ସନ୍‌ଫିଷ୍ଟ ମାରୀ ଲାଇଟ୍‌ର ଦୀର୍ଘକାଳୀନ ସମ୍ପର୍କ ଏବଂ “ଭିଟାମିନ ଡି’ର ଉତ୍ତମତା” ବିଷୟ ଆଧାରରେ ପ୍ରସ୍ତୁତ କରାଯାଇଛି । 

ଓଡ଼ିଶାର ଅନ୍ୟତମ ସର୍ବବୃହତ ସାଂସ୍କୃତିକ ସମାବେଶ ଭାବରେ ରଥ ଯାତ୍ରା ଭିଟାମିନ ଡି’ ସମ୍ପର୍କରେ ପରିମାଣାତ୍ମକ ଭାବରେ ଏହାର ବାର୍ତ୍ତା ପ୍ରସାର କରିବାରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌କୁ ଏକ ଶକ୍ତିଶାଳୀ ମଞ୍ଚ ଯୋଗାଇ ଦେଇଥିଲା । ‘ହର୍‌ କିରନ୍‌ ମେଁ ଛୁପା ହୈ ଭିଟାମିନ ଡି କା ବରଦାନ’ (ପ୍ରତ୍ୟେକ କିରଣରେ ଲୁଚି ରହିଛି ଭିଟାମିନ ଡି’ର ବରଦାନ) ଚିନ୍ତନକୁ ନେଇ ଏହି ବ୍ରାଣ୍ଡ୍‌ ଭକ୍ତଗଣ ଓ ସେମାନଙ୍କ ପରିବାରବର୍ଗଙ୍କୁ ଭିଟାମିନ ଡି’ ଆବଶ୍ୟକତା ସମ୍ପର୍କରେ ଅଧିକ ସଚେତନ ହେବାକୁ ଉତ୍ସାହିତ କରିଥିଲା ।

ଏହି ପ୍ରଚାର ଅଭିଯାନ ସ୍ଥଳଭାଗ ଓ ଅନ୍‌ଲାଇନ ଉପସ୍ଥିତି ଜରିଆରେ ମଜଭୁତ ଭାବରେ ପ୍ରଦର୍ଶିତ ହୋଇଥିଲା । ପୁରୀ ରଥ ଯାତ୍ରାରେ ସୂର୍ଯ୍ୟ ସହାୟକଗଣ ଭକ୍ତଙ୍କ ସହିତ ଭାବ ବିନିମୟ କରିବା ସହିତ ସେମାନଙ୍କୁ ୨- ମିନିଟର ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ ଆଡକୁ ଅଗ୍ରସର କରାଇଥିଲେ ଏବଂ ଭିଟାମିନ ଡି’ ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିବା ଶିକ୍ଷଣୀୟ ସାମଗ୍ରୀ ପ୍ରଦାନ କରିଥିଲେ । ବଛା ବଛା ଅଂଶଗ୍ରହଣକାରୀଙ୍କୁ ମଧ୍ୟ ମାଗଣାରେ ଭିଟାମିନ ଡି’ ଡାକ୍ତରୀ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସଚେତନତା ପ୍ରୟାସକୁ ଅର୍ଥପୂର୍ଣ୍ଣ କାର୍ଯ୍ୟକାରିତାରେ ରୂପାନ୍ତରିତ କରିଥିଲା । ଏହି ପ୍ରଚାର ଅଭିଯାନ ଅନ୍‌ଲାଇନରେ ମଧ୍ୟ ପରିବ୍ୟାପ୍ତ ହୋଇଥିଲା, ଯେଉଁଥିରେ ଉପଭୋକ୍ତାମାନେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା, ଘର ବାହାରେ ନିୟମିତ କାର୍ଯ୍ୟ ଏବଂ ଭିଟାମିନ ଡି’ ସଚେତନତାକୁ ନେଇ ସରଳ ଆଚରଣଗତ ପ୍ରଶ୍ନଗୁଡିକର ଉତ୍ତର ଦେଇ ହ୍ୱାଟସ୍‌ଆପ ଭିତ୍ତିକ ପରୀକ୍ଷା ଦେଇଥିଲେ ।

ଶ୍ରୀ ସୁରଜ କାଠୁରିଆ, ଭିପି ଓ ହେଡ୍‌ ଅଫ ମାର୍କେଟିଂ- ବିସ୍କୁଟସ୍‌, ଫୁଡ୍‌ସ୍‌ ଡିଭିଜନ ଆଇଟିସି ଲିମିଟେଡ କହିଥିଲେ:“ସୂର୍ଯ୍ୟ ସହିତ ଓଡ଼ିଶାର ସ୍ଥାୟୀ ସମ୍ପର୍କ ଭିଟାମିନ ଡି’କୁ ନେଇ ଆଲୋଚନା ଆଗେଇନେବା ନିମନ୍ତେ ଆମକୁ ଏକ ଅର୍ଥପୂର୍ଣ୍ଣ ଆରମ୍ଭ ବିନ୍ଦୁ ଯୋଗାଇ ଦେଇଥିଲା । ସୂର୍ଯ୍ୟ ବରଦାନ ଜରିଆରେ ଭିଟାମିନ ଡି ସଚେତନତାକୁ ଗ୍ରାହକମାନଙ୍କ ନିମନ୍ତେ ସରଳ ଓ ଉପଯୋଗୀ କରି ଗଢିତୋଳିବା ଆମର ପ୍ରୟାସ ହୋଇଛି । ପ୍ରଯୁକ୍ତି, ଗୋଷ୍ଠୀ ନିୟୋଜନତା ଏବଂ ରଥ ଯାତ୍ରାର ପରିମାଣାତ୍ମକ ଦିଗର ସମ୍ମିଶ୍ରଣ କରି ଆମେ ଜନସାଧାରଣଙ୍କୁ ସେମାନଙ୍କର ଭିଟାମିନ ଡି’ ଆବଶ୍ୟକତା ସମ୍ପର୍କରେ ଅଧିକ ଭଲ ଭାବରେ ବୁଝିବା ଏବଂ ସୂର୍ଯ୍ୟ କିରଣରେ ସମୟ ବିତାଇବା ତଥା ଭିଟାମିନ ଡି’ ଥିବା ସନ୍‌ଫିଷ୍ଟ ମାରୀ ଲାଇଟ୍‌କୁ ସେମାନଙ୍କ ପ୍ରତ୍ୟେକ ଦିନ ଚା’ପାନ ସମୟରେ ଏକ ଅଂଶ କରିବା ଭଳି ସେମାନଙ୍କର କଲ୍ୟାଣ ଦିଗରେ ସୂଚିତ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲୁ ।”

ଅର୍ଚ୍ଚିତା ସାହୁ, ଖ୍ୟାତିସମ୍ପନ୍ନ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ଓଡ଼ିଶାରେ ବ୍ରାଣ୍ଡ୍‌ର ଆମ୍ବାସାଡର କହିଥିଲେ:“ଜଣେ ଓଡ଼ିଆ ଭାବରେ ରଥ ଯାତ୍ରା ମୋ ହୃଦୟର ଅତି ନିକଟତର । ସନ୍‌ଫିଷ୍ଟ ମାରୀ ଲାଇଟ୍‌ର ସୂର୍ଯ୍ୟ ବରଦାନ ପ୍ରୟାସର ଏକ ଅଂଶ ହୋଇ ମୁଁ ଅତ୍ୟନ୍ତ ଖୁସି ଅଛି, ଯାହା ଜନସାଧାରଣଙ୍କୁ ସେମାନଙ୍କର ଭିଟାମିନ ଡି’ ଆବଶ୍ୟକତା ବୁଝିବାରେ ଉତ୍ସାହିତ କରିଛି । ପ୍ରତ୍ୟେକ ବ୍ୟକ୍ତି ଏହି ୨- ମିନିଟ ଭିଟାମିନ ଡି’ ଆବଶ୍ୟକତା ଯାଞ୍ଚ କରାଇବାକୁ ମୁଁ ନିବେଦନ କରୁଛି ।”

ସୂର୍ଯ୍ୟ ବରଦାନର ଦ୍ୱିତୀୟ ସଂସ୍କରଣ ସହିତ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଉପଭୋକ୍ତା ସଚେତନତା ନିମନ୍ତେ ସାଂସ୍କୃତିକ ମୁହୂର୍ତ୍ତଗୁଡିକୁ କିଭଳି ଅର୍ଥପୂର୍ଣ୍ଣ ମଞ୍ଚ ଭାବରେ ବ୍ରାଣ୍ଡ୍‌ଗୁଡିକ ରୂପାନ୍ତରିତ କରିପାରିବେ ତାହା ପ୍ରଦର୍ଶନ କରିବା ଜାରି ରଖିବା ସହିତ ଓଡ଼ିଶା ସହିତ ଏହାର ସମ୍ପର୍କକୁ ସୁଦୃଢ କରୁଛି ଏବଂ ସେହି ସମୟରେ ଭିଟାମିନ ଡି’ ଓ ଦୈନନ୍ଦିନ ସୁସ୍ଥତାକୁ ନେଇ ସଚେତନତାକୁ ଉତ୍ସାହିତ କରୁଛି ।

Powered by Froala Editor

Tags Sunfeast

Related articles Odisha News Lens 4.1

  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା
    ଦେଶ-ଦେଶାନ୍ତର

    ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14692
    Nov 24, 2026
  • ନେପାଳର କୋଶୀରେ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ନେପାଳର କୋଶୀରେ ଭୂମିକମ୍ପ ଝଟକା

    15171
    Nov 24, 2026
  • ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6
    ଦେଶ-ଦେଶାନ୍ତର

    ଗିନିଜ୍ ବୁକ୍‌ ରେ ୱାର୍ଲ୍ଡ ରେକର୍ଡ କଲା GTA-6

    14653
    Nov 23, 2026
  • କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ପୋଲିସ ବର
    ଦେଶ-ଦେଶାନ୍ତର

    କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ପୋଲିସ ବର

    14892
    Nov 23, 2026
  • ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ
    ଦେଶ-ଦେଶାନ୍ତର

    ୪,୦୦୦ ଅଗ୍ନିବୀରଙ୍କ ତଥ୍ୟ ଚୋରି କଲା ନାବାଳକ

    14674
    Nov 23, 2026
  • ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ଟଙ୍କାର ଫୋନ୍ ଚୋରି
    ଦେଶ-ଦେଶାନ୍ତର

    ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ଟଙ୍କାର ଫୋନ୍ ଚୋରି

    14749
    Nov 24, 2026
  • ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା
    ଦେଶ-ଦେଶାନ୍ତର

    ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା

    13681
    Nov 24, 2026
  • ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା
    ଦେଶ-ଦେଶାନ୍ତର

    ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା

    15260
    Nov 24, 2026
  • ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ
    ଦେଶ-ଦେଶାନ୍ତର

    ବରଙ୍କୁ ୧-୧ କୋଟି ଟଙ୍କାର ବିଶାଳ ନୋଟ୍ ମାଳ

    15574
    Nov 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡିସେମ୍ବର ୧୬ରେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଶେଖ୍ ହସିନା

    15260
    Nov 24, 2026
  • ଦେଶ-ଦେଶାନ୍ତର

    ଦିଲଜିତ୍‌ଙ୍କ କନ୍‌ସର୍ଟରେ ୪.୩୦ ଲକ୍ଷ ଟଙ୍କାର ଫୋନ୍ ଚୋରି

    14749
    Nov 24, 2026
  • ଦେଶ-ଦେଶାନ୍ତର

    ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14692
    Nov 24, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17311
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18013
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17969
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18383
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15507
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14908
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14541
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15881
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14659
    Nov 07, 2026

ବାଣିଜ୍ୟ

ମାସକରେ କମିଲାଣି ୨୧ ହଜାର ସୁନା

ସର୍ବୋଚ୍ଚ ସ୍ତରରୁ ବହୁ ମାତ୍ରାରେ ଶସ୍ତା ହୋଇଯାଇଛି ସୁନା ଏବଂ ରୁପା । ୫ ଦିନରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିଛି ସୁନା ଦର । ସେହିଭଳି ମାସକରେ ଦର ପାଖାପାଖି ୨୧ ହଜାର କମିଗଲାଣି । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୪୭୦୦ ଟଙ୍କା ଏବଂ ୫୧୨୦ ଟଙ୍କା ହ୍ ...

  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15785
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14105
    Nov 20, 2026
  • ଖରିଫ ସମ୍ପର୍କିତ ଶିକ୍ଷା ଆହରଣର ସମୀକ୍ଷା ଓ ଜଳବାୟୁ-ସହନଶୀଳ ରବି ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପୁରୀରେ ଅନୁଷ୍ଠିତ ତୃତୀୟ ଡିଏଲ୍‌ସିସି ବୈଠକରେ ସାତଟି ଲାଇନ୍‌ ବିଭାଗ ଓ କେଭିକେ ଯୋଗଦେଲେ

    15748
    Nov 18, 2026
  • ଭିଏଏମଏଲ ପକ୍ଷରୁ କଳାହାଣ୍ଡି ଓ ରାୟଗଡ଼ାର ୩୩୦ରୁ ଅଧିକ ପରିବାରଙ୍କୁ ଇନ୍ଧନ-ଦକ୍ଷ ଚୁଲା ବିତରଣ

    14369
    Nov 18, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଜେପି ଓ ଅକାଳୀ ଦଳ ମେଣ୍ଟ ଘୋଷଣା

    14692
    Nov 24, 2026
  • ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଝିଅଙ୍କ ଭାରତୀୟ ଅଭ୍ୟର୍ଥନା

    13681
    Nov 24, 2026
  • କାର୍ ପାଇଁ ବିବାହ କରିବାକୁ ମନା କରିଦେଲା ପୋଲିସ ବର

    14892
    Nov 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In