ଏଏସ୍ଓ ଚୟନରେ ଅନିୟମିତତା ମାମଲା : ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର: ଏଏସ୍ଓ ଚୟନରେ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି।
ରାଜ୍ୟ ସରକାର, ଓପିଏସ୍ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ସାମିଲ କରି ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍ଏଲ୍ପିକୁ ଗ୍ରହଣ କରି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ଏହି ନୋଟିସ୍ କରିଛନ୍ତି।
Powered by Froala Editor