Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ...

  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ...

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

  • ଏପରି ସଜାନ୍ତୁ ରାକ୍ଷୀ ଥାଳି

  • ଶାହାଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ, ...

  • ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ

  • ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ...

  • ଯାହାର ଯେମିତି ଚଷମା, ସେମିତି ...

  • ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ...

ବିଶେଷ
Home ›› ବିଶେଷ ››ପ୍ରେମରେ ପଡ଼ିଲେ ଝିଅଙ୍କ ବ୍ୟବହାରରେ ଆସିଥାଏ ଏହିସବୁ ପରିବର୍ତ୍ତନ

ପ୍ରେମରେ ପଡ଼ିଲେ ଝିଅଙ୍କ ବ୍ୟବହାରରେ ଆସିଥାଏ ଏହିସବୁ ପରିବର୍ତ୍ତନ

2024-01-08 05:39:53
15736
Share:
Facebook
Twitter
E-Mail
WhatsApp
Telegram
ପ୍ରେମରେ ପଡ଼ିଲେ ଝିଅଙ୍କ ବ୍ୟବହାରରେ ଆସିଥାଏ ଏହିସବୁ ପରିବର୍ତ୍ତନ

ପ୍ରେମରେ ପଡ଼ିଲେ ଝିଅମାନେ ଭୋକଶୋଷ ଭୁଲି ଯାଆନ୍ତି । ବଦଳି ଯାଏ  ତାଙ୍କ ଜୀବନଚର୍ୟ୍ୟା, ବଦଳିଯାଏ କଥାବାର୍ତ୍ତାଶୈଳୀ । ପ୍ରେମକୁ ନେଇ ଖୁବ୍‌ ଭାବପ୍ରବଣ ହୋଇ ପଡନ୍ତି। ଅଜଣାତରେ ପାଲଟି ଯାଆନ୍ତି ଜଣେ ଭାବୁକ। ପ୍ରତି ମୁହୂର୍ତ୍ତରେ ପ୍ରେମିକାର ଆଖିରେ ଖାଲି ନାଚି ଉଠେ ପ୍ରେମିକର ମୁହଁ। ଆସନ୍ତୁ ଜାଣିବା ପ୍ରେମରେ ପଡ଼ିଲେ ଝିଅଙ୍କ ବ୍ୟବହାରରେ କେଉଁ କେଉଁ ପରିବର୍ତ୍ତନ ଆସିଯାଏ।

-ପ୍ରେମରେ ପଡ଼ିଲେ ଝିଅଙ୍କ ଆଖିକୁ ନିଦ ଆସି ନଥାଏ। ଏପରିକି ବିଳମ୍ବିତ ରାତି ପର୍ୟ୍ୟନ୍ତ ଅନିଦ୍ରା ରହିଥାନ୍ତି। ରାତିରାତି ଫୋନରେ କଥା ହୋଇଥାନ୍ତି। କେତେବେଳେ ରାତି ପାହି ସକାଳ ହୋଇ ଯାଇଥାଏ, ତାହା ତାଙ୍କୁ ଜଣା ପଡେନି।

-ପ୍ରେମରେ ପଡ଼ିଲେ ଝିଅମାନେ ଅଧିକ ସଜେଇ ହେବାକୁ ଭଲ ପାଆନ୍ତି।  ସେମାନେ ଚାହାଁନ୍ତି ତାଙ୍କ ପ୍ରେମିକ ଆଗରେ ପରିଟିଏ ପରି ଦେଖାଯିବେ। ସେଥିପାଇଁ ସବୁବେଳେ ଆଇନା ଆଗରେ ଠିଆ ହୋଇ ନିଜକୁ ସଜେଇବାରେ ବ୍ୟସ୍ତ ଥାଆନ୍ତି। ଏହା ସହ ଆଇନାକୁ ଚାହିଁ ଚାହିଁ ମନକୁ ମନ କଥା ହୋଇଥାନ୍ତି, ଖୁବ୍‌ ହସିଥାନ୍ତି।

-ଝିଅମାନେ ପ୍ରେମରେ ପଡ଼ିଲେ ରୋମାଣ୍ଟିକ୍‌ ଷ୍ଟୋରୀ ଓ ଲଭ ଷ୍ଟୋରୀ ପଢ଼ିବା ପାଇଁ ଭଲ ପାଇଥାନ୍ତି। ସବୁବେଳେ ରୋମାଣ୍ଟିକ୍ ଗୀତ ମଧ୍ୟ ଶୁଣିବାକୁ ଭଲ ପାଇଥାନ୍ତି।

-ଥରେ ପ୍ରେମରେ ପଡିଲେ, ଝିଅମାନଙ୍କ ଚାଲି ଓ କଥା କହିବାର ଶୈଳୀ ପରିବର୍ତ୍ତନ ହୋଇଯାଇଥାଏ।  ସବୁବେଳେ ଝିଅମାନେ ଲାଜେଇଲା ଭଳି କଥା ହୋଇଥାନ୍ତି। ବିଭିନ୍ନ ଫ୍ୟାସନ୍‌ର ପୋଷାକ ପିନ୍ଧିବାକୁ ଭଲ ପାଇଥାନ୍ତି। ନିଜର ମେକଅପ୍‌ ନେଇ ସବୁବେଳେ ବ୍ୟସ୍ତ ହୋଇ ପଡିଥାନ୍ତି।

-ତେବେ ଆଜିର ଯୁଗରେ ବିନା ମୋବାଇଲରେ ପ୍ରେମ ଯେମିତି ଅସମ୍ଭବ ହୋଇ ପଡିଛି। ଘଣ୍ଟାଘଣ୍ଟା ଚାଟିଂ। ମେସେଜ୍‌ ଦିଆନିଆରେ ଭୋକଶୋଷ ମରିଯାଏ। ଥରୁଟିଏ ପ୍ରେମରେ ପଡିଲେ ପ୍ରେମିକା ଚାଲିଯାଏ ଭିନ୍ନ ଏକ ଦୁନିଆକୁ। ଯେଉଁ ଜୀବନର ବେଗ ବଢିଯାଏ ଆବେଗ ସହ।

Powered by Froala Editor

Tags Love

Related articles Odisha News Lens 4.1

  • ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ.... ଏମିତି କାହିଁକି କହିଲେ ଶାହା ଜାଣନ୍ତୁ
    ଦେଶ-ଦେଶାନ୍ତର

    ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ.... ଏମିତି କାହିଁକି କହିଲେ ଶାହା ଜାଣନ୍ତୁ

    14817
    Jul 29, 2025
  • ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ଷ୍ଟ୍ରେଚରରେ ଚାଲିଗଲା ଯୁବକର ଜୀବନ
    ଦେଶ-ଦେଶାନ୍ତର

    ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ଷ୍ଟ୍ରେଚରରେ ଚାଲିଗଲା ଯୁବକର ଜୀବନ

    15374
    Jul 29, 2025
  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ
    ଦେଶ-ଦେଶାନ୍ତର

    ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ

    15103
    Jul 30, 2025
  • ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା
    ଦେଶ-ଦେଶାନ୍ତର

    ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା

    13662
    Jul 29, 2025
  • ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ
    ଦେଶ-ଦେଶାନ୍ତର

    ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ

    15416
    Jul 29, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ
    ବିଶେଷ

    ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14774
    Jul 30, 2025
  • ଏପରି ସଜାନ୍ତୁ ରାକ୍ଷୀ ଥାଳି
    ବିଶେଷ

    ଏପରି ସଜାନ୍ତୁ ରାକ୍ଷୀ ଥାଳି

    14813
    Jul 30, 2025
  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ
    ଦେଶ-ଦେଶାନ୍ତର

    କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ

    13940
    Jul 30, 2025
  • ଶାହାଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ, ପହଲଗାମରେ ଆକ୍ରମଣ କିପରି ହେଲା
    ଦେଶ-ଦେଶାନ୍ତର

    ଶାହାଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ, ପହଲଗାମରେ ଆକ୍ରମଣ କିପରି ହେଲା

    14416
    Jul 29, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ

    15416
    Jul 29, 2025
  • ବିଶେଷ

    ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14774
    Jul 30, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା

    13662
    Jul 29, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16646
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16759
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17083
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15565
    Apr 03, 2021

ବିଶେଷ

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14774
    Jul 30, 2025
  • ଏପରି ସଜାନ୍ତୁ ରାକ୍ଷୀ ଥାଳି

    14813
    Jul 30, 2025
  • ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡାଙ୍କ 'ସୈୟାରା ' କରୁଛି କମାଲ

    15776
    Jul 29, 2025
  • ସର୍ଭାଇକାଲ ଯନ୍ତ୍ରଣା କଣ, ଜାଣନ୍ତୁ କାରଣ...

    15747
    Jul 28, 2025
  • ପ୍ରତିଦିନ ସେବନ କରନ୍ତୁ ପିଜୁଳି ପତ୍ର

    14900
    Jul 28, 2025

ବାଣିଜ୍ୟ

ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

ଭୁବନେଶ୍ୱର : ସଡ଼କ ସୁରକ୍ଷା ଏବଂ ଗୋଷ୍ଠୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଭାରତର ସର୍ବବୃହତ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରର କେତେକ ସର୍ବାଧିକ ବ୍ୟସ୍ତବହୁଳ ଜଙ୍କ୍‌ସନଗୁଡିକରେ ଚାରିଟି ପୂର୍ଣ୍ଣ ସୁସଜ୍ଜିତ ପୋଲିସ ବୁଥ୍‌ ସ୍ଥାପନ କରି ଭୁବନେଶ୍ୱର ଟ ...

  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14711
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14804
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14153
    Jul 21, 2025
  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

    14450
    Jul 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

    15097
    Jul 30, 2025
  • ଏପରି ସଜାନ୍ତୁ ରାକ୍ଷୀ ଥାଳି

    14813
    Jul 30, 2025
  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ

    13940
    Jul 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In