ବୈତରଣୀ ନଦୀ ବ୍ୟାରେଜ ପ୍ରକଳ୍ପ କେନାଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ନବନିର୍ମିତ ବୈତରଣୀ ନଦୀ ବ୍ୟାରେଜ ପ୍ରକଳ୍ପର ବାମପାର୍ଶ୍ଵ କେନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ । ୫ ଶହ କୋଟି ଟଙ୍କାରେ ନିର୍ମିତ ଏହି କେନାଲରେ ପ୍ରଥମ ପର୍ୟ୍ୟାୟରେ ୧୮ କିଲୋମିଟର ବିଦ୍ୟାଧରପୁର ଆନିକଟ ଯାଏଁ କାର୍ୟ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି କେନାଲ କାର୍ୟ୍ୟକ୍ଷମ ହେବା ପରେ ହଜାର ହଜାର ଚାଷୀ ଉପକୃତ ହେବେ।
Powered by Froala Editor