Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ...

  • RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି ...

  • ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ...

  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ...

  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ...

  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ...

  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ...

  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ...

  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

ରାଜ୍ୟ
Home ›› ରାଜ୍ୟ ››କିଡନୀ ଦେବାକୁ କହି ୧୨ଲକ୍ଷ ଠକି ନେଲେ ଦମ୍ପତି

କିଡନୀ ଦେବାକୁ କହି ୧୨ଲକ୍ଷ ଠକି ନେଲେ ଦମ୍ପତି

2023-12-21 09:17:27
15730
Share:
Facebook
Twitter
E-Mail
WhatsApp
Telegram
କିଡନୀ ଦେବାକୁ କହି ୧୨ଲକ୍ଷ ଠକି ନେଲେ ଦମ୍ପତି

କଟକ : ଜଣେ କିଡ୍‌ନୀ ହରାଇଥିବା ବ୍ୟକ୍ତିଙ୍କୁ କିଡନୀ ଦେବାକୁ କହି ଦମ୍ପତି ୧୨ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଏହି ଦମ୍ପତିଙ୍କୁ କଟକରେ କିଡନୀ ପାଇଁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ପରିବାର କାବୁ କରି ପୁଲିସ ଜିମା ଦେଇଛନ୍ତି। ଏହି କାରବାରରେ ଏକ ସୁସଂଗଠିତ ରାକେଟ ସଂପୃକ୍ତ ଥିବା ସନ୍ଦେହ କରି ପୁଲିସ ତଦନ୍ତକୁ ବ୍ୟାପକ କରିଛି।
 କେନ୍ଦୁଝର ଅଞ୍ଚଳର କୁଟୁଲ ମାଝୀଙ୍କ ଦୁଇଟି କିଡନୀ ନଷ୍ଟ ହୋଇଯାଇଥିଲା। ୨୦୨୨ରୁ ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅନୁଗୋଳ ଅଞ୍ଚଳର ମାର୍କଣ୍ଡ ନାଥ ଏବଂ ପତ୍ନୀ ଶାନ୍ତିଲତା ମଧ୍ୟ ଚିକିତ୍ସା ପାଇଁ ବଡ ଡାକ୍ତରଖାନାକୁ ଆସୁଥିଲେ। ନିୟମିତ ଦେଖାସାକ୍ଷାତରୁ କୁଟୁଲଙ୍କ ସହିତ ମାର୍କଣ୍ଡଙ୍କ ପରିଚୟ ହୋଇଥିଲା। ଦୁଇଟି କିଡନୀ ଖରାପ ଥିବାରୁ ପ୍ରତିରୋପଣ ପାଇଁ କୁଟୁଲଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ କୁଟୁଲ ମାର୍କଣ୍ଡଙ୍କୁ କହିଥିଲେ। ଏହି କଥା ଶୁଣିବା ପରେ ମାର୍କଣ୍ଡ ପତ୍ନୀ ଶାନ୍ତିଲତାଙ୍କ କିଡନୀ ଦାନ କରିବାକୁ ଚାହୁଁଥିବା କୁଟୁଲଙ୍କୁ କହିଥିଲେ। ଏଥିପାଇଁ କୁଟୁଲଙ୍କୁ ୧୨ଲକ୍ଷ ଟଙ୍କା ଦେବାକୁ ମାର୍କଣ୍ଡ କହିଥିଲେ। କୁଟୁଲଙ୍କ ପତ୍ନୀ ମାର୍କଣ୍ଡଙ୍କ ସହିତ ଚୁକ୍ତିନାମା କରି ପ୍ରାଥମିକ ପର୍ୟ୍ୟାୟରେ ୯ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ପ୍ରତିରୋପଣ ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ବାବଦକୁ ମାସିକ ୩୦ ହଜାର ଟଙ୍କା ଦେବାକୁ ଚୁକ୍ତିରେ ମଧ୍ୟ ଉଲ୍ଲେଖ ରହିଥିଲା। ମାର୍କଣ୍ଡ ତାଙ୍କଠାରୁ ୪ଲକ୍ଷ ଟଙ୍କା ନେଇଯାଇଥିଲେ। ଟଙ୍କା ନେବା ପରେ କିଡନୀ ଦେବାକୁ ମାର୍କଣ୍ଡ ସମୟ ଗଡ଼ାଇ ଚାଲିଥିଲେ। ଲକ୍ଷାଧିକ ଟଙ୍କା ନେବା ସତ୍ତ୍ବେ କୁଟୁଲଙ୍କ ସହିତ ସେ ଆଉ ସମ୍ପର୍କ ରଖି ନଥିଲା। କିଡନୀ ପ୍ରତିରୋପଣ ବିଳମ୍ବ ଘଟୁଥିବାରୁ କୁଟୁଲ ମାର୍କଣ୍ଡ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା। ମାର୍କଣ୍ଡ ପରିବାର ସହ ରାଣୀହାଟ ଅଞ୍ଚଳରେ ଭଡା ଘରେ ରହୁଥିବା କୁଟୁଲ ସୂଚନା ପାଇଥିଲା।
ଆଜି କୁଟୁଲଙ୍କ ପତ୍ନୀ ଓ ତାଙ୍କର କେତେକ ସମ୍ପର୍କୀୟ ରାଣୀହାଟରୁ ମାର୍କଣ୍ଡକୁ ଧରିନେଇଥିଲେ। ଉଭୟଙ୍କ ଭିତରେ ପାଟିତୁଣ୍ଡ ଶୁଣି ସ୍ଥାନୀୟଲୋକେ ସେଠାରେ ଭିଡ ଜମାଇଥିଲେ। କିଡନୀ ପାଇଁ ମାର୍କଣ୍ଡ ଟଙ୍କା ନେଇଥିବାଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ପୁଲିସ ଏବଂ ମାର୍କଣ୍ଡର ପତ୍ନୀ ସେଠାରେ ପହଞ୍ଚିଥିଲେ। କୁଟୁଲ କିଡନୀ ଦେବା ପାଇଁ ହୋଇଥିବା ଚୁକ୍ତିନାମା କାଗଜପତ୍ର ଦେଖାଇବା ପରେ ବିବାଦ ଆହୁରି ବଢ଼ିଥିଲା। ପୁଲିସ ପତି ଓ ପତ୍ନୀଙ୍କୁ ଥାନାକୁ ନେଇଯିବାରୁ ଟଙ୍କା ନେଇଥିବା ବିଷୟ ସର୍ବସମ୍ମୁଖରେ ସ୍ୱୀକାର କରିଥିଲେ। ପୁଲିସ ଉଭୟଙ୍କୁ ଅଟକ ରଖି ତଦନ୍ତକୁ ତ୍ୱରାନ୍ୱିତ କରିଛି।

Powered by Froala Editor

Tags Kidney racket

Related articles Odisha News Lens 4.1

  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼
    ମନୋରଞ୍ଜନ

    ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

    14802
    Oct 06, 2026
  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ
    ଦେଶ-ଦେଶାନ୍ତର

    ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    14225
    Oct 06, 2026
  • RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି
    ଦେଶ-ଦେଶାନ୍ତର

    RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି

    15041
    Oct 07, 2026
  • ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ...
    ଦେଶ-ଦେଶାନ୍ତର

    ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ...

    15514
    Oct 07, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି
    ବାଣିଜ୍ୟ

    ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15032
    Oct 06, 2026
  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ
    ଦେଶ-ଦେଶାନ୍ତର

    ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ

    13645
    Oct 06, 2026
  • ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା
    ଦେଶ-ଦେଶାନ୍ତର

    ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା

    14717
    Oct 07, 2026
  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14881
    Oct 06, 2026
  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ
    ଦେଶ-ଦେଶାନ୍ତର

    କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

    15137
    Oct 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14881
    Oct 06, 2026
  • ଦେଶ-ଦେଶାନ୍ତର

    ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର

    15514
    Oct 07, 2026
  • ମନୋରଞ୍ଜନ

    ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

    14802
    Oct 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17157
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17848
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17808
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18224
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14258
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14483
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15499
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14172
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15909
    Sep 23, 2026

ବାଣିଜ୍ୟ

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା ଏବଂ ଅର୍ଥପୂର୍ଣ୍ଣ ସୁଯୋଗ ଓଡ଼ିଶା ଏବଂ ଛତିଶଗଡ଼ରେ ଯୁବକମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବାରେ ସାହାଯ୍ୟ କରୁଛି

ଭୁବନେଶ୍ୱର, ଅକ୍ଟୋବର ୬: ଗ୍ରାମାଞ୍ଚଳର ଯୁବକମାନ ...

  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14010
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15390
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15055
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14404
    Sep 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି

    15041
    Oct 07, 2026
  • ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା

    14717
    Oct 07, 2026
  • ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର

    15514
    Oct 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In