ପେଟ୍ରୋଲ ଢାଳି ହୋଇ ନାବାଳିକା ଛାତ୍ରୀ ଜୀବନ୍ତ ଦଗ୍ଧ
ଆସିକା : ନିଜକୁ ଜାଳିଦେଲେ ନାବାଳିକା ଛାତ୍ରୀ। ସେ କଲେଜରେ ପାଠ ପଢୁଥିଲେ ବୋଲି ଜଣାପଡିଛି। ଭେଟନଇ ଗାଁରେ ପେଟ୍ରୋଲ ଢାଳି ହୋଇ ନିଜକୁ ନିଜେ ନିଆଁ ଲଗାଇ ଦେଲେ। ଏହାପରେ ସେ ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଏପରି କରିବାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
Powered by Froala Editor