5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ଭେଟିଲେଉ ତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି ଶ୍ରୀ ଧୀରେନ୍ଦ୍ର ଦାସ
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି ଶ୍ରୀ ଧୀରେନ୍ଦ୍ର ଦାସ ନବୀନ ନିବାସ ଠାରେ 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଐତିହ୍ୟସ୍ଥଳୀ ଓ ଐତିହାସିକ ସ୍ଥଳୀର ରୂପାନ୍ତର ଉଦ୍ୟମରେ ବିକଶିତ ହୋଇଥିବା ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ରୂପାନ୍ତର ପାଇଁ ଧନ୍ୟବାଦ ଦେଇଥିଲେ । ସୁଆଣ୍ଡୋ ଆଜି ପ୍ରତ୍ୟେକ ଓଡିଆଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନରେ ପରିଣତ ହୋଇଛି । ଉତ୍କଳମଣିଙ୍କ ସମ୍ମାନାର୍ଥେ ସୁଆଣ୍ଡୋର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ 5T ଅଧ୍ୟକ୍ଷଙ୍କ ପ୍ରଚେଷ୍ଟାକୁ ସୁଆଣ୍ଡୋବାସୀ ତଥା ସମଗ୍ର ପୁରୀ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରୁଛନ୍ତି ବୋଲି ସେ କହିଥିଲେ ।
Powered by Froala Editor