ସନ୍ଧ୍ୟା ୫ଟାରେ କହିବେ ମୋଦୀ
ନୂଆଦିଲ୍ଲୀ: କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପିଏମଓ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ମୋଦୀ କ’ଣ କହିବେ ତାକୁ ନେଇ ସାରା ଦେଶବାସୀଙ୍କ ନଜର ରହିଛି ।
ତେବେ ବର୍ତ୍ତମାନର କରୋନାର କରାଳ କାୟା ଉପରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Powered by Froala Editor