Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ...

  • ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ...

  • ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ...

  • ଭାରତୀୟ ରେଳର ବଡ଼ ନିଷ୍ପତ୍ତି: ଟ୍ରେନ୍ ବଗି ...

  • ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୧୦୦ ମୃତ

  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ...

  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ...

  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କରୋନାର ସବୁଠାରୁ ବିପଜ୍ଜନକ ଏନ୪୪୦କେ ପ୍ରଜାତି ଠାବ

କରୋନାର ସବୁଠାରୁ ବିପଜ୍ଜନକ ଏନ୪୪୦କେ ପ୍ରଜାତି ଠାବ

2021-06-06 08:11:38
14259
Share:
Facebook
Twitter
E-Mail
WhatsApp
Telegram
କରୋନାର ସବୁଠାରୁ ବିପଜ୍ଜନକ ଏନ୪୪୦କେ ପ୍ରଜାତି ଠାବ

ଅହମଦାବାଦ: କରୋନାର ସବୁଠାରୁ ବିପଜ୍ଜନକ ପ୍ରଜାତି ଏନ୪୪୦କେ ପ୍ରଜାତି ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଠାବ ହେବାପରେ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି । ପ୍ରଥମେ ଆନ୍ଧ୍ର ପ୍ରଦେଶରେ ଠାବ ହୋଇଥିବା ଏହି ନୂଆ ପ୍ରଜାତି ପରବର୍ତ୍ତୀ ସମୟରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ମିଳିଥିଲା । ଏବେ ଗୁଜରାଟରେ ଏହି ପ୍ରଜାତି ଦ୍ୱାରା ସଂକ୍ରମିତ ୯ଟି ମାମଲା ଠାବ ହୋଇଥିବା ବେଳେ ଛତିଶଗଡ଼ରେ ମଧ୍ୟ ଚିହ୍ନଟ ହୋଇଛି । କରୋନାର ଏହି ସବୁଠାରୁ ଶକ୍ତିଶାଳୀ ପ୍ରଜାତି ୧୦ ଗୁଣ ଅଧିକ କ୍ଷୀପ୍ର ସଂକ୍ରମଣ ଘଟାଇବା ସହ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମାତ୍ର ୩-୪ ଦିନ ଭିତରେ ଅତି ଗମ୍ଭୀର ସ୍ଥିତିରେ ପହଞ୍ଚାଇ ଦେଉଛି । ଏହି ଘାତକ ପ୍ରଜାତି ଏବେ ୫ଟିରୁ ଅଧିକ ରାଜ୍ୟରେ ଠାବ ହେବାପରେ ଆଗକୁ ଏହି ପ୍ରଜାତି ଗାଏବ ହେବ କିମ୍ବା ବଡ଼ ସଂକ୍ରମଣ ଆଣିବ ସେ ନେଇ ଗବେଷଣା ଜାରି ରହିଛି । ଏନ୪୪୦କେ ପ୍ରଜାତିର ସ୍ପାଇକ ପ୍ରୋଟିନରେ ବଡ଼ ରୂପାନ୍ତର ହୋଇଥିବାରୁ ବର୍ତ୍ତମାନ ଉପଲବ୍ଧ ଥିବା କୋଭିଡ ଟିକା ଏହାର କିଭଳି ମୁକାବିଲା କରୁଛି ତାହାର ଅନୁଧ୍ୟାନ ଚାଲିଛି । ମହାରାଷ୍ଟ୍ରରେ ୭୨୨ଟି କୋଭିଡ ଭାଇରସ ଜିନୋମ ସିକୁ୍ୟନେସିଂରୁ ୯୧ଟିରେ ଏନ୪୪୦କେ ପ୍ରଜାତି ଚିହ୍ନଟ କରାଯାଇଥିଲା । ସେହିଭଳି ତେଲେଙ୍ଗାନାରେ ୮୧ ଏବଂ କର୍ଣ୍ଣାଟକରେ ୫୪ ମାମଲା ଠାବ ହୋଇଛି । ଏବେ ଗୁଜରାଟରେ ୯ଟି ଏନ୪୪୦କେ ମାମଲା ଠାବ ହୋଇଥିବା ଗବେଷଣା ସଂସ୍ଥା ଏସିଏସଆଇଆର ରିପୋର୍ଟରୁ ଜଣାପଡ଼ିଛି ।

Powered by Froala Editor

Tags Corona

Related articles Odisha News Lens 4.1

  • ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ...
    ରାଜନୀତି

    ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ...

    14008
    Jul 14, 2025
  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର
    ଦେଶ-ଦେଶାନ୍ତର

    ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର

    15321
    Jul 13, 2025
  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ
    ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15731
    Jul 13, 2025
  • ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୧୦୦ ମୃତ
    ଦେଶ-ଦେଶାନ୍ତର

    ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୧୦୦ ମୃତ

    14744
    Jul 14, 2025
  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ
    ଦେଶ-ଦେଶାନ୍ତର

    ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ

    15316
    Jul 12, 2025
  • ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଏବଂ ଯୌନ ନିର୍ଯାତନା ମାମଲା ରେ ଓଡ଼ିଶା ...
    ରାଜନୀତି

    ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଏବଂ ଯୌନ ନିର୍ଯାତନା ମାମଲା ରେ ଓଡ଼ିଶା ...

    14591
    Jul 14, 2025
  • ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ଗ୍ରସ୍ତ
    ଦେଶ-ଦେଶାନ୍ତର

    ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ଗ୍ରସ୍ତ

    13983
    Jul 14, 2025
  • ଭାରତୀୟ ରେଳର ବଡ଼ ନିଷ୍ପତ୍ତି: ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା
    ଦେଶ-ଦେଶାନ୍ତର

    ଭାରତୀୟ ରେଳର ବଡ଼ ନିଷ୍ପତ୍ତି: ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା

    15051
    Jul 14, 2025
  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    15075
    Jul 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15731
    Jul 13, 2025
  • ବିଶେଷ

    ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    14143
    Jul 13, 2025
  • ଦେଶ-ଦେଶାନ୍ତର

    ଭାରତୀୟ ରେଳର ବଡ଼ ନିଷ୍ପତ୍ତି: ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା

    15051
    Jul 14, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16619
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16736
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17048
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15538
    Apr 03, 2021

ବିଶେଷ

  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    14143
    Jul 13, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି

    14963
    Jul 12, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15829
    Jul 12, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14818
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14946
    Jul 10, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15873
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16412
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14059
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15580
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15731
    Jul 13, 2025
  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    15075
    Jul 13, 2025
  • ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ଗ୍ରସ୍ତ

    13983
    Jul 14, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In