Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, December 09, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ...

  • ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ...

  • ଜନ୍ମଦିନରେ ସୋନିଆଙ୍କୁ ଲାଗିଲା ଶକ୍ତ ...

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ ...

  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

  • ଜାପାନରେ ବଡ଼ ଭୂମିକମ୍ପ, ସୁନାମି ସତର୍କତା ...

  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

  • ସିଏମ୍ ପଦ ପାଇଁ ୫୦୦ କୋଟି..., ବୟାନ ଦେଇ ...

  • ବିଗ୍‌ ବସ୍‌-୧୯ ବିଜେତା ଗୌରବ

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ରୋଗୀଙ୍କୁ ଶୋଷଣ ଅଭିଯୋଗ: ତେଲେଙ୍ଗାନାର ୨୨ ହସ୍ପିଟାଲ ବ୍ୟାନ୍‌, ଆନ୍ଧ୍ରର ୧୬ ହସ୍ପିଟାଲ ଉପରେ ଫାଇନ

ରୋଗୀଙ୍କୁ ଶୋଷଣ ଅଭିଯୋଗ: ତେଲେଙ୍ଗାନାର ୨୨ ହସ୍ପିଟାଲ ବ୍ୟାନ୍‌, ଆନ୍ଧ୍ରର ୧୬ ହସ୍ପିଟାଲ ଉପରେ ଫାଇନ

2021-06-03 20:42:49
14373
Share:
Facebook
Twitter
E-Mail
WhatsApp
Telegram
ରୋଗୀଙ୍କୁ ଶୋଷଣ ଅଭିଯୋଗ: ତେଲେଙ୍ଗାନାର ୨୨ ହସ୍ପିଟାଲ ବ୍ୟାନ୍‌, ଆନ୍ଧ୍ରର ୧୬ ହସ୍ପିଟାଲ ଉପରେ ଫାଇନ

ଦ୍ୱିତୀୟ ଲହରର ଫାଇଦା ଉଠାଇଛନ୍ତି ଘରୋଇ ହସ୍ପିଟାଲମାନେ । ବିଭିନ୍ନ ଆଳ ଦେଖାଇ ନିରିହ ଲୋକଙ୍କଠାରୁ ଅର୍ଥ ଶୋଷଣ କରିବାରେ ଲାଗିଛନ୍ତି । ଲୋକମାନେ ମଧ୍ୟ ସେମାନଙ୍କର ପରିବାରବର୍ଗ ତଥା ସଂପର୍କୀୟମାନଙ୍କ ଜୀବନ ରକ୍ଷା କରିବାକୁ ଯାଇ କିଛି ଉପାୟ ନପାଇ ସେମାନଙ୍କ କଥାରେ ରାଜି ହୋଇ ଶୋଷଣର ଶିକାର ହେଉଛନ୍ତି । କୋଭିଡ ରୋଗୀଙ୍କଠାରୁ ଇଚ୍ଛା ମୁତାବକ ଟଙ୍କା ଚାର୍ଜ କରୁଥିବାର ଶହେରୁ ଅଧିକ ଅଭିଯୋଗ ଆସିବା ପରେ ଆନ୍ଧ୍ର ଓ ତେଲେଙ୍ଗାନା ସରକାର ଘରୋଇ ହସ୍ପିଟାଲଗୁଡିକ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।

ତେଲେଙ୍ଗାନା ସରକାର ୨୨ଟି ହସ୍ପିଟାଲ ପାଖରେ ଥିବା କୋଭିଡ ଚିକିତ୍ସା ଅଧିକାରକୁ ପ୍ରତ୍ୟାହାର କରି ନେଇଛନ୍ତି। ତେଲେଙ୍ଗାନା ସରକାର ବ୍ୟାନ କରିଥିବା ୨୨ଟି ଯାକ ହସ୍ପିଟାଲ ହାଇଦ୍ରାବାଦରେ ରହିଛି। ଏହା ମଧ୍ୟରେ କିମ୍ସର ସିକନ୍ଦରାବାଦ ବ୍ରାଞ୍ଚ, ଭିରିଞ୍ଚି, ବଞ୍ଜରା ହିଲ୍ସରେ ଥିବା ସେଞ୍ଚୁରୀ ହସ୍ପିଟାଲ ଓ କୁକାଟାପାଲ୍ଲୀରେ ଥିବା ମାକ୍ସ ହେଲ୍ଥ ଭଳି ଘରୋଇ ହସ୍ପିଟାଲ ରହିଛନ୍ତି।

ତେଲେଙ୍ଗାନାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜି ଶ୍ରୀନିବାସ ରାଓ କହିଛନ୍ତି, ୧୧୩ଟି ହସ୍ପିଟାଲ ବିରୋଧରେ ୧୭୪ଟି ଅଭିଯୋଗ ଆସିଥିଲା। ଏମାନଙ୍କ ମଧ୍ୟରୁ ୧୦୫ଟି ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ହସ୍ପିଟାଲଗୁଡ଼ିକ କରୋନା ଚିକିତ୍ସା ନାଁରେ ରୋଗୀଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଅଧିକ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।

ଆନ୍ଧ୍ର ସରକାର ମଧ୍ୟ ୧୬ଟି ହସ୍ପିଟାଲ ଉପରେ ଫାଇନ ଲାଗୁ କରିଥିବା ବେଳେ ଅନ୍ୟ ୪୬ଟି ହସ୍ପିଟାଲ ନାଁରେ ମାମଲା କରିଛନ୍ତି। ଏହି ହସ୍ପିଟାଲଗୁଡ଼ିକ କୋଭିଡ ରୋଗୀଙ୍କ ଠାରୁ ଇଚ୍ଛା ଅନୁସାରେ ଟଙ୍କା ଚାର୍ଜ କରୁଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଆନ୍ଧ୍ରର ସ୍ୱାସ୍ଥ୍ୟ ସଚିବ ଏକେ ସିଙ୍ଘାଲ କହିଛନ୍ତି, ଅଧିକ ଚାର୍ଜ କରିଥିବା ହସ୍ପିଟାଲଗୁଡ଼ିକୁ ବିଲ୍‌ ଥିବା ଅର୍ଥର ୧୦ ଗୁଣା ଜୋରିମାନା କରାଯିବ। ବାରମ୍ବାର ରୋଗୀଙ୍କୁ ଶୋଷଣ କରୁଥିବା ହସ୍ପିଟାଲ ଓ ଏହାର କର୍ତ୍ତୃପକ୍ଷଙ୍କ ବିରୋଧରେ ଅପରାଧିକ ମାମଲା କରାଯିବ ବୋଲି ସେ କହିଛନ୍ତି। 


Powered by Froala Editor

Tags private hospital

Related articles Odisha News Lens 4.1

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ...
    ବାଣିଜ୍ୟ

    ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ...

    14933
    Dec 08, 2025
  • ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମି
    ଦେଶ-ଦେଶାନ୍ତର

    ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମି

    14501
    Dec 09, 2025
  • ବିଗ୍‌ ବସ୍‌-୧୯ ବିଜେତା ଗୌରବ
    ମନୋରଞ୍ଜନ

    ବିଗ୍‌ ବସ୍‌-୧୯ ବିଜେତା ଗୌରବ

    15532
    Dec 08, 2025
  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ
    ବାଣିଜ୍ୟ

    ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    15638
    Dec 08, 2025
  • ଜନ୍ମଦିନରେ ସୋନିଆଙ୍କୁ ଲାଗିଲା ଶକ୍ତ ଝଟକା, ନାଗରିକତା ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ
    ଦେଶ-ଦେଶାନ୍ତର

    ଜନ୍ମଦିନରେ ସୋନିଆଙ୍କୁ ଲାଗିଲା ଶକ୍ତ ଝଟକା, ନାଗରିକତା ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ

    15149
    Dec 09, 2025
  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......
    ବିଶେଷ

    କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    15582
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....
    ବିଶେଷ

    ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13435
    Dec 09, 2025
  • ଜାପାନରେ ବଡ଼ ଭୂମିକମ୍ପ, ସୁନାମି ସତର୍କତା ଜାରି
    ଦେଶ-ଦେଶାନ୍ତର

    ଜାପାନରେ ବଡ଼ ଭୂମିକମ୍ପ, ସୁନାମି ସତର୍କତା ଜାରି

    15562
    Dec 08, 2025
  • ସିଏମ୍ ପଦ ପାଇଁ ୫୦୦ କୋଟି..., ବୟାନ ଦେଇ ନଭଜୋତ କୌର ନିଲମ୍ବିତ
    ଦେଶ-ଦେଶାନ୍ତର

    ସିଏମ୍ ପଦ ପାଇଁ ୫୦୦ କୋଟି..., ବୟାନ ଦେଇ ନଭଜୋତ କୌର ନିଲମ୍ବିତ

    14387
    Dec 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜନ୍ମଦିନରେ ସୋନିଆଙ୍କୁ ଲାଗିଲା ଶକ୍ତ ଝଟକା, ନାଗରିକତା ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ

    15149
    Dec 09, 2025
  • ଦେଶ-ଦେଶାନ୍ତର

    ସିଏମ୍ ପଦ ପାଇଁ ୫୦୦ କୋଟି..., ବୟାନ ଦେଇ ନଭଜୋତ କୌର ନିଲମ୍ବିତ

    14387
    Dec 08, 2025
  • ବାଣିଜ୍ୟ

    ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    15638
    Dec 08, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17054
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17148
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17492
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15966
    Apr 03, 2021

ବିଶେଷ

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    15582
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13435
    Dec 09, 2025
  • ଚିନି ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ହୋଇଥାଏ ଜାଣନ୍ତୁ...

    15755
    Dec 08, 2025
  • ରାତିରେ ଶୋଇବା ପୂର୍ବରୁ କେତେବେଳେ ପଇବେ ପାଣି

    15825
    Dec 06, 2025
  • କଦଳୀ ଚୋପାରେ ଲୁଚି ରହିଛି ମହିଳାଙ୍କ ସୌନ୍ଦର୍ଯ୍ୟ

    15694
    Dec 05, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    14933
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14230
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14820
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15054
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    15582
    Dec 09, 2025
  • ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମି

    14501
    Dec 09, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    14933
    Dec 08, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In