Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ ...

  • କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ...

  • ବହୁ ବିବାଦ ପରେ ବି ରିଲିଜ୍ ହେବ ‘ଅବୀର ...

  • ୧୨୪ ବର୍ଷୀୟା ଭୋଟରଙ୍କୁ ନେଇ ଚର୍ଚ୍ଚା

  • ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ...

  • ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ...

  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ ...

  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ...

ଖେଳ ଖବର
Home ›› ଖେଳ ଖବର ››ଆଇପିଏଲରେ ନୂଆ ରେକଡର଼୍ କରିବେ ଧୋନି

ଆଇପିଏଲରେ ନୂଆ ରେକଡର଼୍ କରିବେ ଧୋନି

2021-04-07 09:00:51
15910
Share:
Facebook
Twitter
E-Mail
WhatsApp
Telegram
ଆଇପିଏଲରେ ନୂଆ ରେକଡର଼୍ କରିବେ ଧୋନି
ମୁମ୍ବାଇ: ୫ ମାସ ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆରମ୍ଭ ହୋଇଥିବା ବେଳେ ଭାରତୀୟ କି୍ରକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ପଡ଼ିଆକୁ ଫେରିଛନ୍ତି । ଗତ ବର୍ଷ ଧୋନି ବ୍ୟକ୍ତିଗତ ଭାବେ ବ୍ୟାଟିଂରେ ବିଫଳ ହୋଇଥିଲେ । ସେ ୧୪ଟି ମ୍ୟାଚରୁ ମୋଟ ୨୦୦ ରନ କରିଥିଲେ । ଏହା ସହ ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଖରାପ ପ୍ରଦର୍ଶନ କରିଥିଲା । ୨୦୨୦ ଆଇପିଏଲ ପୂର୍ବରୁ ସମସ୍ତଙ୍କୁ ଚକିତ କରି ଧୋନି ଆନ୍ତର୍ଜାତିକ କି୍ରକେଟରୁ ଅବସର ଘୋଷଣା କରିଥିଲେ । ୨୦୨୧ର ସଂସ୍କରଣ ୩୯ ବର୍ଷ ବୟସ୍କ ଧୋନିଙ୍କ ଜୀବନର ଅନ୍ତିମ ଆଇପିଏଲ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରି ସାରିଲେଣି । ତେଣୁ ଚେନ୍ନାଇ ୪ର୍ଥ ଆଇପିଏଲ ଟ୍ରଫି ଜିତାଇବା ଲାଗି ଧୋନି ପ୍ରାଣପଣେ ପ୍ରୟାସ କରିବେ । କେବଳ ଦଳକୁ ଟାଇଟଲ ଜିତାଇବା ପ୍ରସଙ୍ଗ ନୁହେଁ, ଆସନ୍ତା ଆଇପିଏଲରେ ଧୋନି ଏକାଧିକ ବ୍ୟକ୍ତିଗତ ମାଇଲଖୁଣ୍ଟ ପାରକରିବା ଦ୍ୱାରରେ ପହଞ୍ଚିଛନ୍ତି ।
Tags IPL

Related articles Odisha News Lens 4.1

  • ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ସମନ
    ମନୋରଞ୍ଜନ

    ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ସମନ

    15538
    Aug 13, 2025
  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା
    ବିଶେଷ

    ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15363
    Aug 13, 2025
  • ୧୨୪ ବର୍ଷୀୟା ଭୋଟରଙ୍କୁ ନେଇ ଚର୍ଚ୍ଚା
    ଦେଶ-ଦେଶାନ୍ତର

    ୧୨୪ ବର୍ଷୀୟା ଭୋଟରଙ୍କୁ ନେଇ ଚର୍ଚ୍ଚା

    13659
    Aug 13, 2025
  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ
    ଦେଶ-ଦେଶାନ୍ତର

    ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

    15516
    Aug 13, 2025
  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ
    ଦେଶ-ଦେଶାନ୍ତର

    ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15634
    Aug 13, 2025
  • ବହୁ ବିବାଦ ପରେ ବି ରିଲିଜ୍ ହେବ ‘ଅବୀର ଗୁଲାଲ’
    ମନୋରଞ୍ଜନ

    ବହୁ ବିବାଦ ପରେ ବି ରିଲିଜ୍ ହେବ ‘ଅବୀର ଗୁଲାଲ’

    15394
    Aug 13, 2025
  • ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ କଙ୍ଗନା
    ଦେଶ-ଦେଶାନ୍ତର

    ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ କଙ୍ଗନା

    14758
    Aug 13, 2025
  • ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ୨୧ ଗାଁର ଲୋକ
    ଦେଶ-ଦେଶାନ୍ତର

    ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ୨୧ ଗାଁର ଲୋକ

    15435
    Aug 13, 2025
  • କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ
    ଖେଳ ଖବର

    କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

    14160
    Aug 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

    15516
    Aug 13, 2025
  • ବିଶେଷ

    ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15363
    Aug 13, 2025
  • ବିଶେଷ

    ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13618
    Aug 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16669
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16775
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17110
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15584
    Apr 03, 2021

ବିଶେଷ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15363
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13618
    Aug 13, 2025
  • ଗର୍ଭାବସ୍ଥାରେ ମହିଳାମାନେ କାହିଁକି କରନ୍ତି ବାନ୍ତି

    14174
    Aug 12, 2025
  • ୪୦ ପରେ ମହିଳା ଖାଆନ୍ତୁ ଏହି ଖାଦ୍ୟ, ରହିଛି ଭରପୁର ଭିଟାମିନ

    15324
    Aug 11, 2025
  • ଏମାନଙ୍କୁ ରସୁଣ ଖାଇବା ମନା

    15484
    Aug 11, 2025

ବାଣିଜ୍ୟ

ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରା ...

  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14731
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14540
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14273
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14739
    Jul 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13618
    Aug 13, 2025
  • ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ୨୧ ଗାଁର ଲୋକ

    15435
    Aug 13, 2025
  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15363
    Aug 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In