Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 09, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଅନ୍ତିମ ସଂସ୍କାରର ୧୫ ଦିନ ପରେ ଘରକୁ ଫେରିଲେ ମହିଳା

ଅନ୍ତିମ ସଂସ୍କାରର ୧୫ ଦିନ ପରେ ଘରକୁ ଫେରିଲେ ମହିଳା

2021-06-03 02:53:08
14919
Share:
Facebook
Twitter
E-Mail
WhatsApp
Telegram
ଅନ୍ତିମ ସଂସ୍କାରର ୧୫ ଦିନ ପରେ ଘରକୁ ଫେରିଲେ ମହିଳା

ଅମରାବତୀ: କେବେ ଆପଣ ଶୁଣିଛନ୍ତି ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ପରେ ପୁଣି ଥରେ ସେ ଘରକୁ ଫେରିଛନ୍ତି? ଯଦି ବି କେହି ଏଭଳି ଖବର ଶୁଣିବ ବା ନିଜ ଆଖିରେ ଦେଖିବ ସେ ହତବାକ ହେବାଟା ସୁନିଶ୍ଚିତ। ଏଭଳି ଏକ ଘଟଣା କିନ୍ତୁ ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ। ଜଣେ ୭୫ ବର୍ଷୀୟ ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଏହା ପରେ ମୃତକଙ୍କୁ ଏକ ଶବ ଦିଆଯାଇଥିଲା। ପରିବାର ଲୋକେ ଏହି ଶବର ଅନ୍ତିମ ସଂସ୍କାର ମଧ୍ୟ କରି ଦେଇଥିଲେ। ହେଲେ କିଛି ଦିନ ପରେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି ପୁଣିଥରେ ଘରକୁ ଫେରିଛି? ପରିବାର ଲୋକେ ଅନ୍ତିମ ସଂସ୍କାର କରି ଦେଇଥିଲେ ହେଲେ ୧୫ ଦିନ ପରେ ଗିରିଜାମ୍ମା ଘରକୁ ଫେରିବା ପରେ ପରିବାର ଲୋକେ ଏବଂ ପଡ଼ୋଶୀ ତାଙ୍କୁ ଦେଖି ହତବାକ ହୋଇଯାଇଛନ୍ତି। ତେବେ ଘଟଣାଟି କିନ୍ତୁ ଏମିତି ଘଟିଛି ଯାହାକି ଆନ୍ଧ୍ରପ୍ରଦେଶ ସରକାରର କୋଭିଡ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ମେ ୧୨ରେ ଗିରିଜାମ୍ମା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ବିଜୟଓ୍ୱାଡ଼ାର ଏକ ସରକାରୀ ହସ୍ପିଟାଲରେ ପରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହା ପରେ ଗିରିଜାମ୍ମାଙ୍କ ସ୍ୱାମୀ ହସ୍ପିଟାଲକୁ ଯାଇ ତାଙ୍କ ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ହେଲେ ମେ ୧୫ରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ।

ଏହାପରେ ଗିରିଜାମ୍ମାଙ୍କ ପୁତୁରା ନାଗୁ କହିବା ଅନୁଯାୟୀ ହସ୍ପିଟାଲ କର୍ତ୍ତୃପକ୍ଷ ଶବ ରଖାଯାଇଥିବା ସ୍ଥାନକୁ ତାଙ୍କୁ ନେଇଥିଲେ। ସମସ୍ତ ମୃତକଙ୍କ ଶରୀରକୁ ଘୋଡ଼ାଇ ହୋଇ ରଖାଯାଇଥିଲା। ସେଠାରେ ତାଙ୍କ ଦାଦା ତାଙ୍କ ସ୍ତ୍ରୀ ଭାବି ଜଣଙ୍କ ଶବକୁ ନେଇ ଆସିଥିଲେ। ଏହାପରେ ଅନ୍ତିମ ସଂସ୍କାର ମଧ୍ୟ କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ରିଲିଜ କରିଥିଲେ। ପରେ ପରେ ଗିରିଜାମ୍ମାଙ୍କ ପୁଅ ରମେଶଙ୍କର ମଧ୍ୟ ମେ ୨୩ରେ ମୃତ୍ୟୁ ଘଟିଥିଲା। ଏହାପରେ ଉଭୟଙ୍କ ପାଇଁ ଗୋଟିଏ ପ୍ରାର୍ଥନା ସଭା କରାଯାଇଥିଲା ବୋଲି ନାଗୁ କହିଛନ୍ତି।

ହେଲେ ଅନ୍ତିମ ସଂସ୍କାରର ୧୫ ଦିନ ପରେ ହଠାତ୍ ଘର ଆଗରେ ଆସି ପହଞ୍ଚିଥିଲେ ଗିରିଜାମ୍ମା। ଯାହାକୁ ଦେଖି ପରିବାର ଲୋକେ ଏବଂ ପଡ଼ୋଶୀ ଲୋକେ ମଧ୍ୟ ହତବାକ୍ ହୋଇଯାଇଥିଲେ। 

Powered by Froala Editor

Tags deadbody

Related articles Odisha News Lens 4.1

  • ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ
    ରାଜନୀତି

    ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ

    15073
    Jul 08, 2025
  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ
    ବିଶେଷ

    ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    15821
    Jul 08, 2025
  • ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ
    ରାଜନୀତି

    ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ

    14237
    Jul 09, 2025
  • କୋଚି ବଜାରରେ ଲାଗିଗଲା ନିଆଁ , ୫ ମୃତ
    ଦେଶ-ଦେଶାନ୍ତର

    କୋଚି ବଜାରରେ ଲାଗିଗଲା ନିଆଁ , ୫ ମୃତ

    15498
    Jul 08, 2025
  • ‘କର୍ମ’ ପରେ ଆସୁଛି ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ମନ୍ତ୍ରମୁଗ୍ଧ’
    ମନୋରଞ୍ଜନ

    ‘କର୍ମ’ ପରେ ଆସୁଛି ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ମନ୍ତ୍ରମୁଗ୍ଧ’

    14097
    Jul 08, 2025
  • ଆଣ୍ଟାର୍କଟିକାରେ ସତର୍କ ସଙ୍କେତ : ତରଳୁଛି ବରଫ, ଲୁଣିଆ ହେଉଛି ପାଣି
    ଦେଶ-ଦେଶାନ୍ତର

    ଆଣ୍ଟାର୍କଟିକାରେ ସତର୍କ ସଙ୍କେତ : ତରଳୁଛି ବରଫ, ଲୁଣିଆ ହେଉଛି ପାଣି

    13896
    Jul 08, 2025
  • ଟ୍ରମ୍ପଙ୍କ ଟାରିଫ୍‍ ଚିଠି: ଏହି ୧୪ଟି ଦେଶ ଉପରେ ଲାଗୁ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଟାରିଫ୍‍ ଚିଠି: ଏହି ୧୪ଟି ଦେଶ ଉପରେ ଲାଗୁ

    13888
    Jul 08, 2025
  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ...
    ବାଣିଜ୍ୟ

    ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ...

    14270
    Jul 09, 2025
  • ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....
    ବିଶେଷ

    ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....

    13698
    Jul 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଟାରିଫ୍‍ ଚିଠି: ଏହି ୧୪ଟି ଦେଶ ଉପରେ ଲାଗୁ

    13888
    Jul 08, 2025
  • ରାଜନୀତି

    ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ

    14237
    Jul 09, 2025
  • ଦେଶ-ଦେଶାନ୍ତର

    ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?

    13620
    Jul 08, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16612
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16729
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17042
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15530
    Apr 03, 2021

ବିଶେଷ

  • ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....

    13698
    Jul 08, 2025
  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    15821
    Jul 08, 2025
  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    14561
    Jul 07, 2025
  • ଶରୀରକୁ ସୁସ୍ଥ ରଖିବା ପାଇଁ ସହଜ ଟିପ୍ସ....

    15289
    Jul 07, 2025
  • ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ୩ ଭିଟାମିନ୍‍

    15557
    Jul 06, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15862
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16405
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14052
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15573
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ

    14237
    Jul 09, 2025
  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

    14270
    Jul 09, 2025
  • ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ?

    13620
    Jul 08, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In