ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ
ଶ୍ରୀନଗର: କଶ୍ମୀରର ପୁଞ୍ଚରେ ନିୟନ୍ତ୍ରଣ ରେଖା ନିକଟ ବାଲାକୋଟ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ସେମାନଙ୍କ ନିକଟରୁ ଗୋଟିଏ ଏକେ-୪୭, ୨ଟି ମାଗାଜିନ୍, ୩୦ ରାଉଣ୍ଡ, ୨ଟି ହ୍ୟାଣ୍ଡ୍ ଗ୍ରେନେଡ୍ ଓ ପାକିସ୍ତାନୀ ବଂଶୋଦ୍ଭବ ଔଷଧ ଜବତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୯ ଦିନ ମଧ୍ୟରେ ଜମ୍ମୁ ଡିଭିଜନରେ ସୁରକ୍ଷାବାହିନୀ ୧୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।
Powered by Froala Editor