ହୀରାକୁଦ ଡ୍ୟାମର ଆଉ ୬ ଗେଟ୍ ବନ୍ଦ
ଭୁବନେଶ୍ୱର: ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍। ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଉଥିବାରୁ ଆଉ ୬ଟି ଗେଟ୍ ଶୁକ୍ରବାର ବନ୍ଦ ହୋଇଛି। ବର୍ତ୍ତମାନ ୨ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଚାଲିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୭.୪୧ ଫୁଟ୍ ରହିଛି।
ହୀରାକୁଦକୁ ପ୍ରତି ସେକେଣ୍ଡରେ ୫୫,୦୬୦ କ୍ୟୁସେକ ଜଳପ୍ରବେଶ କରୁଛି। ଏହାସହ ୧,୫୭,୧୩୨କ୍ୟୁସେକ ଜଳ ନିଷ୍କାସନ ହେଉଛି।
Powered by Froala Editor