ଆଜିଠୁ OJEE କାଉନସେଲିଂ ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ OJEE କାଉନସେଲିଂ ଆରମ୍ଭ ହେବ । ୱେବସାଇଡ୍ କାଉନସେଲିଂ ପ୍ରକ୍ରିୟାରେ ଟେକନିକାଲ୍ ୟୁଜି ପାଠ୍ୟକ୍ରମ ପାଇଁ ନାମଲେଖା ହେବ । ଏଥିରେ ବି-ଟେକ୍ , ବି-ଆର୍କ, ବି-ସାଟ୍ ଏବଂ ଇଣ୍ଟିଗ୍ରେଟେଡ୍ ଏମଏସସି ପାଠ୍ୟକ୍ରମ ରହିଛି ।
ରାଜ୍ୟର ସବୁ ସରକାରୀ ଏବଂ ବେସରକାରୀ କଲେଜ୍ ଓ ବିଶ୍ବ ବିଦ୍ୟାଳୟରେ ନାମ ଲେଖାଯିବ। ଏହି ପ୍ରକ୍ରିୟା ଅଗଷ୍ଟ ୧୪ ସୁଦ୍ଧା ଶେଷ କରାଯିବ । ଚଳିତବର୍ଷ ରାଜ୍ୟରେ ମୋଟ ୪୮ ହଜାର ୭୮୩ ଜଣ OJEE ରାଙ୍କ ହାସଲ କରିଛନ୍ତି । ଜୁଲାଇ ୧୨ରେ ମକ୍ ସିଟ୍ ଆଲର୍ଟମେଣ୍ଟ ପ୍ରକାଶିତ ହେବ। ଜୁଲାଇ ୧୪ରେ ଚଏସ୍ ଲକିଂ କରିପାରିବେ ଛାତ୍ରଛାତ୍ରୀ । ୧୫ ତାରିଖ ଚଏସ୍ ଲକିଂ ଓ ପଞ୍ଜୀକରଣର ଶେଷ ଦିନ ।
Powered by Froala Editor