Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, July 12, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ସମୟର ସଦୁପଯୋଗ କରନ୍ତୁ ଏହିପରି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭାରତରେ ମୁସ୍‌ଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଏକ ଅନୁଚିତ ପଦକ୍ଷେପ: ଅମିତ ଶାହ

ଭାରତରେ ମୁସ୍‌ଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଏକ ଅନୁଚିତ ପଦକ୍ଷେପ: ଅମିତ ଶାହ

2023-06-12 09:51:30
14732
Share:
Facebook
Twitter
E-Mail
WhatsApp
Telegram
ଭାରତରେ ମୁସ୍‌ଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଏକ ଅନୁଚିତ ପଦକ୍ଷେପ: ଅମିତ ଶାହ

ମୁମ୍ବାଇ: ଭାରତରେ ମୁସ୍‌ଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଏକ ଅନୁଚିତ ପଦକ୍ଷେପ ଏବଂ ଏହା ସମ୍ବିଧାନ ବିରୋଧୀ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ମହାରାଷ୍ଟ୍ରର ନାନ୍ଦେଡ଼ରେ ଏକ ରାଲିରେ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି ମୁସ୍‌ଲିମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନ ରହିବା ବିଜେପି ଚାହୁଛି। ଏହା ସମ୍ବିଧାନ ବିରୋଧୀ ହୋଇଥିବାରୁ ଏହି ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ। ଏହି ପ୍ରସଙ୍ଗରେ ଶିବସେନା(ୟୁବିଟି) ନେତା ଉଦ୍ଧବ ଠାକ୍‌ରେ ମଧ୍ୟ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଶାହ ଆହ୍ବାନ ଦେଇଛନ୍ତି।

କଂଗ୍ରେସ ବୀର ସାବରକରଙ୍କୁ ଲଗାତାର ଅପାମନିତ କରିଚାଲିଥିବା ବେଳେ ଉଦ୍ଧବ ଏହାକୁ ସମର୍ଥନ କରୁଛନ୍ତି କି ବୋଲି ଶାହ ପ୍ରଶ୍ନ କରିଛନ୍ତି। ଜଣେ ମହାନ ଦେଶଭକ୍ତ ତଥା ଦେଶପାଇଁ ବଳିଦାନ ଦେଇଥିବା ବୀର ସାବରକରଙ୍କୁ ଇତିହାସ ପୁସ୍ତକରୁ ଲୋପ କରିଦେବାକୁ କଂଗ୍ରେସ ଚାହୁଛି ଏବଂ ଏହା ପଛରେ ଉଦ୍ଧବ ଠାକ୍‌ରେଙ୍କ ସମର୍ଥନ ରହିଛି କି ନାହିଁ ତାହା ତାଙ୍କୁ ସ୍ପଷ୍ଟ କରିବାକୁ ହେବ ବୋଲି ଶାହ କହିଛନ୍ତି। ଶିବସୈନିକମାନେ ଠାକ୍‌ରେଙ୍କ ନୀତିକୁ ବିରୋଧ କରି ଶିବସେନା ଛାଡ଼ିଛନ୍ତି ଏବଂ ଜନବିରୋଧୀ ନୀତିରେ କାଏମ ରହୁଥିବା ନେତାଙ୍କୁ ଜନତା କଡ଼ା ଜବାବ ଦେବେ ବୋଲି ଶାହ କହିଛନ୍ତି। ଏହି ଅବସରରେ ଶାହ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ‘ରାହୁଲ ବାବା’ ବିଦେଶରେ କେବଳ ଭାରତ ବିରୋଧରେ କହିଚାଲିଛନ୍ତି ଏବଂ ଏହାକୁ ଶୁଣିବା ଲୋକ କେହି ନାହାନ୍ତି ବୋଲି ଶାହ କହିଛନ୍ତି।

Powered by Froala Editor

Tags Amit saha

Related articles Odisha News Lens 4.1

  •  ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା
    ଦେଶ-ଦେଶାନ୍ତର

    ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା

    15778
    Jul 10, 2025
  • ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା ...
    ଦେଶ-ଦେଶାନ୍ତର

    ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା ...

    15926
    Jul 10, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି
    ବିଶେଷ

    ସମୟର ସଦୁପଯୋଗ କରନ୍ତୁ ଏହିପରି

    14350
    Jul 12, 2025
  • ବିଲ୍‍ ବାକି ଥିଲେ ବି ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି କୌଣସି ହସ୍ପିଟାଲ
    ଦେଶ-ଦେଶାନ୍ତର

    ବିଲ୍‍ ବାକି ଥିଲେ ବି ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି କୌଣସି ହସ୍ପିଟାଲ

    14227
    Jul 11, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ
    ବିଶେଷ

    ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15221
    Jul 12, 2025
  • ଏନସିଆର୍‍ ଅଞ୍ଚଳରେ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଏନସିଆର୍‍ ଅଞ୍ଚଳରେ ଭୂମିକମ୍ପ ଝଟକା

    15454
    Jul 10, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ
    ବିଶେଷ

    ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14217
    Jul 11, 2025
  • କପିଲଙ୍କ କାଫେ ଉପରକୁ ଗୁଳି ମାଡ କଲେ ଦୁର୍ବୃତ୍ତ
    ଦେଶ-ଦେଶାନ୍ତର

    କପିଲଙ୍କ କାଫେ ଉପରକୁ ଗୁଳି ମାଡ କଲେ ଦୁର୍ବୃତ୍ତ

    13788
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ
    ବିଶେଷ

    ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14372
    Jul 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା

    15778
    Jul 10, 2025
  • ବିଶେଷ

    ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14217
    Jul 11, 2025
  • ବିଶେଷ

    ସମୟର ସଦୁପଯୋଗ କରନ୍ତୁ ଏହିପରି

    14350
    Jul 12, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16614
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16731
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17043
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15533
    Apr 03, 2021

ବିଶେଷ

  • ସମୟର ସଦୁପଯୋଗ କରନ୍ତୁ ଏହିପରି

    14350
    Jul 12, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15221
    Jul 12, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14217
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14373
    Jul 10, 2025
  • ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....

    14270
    Jul 08, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15865
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16407
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14054
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15575
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା

    15778
    Jul 10, 2025
  • ରାଜନୀତିରୁ ଅବସର ବୟସକୁ ନେଇ ମୋଦୀଙ୍କୁ କଂଗ୍ରେସର ଟାର୍ଗେଟ

    15429
    Jul 11, 2025
  • ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା କରିଥିଲା ସ୍ଵାମୀ

    15926
    Jul 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In