୨ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ
ସୋନପୁର : ନଛିପୁରା ଓ ସୋନପୁର ମୁଖ୍ୟ ରାସ୍ତାରୁ ୨ ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ଏସଟିଏଫ୍। ଗିରଫ ୨ ଜଣ ହେଲେ ସୋନପୁରର ବେଦବ୍ୟାସ ଧରୁଆ (୪୧ ) ଓ ନବଦୀପ ଧରୁଆ (୨୯ )।
୨ ଉଦ୍ଧାର ବଜ୍ରକାପ୍ତାର ଓଜନ ୭ କେଜି ଓ ୩ କେଜି ବୋଲି ଜଣାପଡିଛି। ଏହି ୨ ବଜ୍ରକାପ୍ତାଙ୍କୁ ସୋନପୁର ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି।
Powered by Froala Editor