Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସ୍ପିଡ୍ ବାଇକ୍ ନଚଲାଇବାକୁ ଦେଉଥିଲେ ପରାମର୍ଶ, ଡିଭାଇଡରରେ ପିଟି ହୋଇଗଲେ ୟୁଟ୍ୟୁବର

ସ୍ପିଡ୍ ବାଇକ୍ ନଚଲାଇବାକୁ ଦେଉଥିଲେ ପରାମର୍ଶ, ଡିଭାଇଡରରେ ପିଟି ହୋଇଗଲେ ୟୁଟ୍ୟୁବର

2023-05-04 17:30:09
14132
Share:
Facebook
Twitter
E-Mail
WhatsApp
Telegram
ସ୍ପିଡ୍ ବାଇକ୍ ନଚଲାଇବାକୁ ଦେଉଥିଲେ ପରାମର୍ଶ, ଡିଭାଇଡରରେ ପିଟି ହୋଇଗଲେ ୟୁଟ୍ୟୁବର

ଉତ୍ତରପ୍ରଦେଶର ଆଲିଗଡ଼ ଥାନା ଟପଲସ୍ଥିତ ଯମୁନା-ଏକ୍ସପ୍ରେସ୍‌ ୱେ‌ରେ ଜଣେ ୟୁଟ୍ୟୁବର୍‌ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୟୁଟ୍ୟୁବର୍‌ ଜଣକ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ୟୁଟ୍ୟୁବର ଭିଡିଓ କରୁଥିବା ବେଳେ ଅଧିକ ବେଗରେ ଗାଡ଼ି ନ ଚଲାଇବାକୁ ପରାମର୍ଶ ବି ଦେଉଥିଲେ। ହେଲେ ଭିଡିଓ କରୁ କରୁ ଚାଲିଗଲା ଜୀବନ । ଅଧିକ ବେଗରେ ଥିବା ବାଇକ୍‌ ଡିଭାଇଡର୍‌ରେ ପିଟି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ହେଲେ ଦିଲ୍ଲୀର ୟୁଟ୍ୟୁବର ଅଗସ୍ତ୍ୟ ଚୌହାନ । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ୟୁଟ୍ୟୁବର୍‌ ଅଗସ୍ତ୍ୟ ତାଙ୍କ ରେସିଂ ବାଇକ୍‌ରେ ଆଗ୍ରାରୁ ଦିଲ୍ଲୀ ଯାଉଥିଲେ। ଯାଉଥିବା ବାଟରେ ସେ ନିଜ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବାଇକ୍‌ଟି ଯାଇ ଡିଭାଇଡର୍‌ରେ ପିଟି ହୋଇ ଯାଇଥିଲା। ଯଦିଓ ସେ ହେଲ୍‌ମେଟ୍‌ ପିନ୍ଧିଥିଲେ, ତାହା ସତ୍ତ୍ବେ ବି ତାଙ୍କ ଜୀବନ ବଞ୍ଚାଇ ହୋଇନାହିଁ। ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଭୀଷଣ ଆଘାତ ଲାଗିବାରୁ ଘଟଣାସ୍ଥ‌ଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। 

ଅଗସ୍ତ୍ୟ ଚୌହ୍ବାନ ହେଉଛନ୍ତି ଦିଲ୍ଲୀର ବାସିନ୍ଦା। ସେ ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଗାଡ଼ି ଚଲାଇବା ବେଳେ ସେ ତାଙ୍କ ଚ୍ୟାନେଲ୍‌ ପାଇଁ ଭିଡିଓ ବନାଉଥିଲେ। ୟୁଟ୍ୟୁବ୍‌ରେ ତାଙ୍କର ଲକ୍ଷ ଲକ୍ଷ ସବ୍‌ସ୍କ୍ରାଇବର୍‌ ଥିବା ବେଳେ ତାଙ୍କର ଏକ ଭିଡିଓରେ ‌କୋଟି କୋଟି ଭିୟୁ ହେଉଥାଏ। 

Powered by Froala Editor

Tags agastya

Related articles Odisha News Lens 4.1

  • ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ମହାକାଶ ଷ୍ଟେସନ
    ଦେଶ-ଦେଶାନ୍ତର

    ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ମହାକାଶ ଷ୍ଟେସନ

    14824
    Jun 09, 2025
  • ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ,  ଜାଣନ୍ତୁ ...
    ଦେଶ-ଦେଶାନ୍ତର

    ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ ...

    14192
    Jun 10, 2025
  • ଏମଏସ ଧୋନିଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ
    ଦେଶ-ଦେଶାନ୍ତର

    ଏମଏସ ଧୋନିଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ

    13549
    Jun 09, 2025
  • ରାଜଙ୍କ ପ୍ରେମରେ ପଡି ରାଜାଙ୍କୁ ହତ୍ୟା କରିଥିଲେ ସୋନମ
    ଦେଶ-ଦେଶାନ୍ତର

    ରାଜଙ୍କ ପ୍ରେମରେ ପଡି ରାଜାଙ୍କୁ ହତ୍ୟା କରିଥିଲେ ସୋନମ

    15310
    Jun 09, 2025
  • ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ
    ଦେଶ-ଦେଶାନ୍ତର

    ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

    14162
    Jun 10, 2025
  • ପ୍ରେମିକାକୁ ହୋଟେଲରେ ଛୁରୀ ଭୂସି ମାରିଲା ଇଞ୍ଜିନିୟର ପ୍ରେମିକ
    ଅପରାଧ

    ପ୍ରେମିକାକୁ ହୋଟେଲରେ ଛୁରୀ ଭୂସି ମାରିଲା ଇଞ୍ଜିନିୟର ପ୍ରେମିକ

    15292
    Jun 09, 2025
  • ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ
    ଦେଶ-ଦେଶାନ୍ତର

    ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14780
    Jun 09, 2025
  • ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ...
    ଦେଶ-ଦେଶାନ୍ତର

    ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ...

    15022
    Jun 09, 2025
  • ରିପୋର୍ଟିଂ ସମୟରେ ସାମ୍ବାଦିକାଙ୍କୁ ଗୁଳି ମାରିଲା ପୁଲିସ
    ଦେଶ-ଦେଶାନ୍ତର

    ରିପୋର୍ଟିଂ ସମୟରେ ସାମ୍ବାଦିକାଙ୍କୁ ଗୁଳି ମାରିଲା ପୁଲିସ

    14165
    Jun 09, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଜା ରଘୁବଂଶୀ ହତ୍ୟା ମାମଲା: ରାଜାଙ୍କ ଭାଇ ବିପିନ ଦେଲେ ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ କ’ଣ ?

    14192
    Jun 10, 2025
  • ଦେଶ-ଦେଶାନ୍ତର

    ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14780
    Jun 09, 2025
  • ଦେଶ-ଦେଶାନ୍ତର

    ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ମହାକାଶ ଷ୍ଟେସନ

    14824
    Jun 09, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16652
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16951
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15481
    Apr 03, 2021

ବିଶେଷ

  • ଆଖି ପାଇଁ ସପୁରୀ ରସ

    15954
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    15031
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    15120
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15781
    Jun 07, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    15562
    Jun 06, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15696
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16319
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14026
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14820
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

    14162
    Jun 10, 2025
  • ପ୍ରେମିକାକୁ ହୋଟେଲରେ ଛୁରୀ ଭୂସି ମାରିଲା ଇଞ୍ଜିନିୟର ପ୍ରେମିକ

    15292
    Jun 09, 2025
  • ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14780
    Jun 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In