Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Wednesday, June 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • 'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ...

  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ...

  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ...

  • ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ...

  • କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ...

  • ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ ...

  • ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ...

  • ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

  • ରକ୍ତଚାପ ଦୂର କରେ ଲିଚୁ

  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ...

ବିଶେଷ
Home ›› ବିଶେଷ ›› ଏହି ଖାଦ୍ୟଗୁଡ଼ିକ ଚୁଟକିରେ ସମାଧାନ କରିବ ପିରିଅଡ଼ ଯନ୍ତ୍ରଣା

ଏହି ଖାଦ୍ୟଗୁଡ଼ିକ ଚୁଟକିରେ ସମାଧାନ କରିବ ପିରିଅଡ଼ ଯନ୍ତ୍ରଣା

2023-04-22 08:12:12
16058
Share:
Facebook
Twitter
E-Mail
WhatsApp
Telegram
  ଏହି ଖାଦ୍ୟଗୁଡ଼ିକ ଚୁଟକିରେ ସମାଧାନ କରିବ ପିରିଅଡ଼ ଯନ୍ତ୍ରଣା

ମାସିକଧର୍ମ ମହିଳାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପିରିୟଡ୍ସ ସମୟର ୫ ଦିନ ପ୍ରତ୍ୟେକ ମହିଳାଙ୍କ ପାଇଁ କଷ୍ଟକର ସମୟ ହୋଇଥାଏ। ମାସିକ ଧର୍ମ ବେଳେ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ, ଫଳରେ ଗର୍ଭଧାରଣ ବେଳେ ମହିଳାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ। ଏଥିସହ ଶରୀର ମଧ୍ୟ ସୁସ୍ଥ ରହେ। ତେବେ ଏହି ସମୟରେ ଜଣେ ମହିଳା ଯନ୍ତ୍ରଣା, ଥକାପଣ, ପେଟ କଷ୍ଟ ଭଳି ସମସ୍ୟା ଅନୁଭବ କରନ୍ତି ।

ଏହି ଯନ୍ତ୍ରଣା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ତେଣୁ, ଯଦି ଆପଣ ଋତୁସ୍ରାବର କଷ୍ଟକୁ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଏକ ଉତ୍ତମ ଜୀବନଶୈଳୀ ଏବଂ ଏକ ଭଲ ଡାଏଟ୍ ଅନୁସରଣ କରିବାକୁ ପଡିବ । ଯଦି ଆପଣ ଭଲ ଏବଂ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି, ତେବେ ଆପଣ ପିରିୟଡସ୍ ସମୟର ଯନ୍ତ୍ରଣାରେ ଆରାମ ପାଇ ପାରିବେ । ତେଣୁ ଏପରି କିଛି ଖାଦ୍ୟ ରହିଛି ଯାହାକି ଆପଣ ନିଜ ଖାଦ୍ୟରେ ସାମିଲ କରିପାରିବେ । ଏହି ଖାଦ୍ୟଗୁଡ଼ିକ ମାସିକ ଋତୁସ୍ରାବର କଷ୍ଟକୁ ହ୍ରାସ କରିବାରେ ସାହାଯ୍ୟ କରିବ । ତେବେ ଆପଣ ତ ଜାଣିଛନ୍ତି ଋତୁସ୍ରାବ ବେଳେ ମହିଳାଙ୍କର ଅଣ୍ଟା ବିନ୍ଧିବା, ଗୋଡ଼ ହାତ ପୀଡ଼ା ହେବା, ପେଟ କାଟିବା ଭଳି ସମସ୍ୟା ଦେଖାଯାଏ। ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଡ୍ରିଙ୍କ ବିଷୟରେ କହିବୁ ଯାହା ମାସିକ ଧର୍ମ ବେଳେ ଦେଖାଯାଉଥିବା ସବୁ ସମସ୍ୟାକୁ ଚୁଟକିରେ ସମାଧାନ କରିବ। ଆସନ୍ତୁ ଆଉ ଡେରି ନକରି ଜାଣିବା ତାହା ବିଷୟରେ ।

- ପରିୟଡସ୍ ସମୟରେ ଯନ୍ତ୍ରଣା କମାଇବା ପାଇଁ ଆପଣ ମୌସମୀ ଫଳ ଖାଇପାରିବେ । ଏହି ଫଳଗୁଡ଼ିକ ଯନ୍ତ୍ରଣା ହ୍ରାସ କରିବାରେ ବହୁତ ସହାୟକ ହୋଇଥାଏ । ଆପଣ ଏହାକୁ ସକାଳେ ଜଳଖିଆ ଭାବରେ ଖାଇପାରିବେ । ଏହା ବ୍ୟତୀତ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଆପଣ ତରଭୁଜ ଏବଂ କାକୁଡି ପରି ଫଳ ମଧ୍ୟ ଖାଇପାରିବେ ।

 - ଚିନି, କ୍ଷୀର କିମ୍ବା ଗ୍ଲୁଟେନ୍ ଖାଇବା ଦ୍ୱାରା ପିରିୟଡସ୍ ଯନ୍ତ୍ରଣା ହୋଇପାରେ । ଏହି ଜିନିଷଗୁଡ଼ିକରେ ଇନଫ୍ଲେମେଟରୀ ଗୁଣ ମିଳିଥାଏ ଯାହା ଶରୀରର ଉତ୍ତାପକୁ ବଢାଇଥାଏ । ଏପରି ପରିସ୍ଥିତିରେ, ଆପଣ ଶରୀରକୁ ଥଣ୍ଡା କରିବା ପାଇଁ ଦହି ଖାଇପାରିବେ । ଏହା ପ୍ରୋବାୟୋଟିକ୍ସରେ ଭରପୁର ଖାଦ୍ୟ ଯାହାକି ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ଅବସ୍ଥାରେ ରଖେ ଏବଂ ପିରିୟଡସ୍ ସମୟର କଷ୍ଟକୁ କମାଇଥାଏ ।

- ଡ୍ରାଏ ଫ୍ରୁଟସ୍ ଏବଂ ବାଦାମ ଯନ୍ତ୍ରଣା ହ୍ରାସ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏଥିରେ ଓମେଗା -୩, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଆଇରନ୍ ଏବଂ ପ୍ରୋଟିନ୍ ମିଳିଥାଏ । ଏହି ଖାଦ୍ୟ ଭଲ ନିଦରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଡ୍ରାଏ ଫ୍ରୁଟସରେ ମ୍ୟାଗ୍ନେସିୟମ୍ ମିଳିଥାଏ ଯାହା ଆମକୁ ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ ।

- କଫିନ୍ କିମ୍ବା ମଦ୍ୟପାନ କରିବା ଦ୍ୱାରା ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ ପିରିୟଡସ୍ ସମୟରେ ନିଶାଯୁକ୍ତ ପଦାର୍ଥ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଖାଦ୍ୟରେ ରସବେରୀ ଚା’, ପୁଦିନା ଚା’ କିମ୍ବା ହର୍ବାଲ ଚା’ ସାମିଲ କରନ୍ତୁ ଯାହା ଯନ୍ତ୍ରଣାକୁ କମ୍ କରିବାରେ ସହାୟକ ହେବ ।

- ସବୁଜ ପତ୍ରଯୁକ୍ତ ପନିପରିବାରେ ଆଇରନ ଭରପୂର ରହିଥାଏ ଯାହା ଆପଣଙ୍କ ପିରିୟଡସ୍ ସମୟରେ ଜରୁରୀ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ଆଇରନର ଅଭାବ ଥାଏ, ତେବେ ଆପଣ ଶୀଘ୍ର ଥକି ଯାଇପାରନ୍ତି । ସେଥିପାଇଁ ପାଳଙ୍ଗ, ଫୁଲକୋବି ଏବଂ କୋବି ପରି ପନିପରିବା ଖାଆନ୍ତୁ । ଏହି ପନିପରିବା ଶରୀରରେ ଆଇରନର ସ୍ତରକୁ ବଢାଇବ, ଯାହା ଆପଣଙ୍କୁ ପିରିୟଡସ୍ ଯନ୍ତ୍ରଣାରୁ ମୁକ୍ତି ଦେବ ।

Powered by Froala Editor

Tags Period pain

Related articles Odisha News Lens 3.2

  • ରକ୍ତଚାପ ଦୂର କରେ ଲିଚୁ
    ବିଶେଷ

    ରକ୍ତଚାପ ଦୂର କରେ ଲିଚୁ

    14253
    Jun 06, 2023
  • 'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ'
    ଦେଶ-ଦେଶାନ୍ତର

    'ଆମେ ନ ବୁଝି ନ ଶୁଝି କୌଣସି ପ୍ରସ୍ତାବ ଗ୍ରହଣ କରିବୁ ନାହିଁ'

    14455
    Jun 07, 2023
  • କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା
    ଅପରାଧ

    କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା

    14102
    Jun 06, 2023
  • ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ପଚରାଉଚରା
    ଦେଶ-ଦେଶାନ୍ତର

    ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ପଚରାଉଚରା

    14250
    Jun 06, 2023
  • ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ନକାଢି ବାଇକ୍ ଚଳାଇ ଡାକ୍ତରଖାନା ଗଲେ ଯୁବକ
    ଦେଶ-ଦେଶାନ୍ତର

    ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ନକାଢି ବାଇକ୍ ଚଳାଇ ଡାକ୍ତରଖାନା ଗଲେ ଯୁବକ

    15530
    Jun 06, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର
    ବିଶେଷ

    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15613
    Jun 06, 2023
  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି
    ବିଶେଷ

    ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13883
    Jun 07, 2023
  • ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?
    ମନୋରଞ୍ଜନ

    ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?

    14216
    Jun 06, 2023
  • ଭୟଙ୍କର ସଡ଼କ ଦୁର୍ଘଟଣା:  ୫ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

    15501
    Jun 06, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ପଚରାଉଚରା

    14250
    Jun 06, 2023
  • ମନୋରଞ୍ଜନ

    ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?

    14216
    Jun 06, 2023
  • ଅପରାଧ

    କଣ୍ଢେଇ ମାଗିଲା ବୋଲି ଝିଅକୁ ମାରିଦେଲା ବାପା

    14102
    Jun 06, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ନିର୍ମାଲ୍ୟକୁ ଛୁଇଁଲେ ମିଳେ କୋଟି ଜନ୍ମରୁ ମୁକ୍ତି

    13883
    Jun 07, 2023
  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ

    14881
    Jun 07, 2023
  • ରକ୍ତଚାପ ଦୂର କରେ ଲିଚୁ

    14253
    Jun 06, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15613
    Jun 06, 2023
  • ମହିଳାଙ୍କ ଉଚ୍ଚତା କମ୍‌ ଥିଲେ ବି ଦେଖାଯିବେ ଆକର୍ଷଣୀୟ

    14822
    Jun 04, 2023

ବାଣିଜ୍ୟ

ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ଟପିଗଲେ ଅମ୍ବାନୀ, ୨୩ ସ୍ଥାନକୁ ଖସିଲେ ଆଦାନି

ପୁଣି ଥରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ‘ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ’ରେ ଅମ୍ବାନୀ ୧୩ଶ ସ୍ଥାନରୁ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଏବେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିର ପରିମାଣ ୮୫୮୦ କୋଟି ଡଲାର। ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫ ...

  • ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

    18395
    Nov 01, 2022
  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19560
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19853
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19972
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଫ୍ରିକାରେ ଏକା ବୁଲୁଛନ୍ତି ଆଶିଷ, ୟୁଜର୍ସ କହିଲେ ପତ୍ନୀ କୁଆଡେ ଗଲେ?

    14216
    Jun 06, 2023
  • ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୁଲିସର ପଚରାଉଚରା

    14250
    Jun 06, 2023
  • ବୁଦ୍ଧିମାନ ଅମେରୁଦଣ୍ଡୀ ପ୍ରାଣୀ ଅକ୍‌ଟୋପସର କାହାଣୀ

    14881
    Jun 07, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In