Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ...

  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ...

  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ...

  • ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ...

  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ ...

  • ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ...

  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ ...

  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

ବିଶେଷ
Home ›› ବିଶେଷ ››ସମ୍ପର୍କରେ ଫାଟ ସୃଷ୍ଟି କରେ ଏହି ୬ଟି ଅଭ୍ୟାସ, ଜାଣନ୍ତୁ କ’ଣ ?

ସମ୍ପର୍କରେ ଫାଟ ସୃଷ୍ଟି କରେ ଏହି ୬ଟି ଅଭ୍ୟାସ, ଜାଣନ୍ତୁ କ’ଣ ?

2023-03-26 03:46:38
14259
Share:
Facebook
Twitter
E-Mail
WhatsApp
Telegram
ସମ୍ପର୍କରେ ଫାଟ ସୃଷ୍ଟି କରେ ଏହି ୬ଟି ଅଭ୍ୟାସ, ଜାଣନ୍ତୁ କ’ଣ ?

ପ୍ରେମ ଏବଂ ରୋମାଞ୍ଚ କେବଳ ଏକାଠି ବୁଲିଲେ ,ଉପହାର ଦେଲେ କିମ୍ବା ସପିଙ୍ଗ୍ କରିବାରେ ସୀମିତ ନୁହେଁ। ପ୍ରେମର ଅର୍ଥ ପରସ୍ପରକୁ ବୁଝିବା, ଖୁସିରେ ରହିବା,ଭଲ ସମୟ ଏକାଠି କଟାଇବା। କିନ୍ତୁ କିଛି କଥା ସମ୍ପର୍କରେ ଫାଟ ସୃଷ୍ଟି କରିପାରେ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ

୧. ସ୍ବପ୍ନର ରାଜକୁମାର /ରାଜକୁମାରୀ ମିଳିଲେନି: ନିଜ ପାର୍ଟନରଙ୍କୁ ନେଇ ଆମେ ବହୁଥର ବହୁତ ସ୍ବପ୍ନ ଦେଖିଥାଉ। ସମସ୍ତେ ଚାହାନ୍ତି ତାଙ୍କ ପାର୍ଟନର୍ ସୁନ୍ଦର,ଭଲ ଏବଂ ସ୍ମାର୍ଟ୍ ହୁଅନ୍ତୁ। ସବୁବେଳେ ଆମ ଯତ୍ନ ନେଉ,ଆମକୁ ବହୁତ ଭଲ ପାଉ କିନ୍ତୁ ଯଦି ପାର୍ଟନର ସେହିପରି ମିଳେନାହିଁ  ତେବେ ସମ୍ପର୍କରେ ଦୂରତା ଆସିଥାଏ। ବପଣ ଆଶା ରଖନ୍ତି ଯେ ଆପଣଙ୍କ ପାର୍ଟନର ପରିବର୍ତ୍ତିତ ହେବେ। କିନ୍ତୁ ଆପଣଙ୍କୁ ମଧ୍ୟ ବୁଝିବାକୁ ହେବ ଯେ କୈାଣସି ବ୍ୟକ୍ତି କେବେ ପରଫେକ୍ଟ ହୋଇପାରିବ ନାହିଁ। କିନ୍ତୁ ସେ ନିଜ ପାଇଁ ପରଫେକ୍ଟ ହୋଇଥାଏ । ସେଥିପାଇଁ ଆପଣଙ୍କ ପାର୍ଟନରକୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ।

୨.ଜନସାଧାରଣଙ୍କ ସମ୍ମୁଖରେ ରୋମାନ୍ସ : ହୋଇଯାନ୍ତୁ ସାବଧାନ : କେତେକ ପ୍ରେମୀ ଯୁଗଳ ଜନସାଧାରଣଙ୍କ ସାମନାରେ ରୋମାନ୍ସ କରିଥାନ୍ତି। ଏହି ସବୁ କାର୍ୟ୍ୟକଳାପରେ ସାଧାରଣ ଲୋକମାନେ ଅଶାନ୍ତ ହୋଇଥାନ୍ତି। ଏପରି କଲେ ସମ୍ପର୍କରେ ଆଗକୁ କିଛି ରହେ ନାହିଁ।

୩.ଆପଣ ବୁଲିଲେ ଠିକ୍ : ପାର୍ଟନର ବୁଲିଲେ ଭୁଲ୍: ଯଦି ଆପଣ ଏହା ଚାହୁଁଛନ୍ତି ଯେ ଆପଣଙ୍କ ପାର୍ଟନର୍ ସବୁ ସମୟ ଏବଂ ଧ୍ୟାନ ଆପଣଙ୍କୁ ଦିଅନ୍ତୁ ତେବେ ଆପଣ ଭୁଲ୍ କରୁଛନ୍ତି। ଆପଣଙ୍କୁ ବୁଝିବା ଦରକାର ଯେ ଆପଣଙ୍କ ପାର୍ଟନରଙ୍କ ମଧ୍ୟ ନିଜର ଏକ ସାମାଜିକ ଜୀବନ ରହିଛି। ତାଙ୍କ ଜୀବନରେ ମଧ୍ୟ ଅନେକ ଲୋକ ଅଛନ୍ତି। ଯେପରି ଆପଣଙ୍କୁ ନିଜର ସାଙ୍ଗସାଥୀମାନଙ୍କ ସହ ବୁଲିବାର ଏବଂ ପାର୍ଟି କରିବାର ସଉକ ରହିଛି ସେହିପରି ତାଙ୍କର ମଧ୍ୟ ସେଇ ସଉକ ଥିବ,ଏଥିରେ ଅସୁବିଧା କ’ଣ?

୪.ଏକ୍ସଙ୍କ ସହ ନିଜ ପାର୍ଟନରଙ୍କ ତୁଳନା : କେବେ ନୁହେଁ: କେବେ ମଧ୍ୟ ନିଜ ପାର୍ଟନରଙ୍କ ତୁଳନା ଏକ୍ସଙ୍କ ସହ କରନ୍ତୁ ନାହିଁ  କାରଣ ଏପରି କଲେ ସମସ୍ତ ସୁଖ ଚାଲିଯାଇଥାଏ ଏବଂ ସମ୍ପର୍କ ମଧ୍ୟ ଭାଙ୍ଗିଯାଇଥାଏ। ସେଥିପାଇଁ ଆପଣଙ୍କ ପାର୍ଟନରଙ୍କ ଯେଉଁ ସବୁ ଭଲଗୁଣ ରହିଛି ତାକୁ ଚିହ୍ନନ୍ତୁ। ଏକଥା ମନେ ରଖନ୍ତୁ-ଆପଣଙ୍କ ପାର୍ଟନରଙ୍କ ପାଇଁ ଆପଣ ସବୁକିଛି।

୫.ମୁଁ କାହିଁକି ବୁଝାଇବି,ସେ ବୁଝାଉ ମୋତେ: ଝଗଡ଼ା ସମସ୍ତ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଥାଏ, କେତେକ ଅଛନ୍ତି ପରସ୍ପର କଥା ହୋଇ ସମାଧାନ କରିନିଅନ୍ତି କିନ୍ତୁ କେତେ ଜଣ ନିଜ ଇଗୋ ପାଇଁ ମୁହଁ ଫୁଲାଇ ରୁହନ୍ତି। ଯେପରିକି ଆପଣଙ୍କର ବାର୍ଟନରଙ୍କ ସହ ଆପଣଙ୍କ ଝଗଡ଼ା ହୋଇଥିଲେ ଆପଣ ଚାହାନ୍ତି ସେ ଆସି ଆଗେ ଆପଣଙ୍କୁ ମନାନ୍ତୁ ଏବଂ ଆଗେ କଥା ହୁଅନ୍ତୁ। ଯଦି ସେ ଏହା କରୁନାହାନ୍ତି ତେବେ ଆପଣ ମଧ୍ୟ ଏହା କରିବେ ନାହିଁ ଏହା ଭାବି ଯେ ସେ ଆପଣଙ୍କୁ ଆଗେ ମନାଇବେ। ଏହି ଅଭ୍ୟାସକୁ ଆପଣ ତୁରନ୍ତ ପରିବର୍ତ୍ତନ କରନ୍ତୁ। ସମ୍ପର୍କରେ ଫାଟ ଏହି କଥାରୁ ଆରମ୍ଭ ହୋଇଥାଏ।

୬.ଜୀବନସାଥୀ ହୁଅନ୍ତୁ: ଗୋଇନ୍ଦା ନୁହେଁ: ସମ୍ପର୍କ ଭରସା ଏବଂ ବିଶ୍ବାସ ଯୋଗୁଁ ଚାଲିଥାଏ ଏବଂ ଆଗକୁ ମଧ୍ୟ ବଢ଼ିଥାଏ। ଯଦି ଆପଣ ତାଙ୍କ ଫୋନ୍ ଚେକ୍ କରୁଥାନ୍ତି କି ତାଙ୍କୁ ସବୁବେଳେ ସନ୍ଦେହ କରୁଥାନ୍ତି ତେବେ ସାବଧାନ ହୋଇଯାନ୍ତୁ  ନଚେତ୍ ସମ୍ପର୍କ ଭାଙ୍ଗିଯିବ।

Powered by Froala Editor

Tags Love problem

Related articles Odisha News Lens 4.1

  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ
    ଦେଶ-ଦେଶାନ୍ତର

    ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ

    13480
    Sep 15, 2026
  • ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ୨ହଜାରରୁ ଅଧିକ UPI ପେମେଣ୍ଟରେ ୦.୪ ପ୍ରତିଶତ ଶୁଳ୍କ

    13313
    Sep 16, 2026
  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ
    ଦେଶ-ଦେଶାନ୍ତର

    ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ

    15349
    Sep 15, 2026
  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା
    ଦେଶ-ଦେଶାନ୍ତର

    ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15662
    Sep 15, 2026
  •  ମୋଦୀଙ୍କ ପାଇଁ  ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ

    14045
    Sep 15, 2026
  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ
    ଦେଶ-ଦେଶାନ୍ତର

    ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ

    14154
    Sep 15, 2026
  • ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର  ଡ଼. ସଞ୍ଜୁକ୍ତା ପରାଶର
    ଦେଶ-ଦେଶାନ୍ତର

    ଦେଶରେ ପ୍ରଥମ ମହିଳା 'କୋବ୍ରା' କମାଣ୍ଡର ଡ଼. ସଞ୍ଜୁକ୍ତା ପରାଶର

    13788
    Sep 16, 2026
  • ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ
    ଦେଶ-ଦେଶାନ୍ତର

    ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

    14884
    Sep 16, 2026
  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ
    ଦେଶ-ଦେଶାନ୍ତର

    ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ

    14855
    Sep 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦୁଇ ସପ୍ତାହରେ ୨ କୋଟି ଜମା କରିବେ ରାଜପାଲ

    14884
    Sep 16, 2026
  • ଦେଶ-ଦେଶାନ୍ତର

    ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

    15094
    Sep 15, 2026
  • ଦେଶ-ଦେଶାନ୍ତର

    ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15662
    Sep 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17096
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17777
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17765
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18168
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14537
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16158
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14689
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13999
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14805
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14315
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14079
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14708
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15043
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15662
    Sep 15, 2026
  • ଗୁରୁଗ୍ରାମ ହିଟ୍ - ଆଣ୍ଡ- ରନ୍ ମାମଲା, ଫେରାର ହେବାବେଳେ ଧରାପଡ଼ିଲା ଅଭିଯୁକ୍ତ

    14855
    Sep 16, 2026
  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

    15094
    Sep 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In