Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ...

  • ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ...

  • ଏଣିକି କୌଣସି ଯାତ୍ରୀ ବୈଧ ଟିକେଟ ବିନା ...

  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ...

  • ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ...

  • ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ...

  • ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ...

  • ଅଲ୍ଲୁ ଅର୍ଜୁନଙ୍କୁ ସମନ

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ...

  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ...

Home ›› ››ଆଜିଠାରୁ ମହିଳା ପ୍ରିମିୟର ଲିଗ୍ , ଗୁଜରାଟ-ମୁମ୍ବଇ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ

ଆଜିଠାରୁ ମହିଳା ପ୍ରିମିୟର ଲିଗ୍ , ଗୁଜରାଟ-ମୁମ୍ବଇ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ

2023-03-04 06:34:59
19416
Share:
Facebook
Twitter
E-Mail
WhatsApp
Telegram
ଆଜିଠାରୁ ମହିଳା ପ୍ରିମିୟର ଲିଗ୍ , ଗୁଜରାଟ-ମୁମ୍ବଇ  ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ

ଆଜିଠାରୁ ଆରମ୍ଭ ହେଉଛି ମହିଳା ଆଇପିଏଲ(ଡବ୍ଲ୍ୟୁପିଏଲ) କରୁଛି। ଏଥିରେ ୫ଟି ଦଳ ମୁମ୍ବଇ ଇଣ୍ଡିଆନ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ଗୁଜରାଟ ଜ୍ୟାଣ୍ଟ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ଜ ଦଳ ଅଂଶଗ୍ରହଣ କରୁଛନ୍ତି। ୨୩ ଦିନ ଧରି  ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ମ୍ୟାଚ ଡି ୱାଇ ପାଟିଲ ଓ ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଖେଳାଯିବ। ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଥିବା ଦଳ ସିଧାସଳଖ ଫାଇନାଲରେ ପହଞ୍ଚିବାବେଳେଦ୍ବିତୀୟ ଓ ୩ ୟ ସ୍ଥାନ ଦଳ ଏଲିମିନେଟର ଖେଳିବେ। ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ମୋଟ ୨୦ଟି ଲିଗ୍‌ ମ୍ୟାଚ ଖେଳାଯିବ। ୨୪ରେ ଏଲିମିନେଟର ଓ ୨୬ରେ ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରତ୍ୟେକ ମ୍ୟାଚ୍‌ ରାତି ୭.୩୦ରେ ଖେଳାଯିବାକୁ ଥିଲା ବେଳେ ଯେଉଁଦିନ ଦୁଇଟି ମ୍ୟାଚ୍‌ ଥିବ ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ । ଉଦ୍‌ଘାଟନୀ ମୁକାବିଲାରେ ଗୁଜରାଟ ଜାଏଣ୍ଟସ୍‌ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସକୁ ।


୫ଟି ଦଳ ଲାଗି ଖେଳାଳି ନିଲାମ ମୁମ୍ବଇରେ ଗତ ଫେବୃଆରୀ ୧୩ରେ ଆୟୋଜିତ ହୋଇଥିଲା। ସ୍ମୃତି ମାନ୍ଧନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସର୍ବାଧିକ ୩ କୋଟି ୪୦ ଲକ୍ଷ ଟଙ୍କାରେ କ୍ରୟ କରିଥିବାବେଳେ ହରମନପ୍ରୀତ କୌରଙ୍କୁ ମୁମ୍ବଇ ଇଣ୍ଡିଆନ୍‌ସ ୧ କୋଟି ୮୦ ଲକ୍ଷ, ଆସ୍‌ଲେ ଗାର୍ଡନରଙ୍କୁ ଗୁଜରାଟ ଜ୍ୟାଣ୍ଟ୍‌ସ ୩ କୋଟି ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି। ପ୍ରତିଯୋଗିତାରେ ତାରକା ଖେଳାଳି ଭାବେ ଭାରତର ହରମନପ୍ରୀତ କୌର, ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ଦୀପ୍ତି ଶର୍ମା, ଜେମିମା ରୋଡିଗ୍ବେ‌ଜ,ରିଚା ଘୋଷ,ନ୍ୟୁଜିଲାଣ୍ଡର ଶୋଫି ଡିଭାଇନ, ଆମେଲି କେର୍‌, ଅଷ୍ଟ୍ରେଲିଆର ଆସ୍‌ଲେ ଗାର୍ଡନର,ଏଲିସ ପେରି, ତାହିଲା ମ୍ୟାଗ୍ରାଥ୍‌, ଆଲିସା ହିଲି, ବେଥ୍‌ ମୁନି,ମେଗ୍‌ ଲାନିଙ୍ଗ, ଆନାବେଲ ସଦରଲାଣ୍ଡ, ଇଂଲଣ୍ଡର ନାଟ୍‌ ସ୍କିଭର ବ୍ରଣ୍ଟ, ଶୋଫିଆ ଡଙ୍କ୍‌ଲି, ଦକ୍ଷିଣ ଆଫ୍ରିକାର ସବନିମ୍‌ ଇସ୍‌ମାଇଲ, ମାରିଜାନେ କାପ୍‌, ୱେଷ୍ଟଇଣ୍ଡିଜ୍‌ର ଡେଣ୍ଡ୍ରା ଡଟିନ୍ ଭଳି ଖେଳାଳି ରହିଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ଥିବାବେଳେ ୨୦୨୨ରେ ମହିଳା ଆଇପିଏଲ ଆୟୋଜନ ନେଇ ନିଷ୍ପତ୍ତି ନେଇଥିଲେ।


ଆଜିର ଉଦ୍‌ଘାଟନୀ ମୁକାବିଲାରେ ଗୁଜରାଟ ଜାଏଣ୍ଟସ୍‌ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସକୁ। ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ ବିଜେତା ଅଷ୍ଟ୍ରେଲିଆ ବ୍ୟାଟର ବେଥ ମୁନି ଗୁଜରାଟର ନେତୃତ୍ବ ନେଉଛନ୍ତି। ଭାରତର ତାରକା ଖେଳାଳି ହର୍ଲିନ ଦେଓଲ ଓ ସ୍ନେହା ରଣା ଏହି ଦଳରେ ରହିଛନ୍ତି। ଏମାନଙ୍କ ସହ ଦଳରେ ମହିଳା ବିଶ୍ବକପ୍‌ ବିଜେତା ଦଳର ଆସ୍‌ଲେ ଗାର୍ଡନର, ଜର୍ଜିଆ ୱାରେହାମ, ୱେଷ୍ଟ୍‌ଇଣ୍ଡିଜ୍‌ର ଦେନ୍ଦ୍ରା ଡଟିନ, ଇଂଲଣ୍ଡର ସୋଫିଆ ଡଙ୍କ୍‌ଲେଙ୍କ ଭଲି ତାରକା ଖେଳାଳି ରହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟିକା ମିତାଲି ରାଜ ଏହି ଦଳର ମାର୍ଗଦର୍ଶକ ଓ ପରାମର୍ଶଦାତା ଅଛନ୍ତି। ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ ମିଳିଛି। ଭାରତର ୟାସ୍ତିକା ଭାଟିଆ, ପୂଜା ବସ୍ତ୍ରକାର ଏହି ଦଳରେ ଅଛନ୍ତି , ଏହା ସହିତ ବିଦେଶର ତାରକା ଖେଳାଳି ନାଟ୍‌ ସ୍କିଭର-ବ୍ରଣ୍ଟ, ଆମେଲିଆ କେର୍‌, ହେଲି ମାଥ୍ୟୁସ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ରେ ଅଛନ୍ତି | 


Powered by Froala Editor

Tags wpl , women ipl , ipl , bcci

Related articles Odisha News Lens 4.1

  • ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ପ୍ରସ୍ତୁତ : ଉଦ୍ଧବ ଠାକରେ
    ଦେଶ-ଦେଶାନ୍ତର

    ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ପ୍ରସ୍ତୁତ : ଉଦ୍ଧବ ଠାକରେ

    14560
    Jun 20, 2026
  • ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ, ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ...
    ଦେଶ-ଦେଶାନ୍ତର

    ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ, ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ...

    13928
    Jun 20, 2026
  • ଏଣିକି କୌଣସି ଯାତ୍ରୀ ବୈଧ ଟିକେଟ ବିନା ଧରାପଡିଲେ ଦୁଇଗୁଣା ଆଦାୟ ହେବ ଜୋରିମାନା
    ଦେଶ-ଦେଶାନ୍ତର

    ଏଣିକି କୌଣସି ଯାତ୍ରୀ ବୈଧ ଟିକେଟ ବିନା ଧରାପଡିଲେ ଦୁଇଗୁଣା ଆଦାୟ ହେବ ଜୋରିମାନା

    15385
    Jun 21, 2026
  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି
    ମନୋରଞ୍ଜନ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି

    15123
    Jun 20, 2026
  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ
    ଅପରାଧ

    ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ

    15234
    Jun 20, 2026
  • ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

    13543
    Jun 21, 2026
  • ଅଲ୍ଲୁ ଅର୍ଜୁନଙ୍କୁ ସମନ
    ମନୋରଞ୍ଜନ

    ଅଲ୍ଲୁ ଅର୍ଜୁନଙ୍କୁ ସମନ

    15580
    Jun 20, 2026
  • ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ଚାଲିଛି ନିଟ୍‌-ୟୁଜି ପୁନଃପରୀକ୍ଷା
    ଦେଶ-ଦେଶାନ୍ତର

    ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ଚାଲିଛି ନିଟ୍‌-ୟୁଜି ପୁନଃପରୀକ୍ଷା

    15535
    Jun 21, 2026
  • ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ପୁଲିସ
    ଦେଶ-ଦେଶାନ୍ତର

    ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ପୁଲିସ

    15361
    Jun 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ପ୍ରସ୍ତୁତ : ଉଦ୍ଧବ ଠାକରେ

    14560
    Jun 20, 2026
  • ଦେଶ-ଦେଶାନ୍ତର

    ଏଣିକି କୌଣସି ଯାତ୍ରୀ ବୈଧ ଟିକେଟ ବିନା ଧରାପଡିଲେ ଦୁଇଗୁଣା ଆଦାୟ ହେବ ଜୋରିମାନା

    15385
    Jun 21, 2026
  • ଦେଶ-ଦେଶାନ୍ତର

    ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ, ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଅବୁଧାବି

    13928
    Jun 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16936
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17555
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17605
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18000
    Sep 06, 2023

ବିଶେଷ

  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    14275
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15426
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14339
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15729
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14945
    Jun 16, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13767
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14867
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15480
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15229
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ

    15234
    Jun 20, 2026
  • ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ପୁଲିସ

    15361
    Jun 20, 2026
  • ଏଣିକି କୌଣସି ଯାତ୍ରୀ ବୈଧ ଟିକେଟ ବିନା ଧରାପଡିଲେ ଦୁଇଗୁଣା ଆଦାୟ ହେବ ଜୋରିମାନା

    15385
    Jun 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In